କେନ୍ଦ୍ରମନ୍ତ୍ରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ
'ଦିଦି .. ଓଓଓଓଓ ଦିଦି.. ' ନିର୍ବାଚନ ପ୍ରଚାର ବେଳେ ଏମିତି ଲହରେଇକି ମମତା ବାନାର୍ଜୀଙ୍କୁ ଦିଦି ବୋଲି ସମ୍ବୋଧନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ନିର୍ବାଚନ ସରିବା ପରେ ଜଳୁଛି ପଶ୍ଚିମବଙ୍ଗ । ମମତାଙ୍କ ଟିଏମସି...
ତୃତୀୟ ଲହର ପାଇଁ ସଜାଗ ହେବାକୁ ନିର୍ଦ୍ଦେଶ
ଆସନ୍ତା ସେପ୍ଟମ୍ବରରେ ଆସିପାରେ କରୋନାର ତୃତୀୟ ଲହର । ଏଭଳି ପୂର୍ବାନୁମାନ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କରିଛନ୍ତି । ପ୍ରଥମ ଲହରରେ ବୟସ୍କ ଏବଂ ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ...
କୋଭିଡ ପରିଚାଳନା ପାଇଁ ସାଢେ ସାତକୋଟି ମଂଜୁର
କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାତ କୋଟି 62 ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ପୁରୀ ଜିଲ୍ଲାକୁ ଦୁଇ କୋଟି, ସୁବର୍ଣ୍ଣପୁର ଜିଲଲ୍ାକୁ 1 କୋଟି ଏବଂ ସମ୍ବଲପୁର ଜିଲ୍ଲାକୁ 4.62 କୋଟି ଟଙ୍କା...
ଭୟଙ୍କର ହେଉଛି ଦ୍ୱିତୀୟ ଲହର
ବେଲଗାମ କରୋନାର ଦ୍ୱିତୀୟ ଲହର । ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଙ୍କ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର୫୨୧ ନୂଆ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୯୪୫ ଚିହ୍ନଟ...
ସାନଭଉଣୀ କହି ମମତାଙ୍କୁ କଣ କହିଲେ ରାଜ୍ୟପାଳ
ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଆଜି ଶପଥ ଗ୍ରହଣ କରିଛନ୍ତି । ମମତାଙ୍କୁ ଶପଥ ପାଠ କରାଇବା ପରେ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମମତା ପ୍ରଥମେ...
୧୬ ମୃତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ
ରାଜ୍ୟରେ ଆଜି ୧୬ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ୩ ଲେଖାଏଁ ଆକ୍ରାନ୍ତଙ୍କର ଜୀବନ ଯାଇଛି । ରାୟଗଡା...
କରୋନା ପାଇଁ ଆଇପିଏଲ ବାତିଲ୍
ବହୁ ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ଚଳିତ ସିଜନର ଆଇପିଏଲକୁ ବାତିଲ କରିଦିଆଯ଼ାଇଛି I ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଏହା ଘୋଷଣା କରିଛନ୍ତି I ଚଳିତ ସିଜନର ଆଉ 31ଟି ମ୍ୟାଚ ବାକିଥିଲା I...
କେମିତି ମିଳିବ ଦଶମ ଶ୍ରେଣୀ ମାର୍କ
ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ସିବିଏସଇ ଢାଞ୍ଚାରେ ପିଲାଙ୍କ ମାର୍କ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି I ବୋର୍ଡ କର୍ତ୍ତୃପକ୍ଷ ଏକ ଫର୍ମାଟ ପ୍ରସ୍ତୁତ କରିଛନ୍ତି I...
ଆଜି 8914 ପଜିଟିଭ୍
ରାଜ୍ୟରେ ଆଜି 8914 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏମାନଙ୍କ ମଧ୍ୟରୁ 5081 କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 3833 ଲୋକାଲ କେସ୍ I ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1258 ଜଣ ଚିହ୍ନଟ ହୋଇଛନ୍ତି I ସେହିପରି...
ଦିଦି ଚୁରମାର୍ କରିଦେଲେ ମୋଦି-ଶାହାଙ୍କ ସ୍ବପ୍ନ
ପଶ୍ଚିମବଙ୍ଗରେ ବିଜେପିର ଧଜିଆ ଉଡାଇଦେଲେ ଦିଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ବିଶାଳ ରାଲି, ବ୍ୟୟବହୁଳ ପ୍ରଚାର ସତ୍ତ୍ବେ ବିଜେପିର ବଙ୍ଗ ଅଭିଯାନ ଫସର ଫାଟିଗଲା । ଦଳ ଦଳ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ବଙ୍ଗ...
















