ଲକ୍ ଡାଉନରେ କ’ଣ ଖୋଲା କ’ଣ ବନ୍ଦ ରହିବ , ପଢନ୍ତୁ
ଲକଡାଉନ୍ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି ।
କେବଳ ମେଡିକାଲ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତ ମନା
ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
ପ୍ରଦର୍ଶନୀ , ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ...
ରାଜ୍ୟ ସରକାରଙ୍କ ବଡ ଘୋଷଣା
ରାଜ୍ୟରେ ଦ୍ରୁତ ବେଗରେ କରୋନା ମାଡିଚାଲିଛି । ପଜିଟିଭ୍ରେ ବ୍ରେକ୍ ଲାଗୁନି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି...
୧୪ ମୃତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ୧୪ ଜଣଙ୍କର ଜୀବନ ଯାଇଛି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ , କେନ୍ଦୁଝରରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭଦ୍ରକ, ବଲାଙ୍ଗୀର,ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନାରେ...
କରୋନା ଉପରେ ଭାରତର ବିଜୟ ଘୋଷଣା ଅପରିପକ୍ବତା ଥିଲା
କରୋନାକୁ ମୁକାବିଲା କରିବାରେ ଭାରତ ସମଗ୍ର ବିଶ୍ବରେ ଅଦ୍ବିତୀୟ । ବିଶ୍ବର ସବୁଠୁ ବଡ ବଡ ବିତ୍ତଶାଳୀ ରାଷ୍ଟ୍ର କରୋନାରେ ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିବା ଭାରତରେ ସଂକ୍ରମଣ ନିୟନ୍ତ୍ରଣ ଭିତରେ । ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁହାର ବି...
କାହିଁକି ଭାରତକୁ ସଂପୂର୍ଣ୍ଣ ଲକ୍ ଡାଉନ୍ କରିବା ପାଇଁ କହୁଛି ଆମେରିକା
ଲକ୍ ଡାଉନ୍ କାହାକୁ ଭଲ ଲାଗେନି । କିନ୍ତୁ ଭାରତରେ କରୋନା ସଂକ୍ରମଣ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, କିଛି ସପ୍ତାହ ପାଇଁ ଦେଶକୁ ସଂପୂର୍ଣ୍ଣ ଲକ୍ ଡାଉନ କରିବାକୁ ପରାମର୍ଶ ଦେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ...
କଟକଣା ଜାରି କଲା ବ୍ୟବସାୟୀ ମହାସଂଘ
ସଂକ୍ରମଣ ହୁ ହୁ ହୋଇ ବଢୁଛି । କେତେବେଳେ ସରକାର ମାର୍କେଟ ବିଲ୍ଡିଂ, ମଲ୍, କଂପ୍ଲେକ୍ସ ବନ୍ଦ କରୁଛନ୍ତି ତ ଆଉ କେତେବେଳେ ସିଲ୍ କରୁଛନ୍ତି । ଆଜି କଟକ ସହରରେ ଦିନ ଦୁଇଟା ପରଠାରୁ ଦୋକାନ ବଜାର ବନ୍ଦ...
୫୦ % କର୍ମଚାରୀରେ ଚାଲିବ ଅଫିସ
୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ବିଭାଗୀୟ ଅଫିସ । କରୋନା ସଙ୍କ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ଡେପ୍ୟୁଟି ସେକ୍ରେଟାରୀ ରାଙ୍କ୍ କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀ ସବୁଦିନ ଅଫିସ...
କେମିତି କରିବେ ପଞ୍ଜୀକରଣ, ପଢନ୍ତୁ
ଏଥିପାଇଁ ପ୍ରଥମେ cowin.gov.inକୁ ଯାଇ, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଆଉ ଏଥିରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ଏବଂ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ...
ରେକର୍ଡ ଭାଙ୍ଗିଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ
ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଦେଇଛି କରୋନା । ଗତକିଛି ଦିନ ଧରି ୬ ହଜାର ଟ୍ରେଣ୍ଡ ରହିଥିବାବେଳେ ଆଜି ୮ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...
ଛାତ୍ରୀଙ୍କୁ ଦୁଷ୍କର୍ମ କରି ଅଧ୍ୟାପକ ଗିରଫ
ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ରସିକିଆ ଅଧ୍ୟାପକ । ଘଟଣା ଆସିଛି ଆସିକାରୁ । ଅଶ୍ଳୀଳ ଫଟୋ ଭାଇରାଲ କରିଦେବି କହି ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ ଅଧ୍ୟାପକ । ଗିରଫ ଅଭିଯୁକ୍ତ...



















