ମହଙ୍ଗା ପଡିଲା ଯୌନ କେଳେଙ୍କାରୀ
ବନ୍ଧା ହେଲେ ପ୍ରମୋଦ ସାହୁ । ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ । ଗତ ରାତିରେ ଘରୁ ଉଠାଇନେବା ପରେ ପୋଲିସ ଅଟକ ରଖିଥିଲା ।...
ଏକାସହ ଜଳିଲା ଦୁଇ ଭାଇଙ୍କ ଜୁଇ
ସମ୍ପର୍କ , ସ୍ନେହ ଏବଂ ମମତା । ଭାଇ, ଭାଇ ଭିତରେ ଥିବା ରକ୍ତର ନିବିଡତା ଏତେ ଥିଲା ଯେ ବଡ ଭାଇର ମୃତ ଦେହ ଦେଖିବା ପରେ ମ୍ରିୟମାଣ ହୋଇ ପଡିଥିବା ସାନ ଭାଇଙ୍କର ମଧ୍ୟ ମୃତ୍ୟୁ...
ନରମିଲେ ଓକିଲ, 4ରୁ ସ୍ବାଭାବିକ ହେବ କୋର୍ଟ
ଶେଷରେ ନରମିଲେ ହାଇକୋର୍ଟ ଓକିଲ. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ କେନ୍ଦ୍ର ବାର ଆସୋସିଏସନର ଆଦେଶମାନା ପରେ ଆନ୍ଦୋଳନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ଓଡିଶା ହାଇକୋର୍ଟ ଓକିଲ ସଂଘ. ଆଜି ହାଇକୋର୍ଟ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ...
ବୋଲ ମାନିଲେ ନା ଅଡୁଆ କଲେ
ଦିନକୁ ଦିନ ଯାଜପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ସରକାରଙ୍କୁ ଅଡୁଆରେ ପକାଉଛି. ଯାଜପୁର ଏସପିଙ୍କ ତଦନ୍ତ ରିପୋର୍ଟକୁ ଖୋଦ୍ ରାଜ୍ୟ ମହିଳା କମିଶନର କଟାକ୍ଷ କରିବା ପରେ ତଦନ୍ତ ରିପୋର୍ଟର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ସ୍ମିତାରାଣୀଙ୍କ...
ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯ଼ାଇଛି. ଗତ ଜୁନମାସରୁ ଚାରିମାସ ପାଇଁ ଶିମିଲିପାଳକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଥିଲା. ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରୁ ପର୍ଯ୍ୟଟକଙ୍କ...
କୁଲଡିହାରେ ରୋମାନ୍ସ
କୁଲଡିହାରେ ରୋମାନ୍ସ. କୁଲଡିହା ବନ ବିଭାଗ ଅଧିକାରୀଙ୍କ ଅଫିସରେ ଚାଲିଥିଲା ଏମିତି ଲୁଚାଛୁପା ପ୍ରେମ. ଜଣେ ମହିଳା ସୁରକ୍ଷା କର୍ମଚାରୀଙ୍କ ସହ ବନ ବିଭାଗ ଅଧିକାରୀଙ୍କ ରୋମାନ୍ସ . ଲୁଚାଛୁପା ପ୍ରେମ, ଚୁମ୍ବନ ଓ ଆଲିଙ୍ଗନର ଦୃଶ୍ୟ କଏଦ ହୋଇଛି...
କାଶ୍ମୀର ମୁଖିଆ ମୁର୍ମୁ
ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଗିରୀଶ ମୁର୍ମୁ । ଭବ୍ୟ ସମାରୋହରେ ।ପଥ ଗ୍ରହଣ କଲେ ମୁର୍ମୁ । ଶପଥ କରାଇଲେ ଜାମ୍ମୁ କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି । କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ...
ପ୍ରେମିକ ପାଇଁ ପୁଅକୁ ମାରିଲା ମା’
ପ୍ରେମରେ ଅନ୍ଧ ହୋଇ ନିଜ ପୁଅକୁ ପ୍ରେମିକା ସହ ମିଶି ହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ସହରରେ । ଆଉ ଏହି ଘଟଣାରେ ଟାଉନ ଥାନା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରି...
ଭାରତୀୟଙ୍କ ମସ୍ତିଷ୍କ ଛୋଟ
ପାଶ୍ଚ୍ୟାତ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନ୍ ଆକାରରେ ଛୋଟ । ହାଇଦ୍ରାବାଦ ସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜିରେ ପ୍ରଥମ ଥର ପାଇଁ ଭାରତୀୟ ବ୍ରେନ୍ ଆଟାଲାସ ପ୍ରସ୍ତୁତ କରାଯାଇଛି । ଏହି ଗବେଷଣା ଅନୁଯାୟୀ ,...
କେବେ ହଟିବ ଅନ୍ଧ ବିଶ୍ୱାସ
ଗଛରେ ଟଙ୍ଗା ହୋଇଛି କଡେଇ । ଗଛ ତଳେ ଲୁଗା ଓ ପଲିଥିନ ବାନ୍ଧି ତିଆରି ହୋଇଛି ଘର । ଗଛମୂଳ ସଫା କରି ଚୁଲିଟିଏ ତିଆରି କରିଛନ୍ତି । ଜଙ୍ଗଲରୁ ଶୁଖିଲା କାଠ ଗୋଟେଇ ବଜାରରେ ବିକିବା ପରେ...

















