୩ ହଜାର ମୁହାଁ ସଙ୍କ୍ରମଣ ସଂଖ୍ୟା, ଆଜି ୩ ମୃତ
ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ଆଜି ୨ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ଦୁଇ ଦିନ ଧରି ସଙ୍କ୍ରମଣ ୧୭ ଶହ ଉପରେ ରହିବା ପରେ ଆଜି ଦୈନିକ ସଙ୍କ୍ରମଣ ୨ ହଜାର ପାର୍ କରିଛି ।...
ଖୁବଶୀଘ୍ର ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ
ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ପାଇଁ ଯାଉଛି କ୍ୟାନସର ହସ୍ପିଟାଲ । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ବାଗଚୀ ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି...
ହାଇଦର ସହଯୋଗୀର ଆତ୍ମସମର୍ପଣ
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ଉପରୁ ଏପର୍ଯ୍ୟନ୍ତ ସସପେନ୍ସ ହଟି ନଥିବା ବେଳେ ଆଜି ହାଇଦରର ସହଯୋଗୀ ସଲ୍ଲୁ ଓରଫ ୟାକୁବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିବା ସଲ୍ଲୁ ହେଉଛି...
ଏହି ଜିଲ୍ଲାରୁ ଆଜି ୨ ଆକ୍ରାନ୍ତଙ୍କର ମୃତ୍ୟୁ
ରାଜ୍ୟରେ ୨୦୦୦ ମୁହାଁ କରୋନାର ଦୈନିକ ସଙ୍କ୍ରମଣ । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୪୧ ପଜିଟିଭ୍ । କ୍ୱାରେଣ୍ଟିନ ସେଣ୍ଟରରୁ ୧୦୧୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୨୬ । ଏଥିସହ କରୋନାରେ ଦୁଇ ଜଣଙ୍କର...
କୁଆଡେ ଗଲା ହାଇଦର, ୬ ସସ୍ପେଣ୍ଡ
ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ହାବିଲଦାର ରମେଶ...
କଂଗ୍ରେସର ବେଳା ଖରାପ
ପିପିଲି ଉପନିର୍ବାଚନରେ କଂଗ୍ରେସ ଯେତିକି ଆଗକୁ ଯାଉଛି, ସେତିକି ପଛକୁ ଫେରୁଛି । ଗତଥର 2019 ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର ବି ଦ୍ବିତୀୟ ସ୍ଥାନକୁ ଆସିବା କଷ୍ଟକର ହୋଇପଡିବ । ପ୍ରଥମରୁ କଂଗ୍ରେସ ପ୍ରାର୍ଥୀ ଅଜିତ...
ମାସ୍କ ପିନ୍ଧୁନଥିବା ଅମାନିଆଙ୍କୁ ଧରିବ ସିସିଟିଭି
ବାରମ୍ବାର କୋଭିଡକୁ ନେଇ ସଚେତନ କରାଇଲେ ମଧ୍ୟ ସାବାଡ୍ ହେଉନାହାଁନ୍ତି ଅମାନିଆ । ଛକ ଛକରେ ପୋଲିସ ଜଗି ନୟାନ୍ତ ହୋଇଥିବାବେଳେ ସୁଧୁରୁନାହାଁନ୍ତି ଅମାନିଆ । ପୋଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା , ସାମାଜିକ ଦୂରତା ରକ୍ଷା...
ରାଜ୍ୟରେ ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡିଚାଲିଛି ।ପଜିଟିଭ୍ ସଂଖ୍ୟା ବଢୁଥିବାବେଳେ ଆଜି ରାଜ୍ୟରେ ୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । କେନ୍ଦ୍ରପଡା ଓ ବଲାଙ୍ଗୀର ଜିଲ୍ଲାରୁ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି...
14 ଦିନ ପାଇଁ ମାସ୍କ ଅଭିଯାନ
କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ 14 ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧି କରୋନାକୁ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।...
ଏସଓପି ଜାରି କଲା ବିଏମସି
ଚଳିତ ବର୍ଷ ବି ବିନା ଭକ୍ତରେ ଗଡିବ ରୁକୁଣା ରଥ । ରୁକୁଣା ରଥଯାତ୍ରା ନେଇ ମିଳିଛି ସରକାରଙ୍କ ଅନୁମତି । ରଥଯାତ୍ରା ଆୟୋଜନ ନେଇ ଏସଓପି ଜାରି କରିଛି ବିଏମସି । କିନ୍ତୁ ରଥଯାତ୍ରାରେ କୌଣସି ଭକ୍ତ ଭାଗ...
















