ଷ୍ଟେଜ୍ ଥ୍ରୀ ପାଦ ଦେଶରେ ଓଡିଶା
ଓଡିଶାରେ କରୋନା ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି । ଷ୍ଟେଜ୍ ଥ୍ରୀ ପାଦ ଦେଶରେ ଓଡିଶା ରହିଛି ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ପଣ୍ଡା କହିଛନ୍ତି, ଓଡିଶାକୁ...
ଡାକ୍ତରଙ୍କ କାନ ଛିଡାଇଦେଲେ
ବ୍ରହ୍ମପୁର ଏମକେସିଜିରେ ଅଭାବନୀୟ ଘଟଣା । ଡାକ୍ତରଙ୍କ କାନ ଛିଣ୍ଡାଇଦେଲେ ରେୀାଗୀଙ୍କ ସମ୍ପର୍କୀୟ । ଏ ଗୁରୁତର ଅଭିଯୋଗ ଆସିଛି ଏମକେସିଜିର ପ୍ରସୂତି ବିଭାଗରୁ । ପ୍ରସୂତିଙ୍କ ଜଣେ ସମ୍ପର୍କୀୟଙ୍କୁ ଲେବର ରୁମରୁ ପ୍ରବେଶ କରିବାର ଅନୁମତି ନଦେବାରୁ ଡାକ୍ତରଙ୍କୁ...
ସପ୍ତାହକ ତଳେ ଗ୍ରୀନଜୋନ୍, ଏବେ ଶୀର୍ଷରେ
ସପ୍ତାହକ ତଳେ ଗଞ୍ଜାମ ଥିଲା ଗ୍ରୀନ ଜୋନ୍ I ମାର୍ଚ୍ଚ 15ରୁ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଦେଢମାସ ପର୍ଯ୍ୟନ୍ତ କରୋନା ଛୁଇଁ ପାରି ନଥିଲା ଗଞ୍ଜାମ ଜିଲ୍ଲା I କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମେ...
ବଦଳିଲା ନିୟମ, ଜର ନ ଆସିଲେ ଡିସଚାର୍ଜ୍
ବଦଳିଲା କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନିୟମ I ଏଣିକି ଦଶଦିନ ପରେ କରୋନା ଆକ୍ରାନ୍ତଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି I ପ୍ରକାଶିତ ନୂଆ ଗାଇଡଲାଇନରେ କୁହାଯାଇଛି, ସାମାନ୍ୟ ଆକ୍ରାନ୍ତ ରୋଗୀଙ୍କ...
କରୋନା ଯୁଦ୍ଧର ରିଅଲ ଯୋଦ୍ଧା
କର୍ତବ୍ୟ ଆଗରେ ହାର୍ ମାନିଛି କରୋନାର ଭୟ । ଘରର ଦାୟିତ୍ୱ ତୁଲାଇବା ସହ ନିଜ କର୍ତବ୍ୟ ସଂପାଦନ କରିବା ପାଇଁ ସବୁଦିନ ନିଜକୁ ପ୍ରସ୍ତୁତ କରୁଛନ୍ତି ଏହି ମହିଳା ମାନେ । ଯେତେବେଳେ କରୋନା ଭୟରେ ସାରା ସହର...
ଆହୁରୀ 25 କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସର୍ବାଧିକ 25 କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ଜଣେ ଏବଂ ଗଞ୍ଜାମରେ 24 କରୋନା ଆକ୍ରାନ୍ତ ଚିହ୍ନଟ । ଆଜି...
ଓଡିଶା ଫେରିପାରିବେ ପ୍ରବାସୀ
ପ୍ରବାସୀ ଫେରିବା ମାମଲାରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ପ୍ରବାସୀ ପ୍ରସଙ୍ଗରେ କାଲି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରବାସୀ ଫେରିବା ପୂର୍ବରୁ ଟେଷ୍ଟକୁ ବାଧ୍ୟତାମୂଳକ କରିଥିଲେ ସରକାର...
ଆଉ ଗୋଟିଏ କି ଦୁଇଟି ନୁହେଁ, ଏକାଥରେ 26..
ଆଉ ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ବାହାରିଲା 26 ପଜିଟିଭ୍ । ସାତ ତାରିଖରେ 24ଟି କରୋନା ପଜିଟିଭ ବାହାରିଥିବା ବେଳେ ଆଠ ତାରିଖ ସକାଳୁ ଏକାଥରେ 26 କରୋନା ପଜିଟିଭ ଚିହ୍ନଟ ହେବା ରାଜ୍ୟରେ କରୋନାର...
ଆଜିଠୁ ଆରମ୍ଭ ହେଲା ରଥ କାମ
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବୁଜ ସଂକେତ ପରେ ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥଖଳାରେ ତିନି ରଥର ନିର୍ମାଣ ଆରମ୍ଭ କରାଯାଇଛି । ଆଜି ତିନିରଥର ମହାରଣାମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି...
୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ୱରର ୩ , ଗଞ୍ଜାମର ୭
ରାଜ୍ୟରେ ଧିରେ ଧିରେ କାୟା ମେଲାଉଛି କରୋନା । ଆଜି ଦିନକରେ ସର୍ବାଧିକ ୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ୧୦ କରୋନା ଆକ୍ରାନ୍ତ ହେଲେ ଭୁବନେଶ୍ୱରର ୩ ଏବଂ ଗଞ୍ଜାମର ୭ ।...



















