ଏହି ସବୁ ଜିଲ୍ଲାରେ ଅପରାହ୍ନରୁ ପବନ ବଢିବ
ଅପରାହ୍ନରୁ ପବନ ବଢିବ । ବାତ୍ୟା ବୁଲ୍ ବୁଲ୍ କୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ପାରାଦୀପ ଠାରୁ ପ୍ରାୟ ୩୫୦ କିମି ଦୂରରେ ବୁଲ୍ ବୁଲ୍ କେନ୍ଦ୍ରୀଭୂତ । ପାରାଦୀପ ଠାରୁ ୧୩୪ କିମି ଦୂରରୁ ଅତିକ୍ରମ କରିବ...
ଦୁଇ ମାସର ଝିଅ ସହ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ
ମାଓବାଦୀ ସଂଗଠନରୁ ମୁହଁ ଫେରାଇଲେ ପୁଣି ଜଣେ ମହିଳା ମାଓବାଦୀ । ପ୍ରତିଭା ଓରଫ ରିଙ୍କି ନାମ୍ନୀ ଏହି ମହିଳା ମାଓବାଦୀ ଆଜି ରାୟଗଡା ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସାଙ୍ଗରେ ତାଙ୍କର ୨ମାସର ଶିଶୁ ମଧ୍ୟ...
ଓଡିଶାରେ ପଡିବ ଆଂଶିକ ପ୍ରଭାବ
ଓଡିଶାରେ ପଡିବ ବାତ୍ୟା ବୁଲ୍ ବୁଲ୍ ର ଆଶିଂକ ପ୍ରଭାବ । ଉପକୂଳବର୍ତ୍ତୀ ଜିଲ୍ଲାରେ ୮ରୁ ବର୍ଷା ସମ୍ଭାବନା । ଜୋରରେ ପବନ ବହିବା ନେଇ ସୂଚନା ଦେଲେ ଏସ୍ଆରସି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ସ୍ଥିତି...
ଦୁଷ୍କର୍ମ କଲେ, ଫିଙ୍ଗି ଦେଲେ
ଖୋର୍ଦ୍ଧା ପିଏନ କଲେଜ ସମ୍ମୁଖ ଏନଏଚରୁ ମର୍ମୁଷ ର୍ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପିଡୀତା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ମର୍ମୁଷ ଅବସ୍ଥାରେ ଯବୁତୀଙ୍କୁ ଦୁବୃର୍ତ୍ତ ମାନେ...
ଗୁଳି କଲେ ,ନିସ୍ତୁକ ମାଡ ଖାଇଲେ
ଘରୁ ଡାକିଲେ, ଗୁଳିମାଡ କଲେ । କିନ୍ତୁ ଗୁଳିମାଡ କରି ଫେରାର ହେବା ପୂର୍ବରୁ ଗାଁ ଲୋକଙ୍କ ହାତରେ ଧରାପଡିଗଲା ଦୁର୍ବୃତ୍ତ । ବାସ୍ , ତା ପରେ ଆରମ୍ଭ ହୋଇଗଲା ଗୁଳିମାଡ କରିଥିବା ଯୁବକଙ୍କ ଉପରେ ଆକ୍ରମଣ ।...
ବିବାହର ପ୍ରଲୋଭନ ଦେଖାଇ ରଖୁଥିଲା…
ପ୍ରଥମେ ନାବାଳିକାଙ୍କୁ ବିବାହର ପ୍ରଲୋଭନ । ପରେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭାଇରାଲ । ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ । ଗୋପ ମୁସଲିମ ବସ୍ତିର ଜଣେ ନାବାଳିକା ନିଜ ଗାଧୁଆ...
କିଡନୀ ପାଇଁ ପୋଡାଲେମ୍ବୁ
ମେଡିକାଲ ବଦଳରେ ଏଠି ଲାଗୁଛି ଲମ୍ବା ଲାଇନ୍ । ଖାଲି ଆଖପାଖ ଅଞ୍ଚଳ ନୁହେଁ । ରାଜ୍ୟ ତଥା ରାଜ୍ୟ ବାହାରୁ ଏଠିକି ଆସୁଛନ୍ତି ଲୋକେ । ମଙ୍ଗଳବାର ଓ ଶନିବାର ଆସିଗଲେ ଘର ଆଗରେ ଲାଗୁଛି ଗହଳି ।...
ସରକାରୀ ନିୟମକୁ ଫୁ
ପିଲାଙ୍କୁ ପାଠ ପଢାଇବା ପାଇଁ ସାର୍ ସରକାରଙ୍କଠୁ ଦରମା ନେଉଛନ୍ତି, ତାପରେ ବି ଟିଉସନ କରୁଛନ୍ତି. ଯଦିଓ ଟିଉସନ କରିବା ନେଇ ସରକାରୀ ସ୍କୁଲ ଶିକ୍ଷକଙ୍କ ଉପରେ କଟକଣା ରହିଛି. ସରକାରୀ କଟକଣାକୁ ନମାନି ସାର୍ ତାଙ୍କ ଘରେ କି...
୨୪ ଘଣ୍ଟା ଭିତରେ ବାତ୍ୟା, ଘୂର୍ଣ୍ଣିଝଡ
ସମ୍ଭାବ୍ୟ ବାତ୍ୟା ଆଲୋଚନା ନେଇ ଏସଆରସିଙ୍କ ପେସମିଟ୍ । ବାତ୍ୟା ରୂପରେଖ, କେଉଁ ଦିଗକୁ ଯିବ, ଏଯାଏ ସ୍ୱଷ୍ଟ ହୋଇନି’ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଓଡିଶା ଉପକୂଳ ଛୁଇଁନପାରେ । ବାତ୍ୟା ହେଲେ ତାହା ଓଡିଶା ଉପକୂଳ...
୧୦୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ
ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଦୁଇ ଦିନ ପରେ...














