ଉପରମୁହାଁ କରୋନାଗ୍ରାଫ୍, ଅପରାହ୍ନରେ ଆସିବ ନବୀନଙ୍କ ସନ୍ଦେଶ
କାଲିଥିଲା 879 । ଆଜି 1282 । ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏମିତି ଉପରମୁହାଁ ହୋଇଛି । ଆଉ ପଚାଶ କି ଶହେ ନୁହେଁ, ଗୋଟିଏ ଦିନରେ ଏକାଥରେ 1282 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...
ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୭୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୧ । ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଓ ସୁନ୍ଦରଗଡରୁ ୧୩୧...
ସିଲ୍ ହେଲା ରାମମନ୍ଦିର ହଲ୍, ଚବିଶଘଣ୍ଟାରେ 24 ଲକ୍ଷ ଜୋରିମାନା
କରୋନାର ଦ୍ବିତୀୟ ଲହର ଆହୁରି ଭୟଙ୍କର । କରୋନା ସଂକ୍ରମଣ ବୃଦ୍ଧିହାର ଭୟଙ୍କର ଭାବେ ବୃଦ୍ଧି ପାଉଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ସରକାର କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ଠାରୁ...
ଝିଅର ଗୁହାରି ପରେ ବାପାଙ୍କ ଫଟୋ ଛାଡିଲେ ମାଓବାଦୀ
ଛତିଶଗଡ ବିଜାପୁର ମାଓବାଦୀ ଆକ୍ରମଣ ସମୟରେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ରାକେଶ୍ୱରଙ୍କ ଅପହରଣ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ଆଜି ତାଙ୍କ ଫଟୋ ଛାଡିଛନ୍ତି ମାଓବାଦୀ । ରାକେଶ୍ୱର...
ଆଜି ଏହି ସବୁ ଜିଲ୍ଲାରେ ସର୍ବାଧିକ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ୮୦୦ ମୁହାଁ ଦୈନିକ କରୋନା ସଙ୍କ୍ରମଣ । ଆଜି ରାଜ୍ୟରେ ୭୯୧ନୂଆ ପଜିଟିଭ୍ ବାହାରିଛନ୍ତି । ୨୪ ଘଣ୍ଟାରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୯୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୬୫୯ ଏବଂ ଲୋକାଲ କେସ୍...
ମୋ ବାପାଙ୍କୁ ଫେରାଇ ଆଣନ୍ତୁ
ମୋଦିଜୀ ମୋ ବାପାଙ୍କୁ ଫେରାଇ ଆଣନ୍ତୁ । କ୍ୟାମେରା ଆଗରେ କହୁ କହୁ କାନ୍ଦି ପକାଉଛି ଏହି କୁନି ଝିଅ । ଆଉ କୁନି ଝିଅର କାନ୍ଦ ଦେଖି ପୂରା ପରିବାରର ହୃଦୟ ବିଦାରି ହୋଇଯାଉଛି । ଛତିଶଗଡ...
ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଆନ୍ଧ୍ରପ୍ରଦେଶର ପୋନାଭରମ ଠାରେ ଜନ୍ମିତ ଜଷ୍ଟିସ୍ ଏନ୍.ଭି,ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ସୁପାରିଶ ଉପରେ ମୋହର ମାରିଛି କେନ୍ଦ୍ର ଆଇନ୍ ମନ୍ତ୍ରାଳୟ । ଏନେଇ ଜଷ୍ଟିସ୍ ରମନାଙ୍କୁ ଟୁଇଟ...
ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ
ଚିନ୍ତା ବଢାଉଛି ସଙ୍କ୍ରମଣ । ୨୪ ଘଣ୍ଟାରେ ଭିତରେ ରାଜ୍ୟରେ ୫୮୮ ନୂଆ ସଙ୍କ୍ରମଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୨୪୬ ଜଣ ସ୍ଥାନୀୟ ସଙ୍କ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ...
ପଡୋଶୀଙ୍କ ଟାର୍ଗେଟରେ ଓଡିଶା ସୀମା
ପୁଣି କୋଟିଆରେ ନିର୍ବାଚନ କରିବ ଆନ୍ଧ୍ର ପ୍ରଦେଶ । କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ତିନୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆନ୍ଧ୍ର...
ପିପିଲିରୁ 50 ଲକ୍ଷ ଜବତ
ପିପିଲିରେ ଉପନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ରହିଥିବା ବେଳେ ଆଜି ଦୁଇ ବାଇକ ଆରୋହୀଙ୍କ ଠାରୁ ପୋଲିସ 50 ଲକ୍ଷ ଟଙ୍କା ଜବତ କରିଛି । ପୋଲିସର ରୋଟିନ ଗାଡି ଯାଞ୍ଚ ସମୟରେ ପଲସରରେ ଆସୁଥିବା ଦୁଇ ଯୁବକଙ୍କ...















