କୋଭିସିଲ୍ଡ ପରେ ଆସିଗଲା କୋଭାକ୍ସିନ୍
କୋଭିସିଲ୍ଡ ପରେ ଭୁବନେଶ୍ୱରରେ ପହଁଞ୍ଚିଲା ଭାରତୀୟ ଟିକା କୋଭାକ୍ସିନ୍ । ଭାରତୀୟ ବୈଜ୍ଞାନିକ ମାନେ ଏହି ଦେଶୀ ଟିକା ପ୍ରସ୍ତୁତ କରିଛନ୍ତି । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଁଞ୍ଚିଛି କୋଭାକ୍ସିନ୍ ଟିକା । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ୍ର ୨୦...
ଭୁବନେଶ୍ବରରେ ପହଞ୍ଚିଲା ଟିକା
ସବୁ ଅପେକ୍ଷାର ଅନ୍ତଃ ଘଟାଇ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା । ପୁଣେରୁ ସ୍ବତନ୍ତ୍ର ସ୍ପାଇସ ଜେଟ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ଭିତରେ ରାଜ୍ୟ ଭ୍ୟାସିନ ସେଣ୍ଟରକୁ ନିଆଯାଇଛି । ଆସନ୍ତା 16...
କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ଶେଷରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ...
ଆସିଲା ଟିକା ନେବାର ସମୟ, ସଂଧ୍ୟା ସୁଦ୍ଧା ନାଁ ରେଜିଷ୍ଟ୍ରେସନ
କରୋନାକୁ ନେଇ ଦୀର୍ଘ ଦଶମାସ ଧରି ସମସ୍ତେ ହନ୍ତସନ୍ତ ହେବା ପରେ ଏବେ ଟିକା ନେବାର ସମୟ ଆସିଛି I ଟିକାକୁ ନେଇ ଅପେକ୍ଷାର ଅବସାନ ଘଟିଛି I ଆଜି ଅପରାହ୍ନ ସୁଦ୍ଧା ଟିକା ଭୁବନେଶ୍ବରରେ ପହଞ୍ଚିବ I ଆସନ୍ତା...
ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା
ଚାଷୀ ଆନ୍ଦୋଳନକୁ ନେଇ ସରକାର ଯେପରି ଢଙ୍ଗରେ କାମ କରୁଛନ୍ତି, ସେଥିରେ ସୁପ୍ରିମକୋର୍ଟ ଆଦୌ ଖୁସି ନାହାଁନ୍ତି I ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ସେଥିରେ ସରକାର ବିଫଳ ହୋଇଥିବା...
ବିନା ରିପୋର୍ଟରେ କରିପାରିବେ ଜଗା ଦର୍ଶନ
ସମସ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଦୀର୍ଘ ୯ମାସ ପରେ ଯଦିଓ ଶ୍ରୀମନ୍ଦିର ଖୋଲିଥିଲା । ତଥାପି କାଳିଆକୁ ଟିକେ ଦେଖିବାକୁ କଟକଣା ଜାରି କରାଯାଇଥିଲା । ଦର୍ଶନ ପାଇଁ ଜରୁରୀ ଥିଲା କୋଭିଡ ନେଗେଟିଭ୍ ରିପୋର୍ଟ ।...
ନବୀନଙ୍କ ସମେତ କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି, ପଢନ୍ତୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିଜ ସମ୍ପତ୍ତି ତାଲିକା । ମାର୍ଚ୍ଚ ୩୧ ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଜମା ବାବଦରେ ରହିଛି ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା । ଦିଲ୍ଲୀ , ଭୁବନେଶ୍ୱର...
୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିଭ୍
ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ୨୬ ଶିକ୍ଷକ କରୋନା ପଜିଟିଭ୍ l ତେବେ ସର୍ବାଧିକ ମୋହନା ବ୍ଲକରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ପରୀକ୍ଷା କେନ୍ଦ୍ରରୁ ୧୦ଜଣ ଚିହ୍ନଟ କରାଯାଇଛି।...
ଶୁଭାରମ୍ଭ ହେଲା ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ
ଶୁଭାରମ୍ଭ ହେଲା ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ । ଆଇଓସିଏଲ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ 70 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ବିନ୍ଦୁସାଗର ନିକଟରେ ଆୟୋଜିତ ଏହି ଶୁଭାରମ୍ଭ...
ହେଲ୍ପଡେସ୍କର ଏହି ନମ୍ବରକୁ କଲ୍ କରନ୍ତୁ
ସାଇବର ଠକେଇ ରୋକିବାକୁ ହେଲ୍ପ ଡେସ୍କ । କମିଶନରେଟ ପୋଲିସ ପକ୍ଷରୁ ସାଇବର ଠକେଇ ରୋକିବା ପାଇଁ ହେଲ୍ପଡେସ୍କ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସ୍ପେସାଲ ସ୍କ୍ବାର୍ଡ ଅଧୀନରେ ଏହି ହେଲ୍ପଡେସ୍କ କାର୍ଯ୍ୟ କରିବ । ଠକେଇର ଘଣ୍ଟାକ ଭିତରେ...

















