ବାତ୍ୟା ଫନିକୁ ପୁରିଲା ବର୍ଷେ
ବାତ୍ୟା ଫନିକୁ ପୁରିଲା ବର୍ଷେ। ବର୍ଷେ ପୁରୁଥିଲେ ମଧ୍ୟ ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ । ୨୦୧୯ ମେ ୩ ତାରିଖରେ କରାଳ ରୂପ ଧାରଣ କରିଥିଲା ବାତ୍ୟା ଫନି । ଆଜିର ଦିନରେ ତାଣ୍ଡବ...
ଏମିତି କାହିଁକି ହେଲା…
କୁଆଡେ ଗଲା 104 ? କଣ କରୁଥିଲା 100 ? କାହିଁକି ଫେଲ୍ ମାରିଗଲା ସରକାରୀ ବ୍ୟବସ୍ଥା ? ରାଜଧାନୀ ଭୁବନେଶ୍ବରରେ ସବୁ ବ୍ୟବସ୍ଥା ଥାଇ ବି ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା ଅଭାବରୁ ଆଖି ବୁଜିବାକୁ...
ଆଉ ଦୁଇ ସପ୍ତାହ କଟକଣା, ଗ୍ରୀନ୍ ଜୋନରେ ଚାଲି ପାରିବ ବସ୍
ଆଉ ୨ ସପ୍ତାହ ବଢିଲା ଲକ୍ ଡାଉନ୍ । ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢିଲା । ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଗ୍ୟପ୍ତି । ଲକ୍ ଡାଉନ୍ ବୃଦ୍ଧି...
ଏବେ ଅସଲ ପରୀକ୍ଷାର ବେଳ
କରୋନାକୁ ରୋକିବା ପାଇଁ ଆପ୍ରାଣ ଉଦ୍ୟମ ଭିତରେ ଦେଢମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଗଲାଣି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାର ମାସକ ଭିତରେ ଯେତିକି ଚିହ୍ନଟ ହୋଇଥିଲେ, ଗତ ପନ୍ଦର ଦିନ ଭିତରେ ତାହା ଦୁଇଗୁଣରୁ ଅଧିକ...
୧୪ ଆକ୍ରାନ୍ତ ସୁସ୍ଥ, କେନ୍ଦ୍ରାପଡା କରୋନା ମୁକ୍ତ
ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏହା ଭିତରେ ରାଜ୍ୟ ପାଇଁ ଟିକେ ଆଶ୍ୱସ୍ତିକର ଖବର ବି ଆସି ପହଁଞ୍ଚିଛି । ରାଜ୍ୟରେ...
ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଯାଜପୁରରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରେ ୩୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତ ଜଣକ ବେହେରାପାଟଣା ଅଞ୍ଚଳର ୩୦ ବର୍ଷର ଯୁବକ । ଆଜି ଯାଜପୁରରୁ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କର...
ଯାଜପୁରରେ 38 ଛୁଇଁଲା କରୋନା
ରାଜ୍ୟରେ ଘାଇଁ ଘାଇଁ ହୋଇ ବଢୁଛି କରେନା ଆକ୍ରାନ୍ତ ସଂଖ୍ୟା । ଯାଜପୁରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ୩୮ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ।
ବଲାଙ୍ଗିରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ୨ ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲାର । ବଲାଙ୍ଗିର ଲେଖାରିଆ ଗାଁରେ ୨ ପଜିଟଭ ଚିହ୍ନଟ । ପ୍ରଥମ ଥର ପାଇଁ ବଲାଙ୍ଗିରକୁ ଛୁଇଁଲା କରୋନା । ୨୨ ଓ ୧୮...
ଚିନ୍ତା ବଢାଇଲା ଯାଜପୁର
ଚିନ୍ତା ବଢାଇଦେଲା ଯାଜପୁର I ଗୋଟିଏ ଦିନରେ ଜିଲ୍ଲାରୁ 17 କରୋନା ପଜିଟିଭ୍ ବାହାରିବା ପରେ ସ୍ଥିତି ଭୟଙ୍କର ହୋଇଛି I ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଛି I...
ଚିରନିଦ୍ରାରେ ରିଷି କପୁର
ଇହ ଜଗଦରୁ ଅଲବିଦା ନେଇଛନ୍ତି ୮୦ ଦଶକର ଲୋକପ୍ରିୟ ଅଭିନେତା ରିଷି କପୁର । ଏବେ ସେ ପରଦାରେ ବଞ୍ଚି ରହିବେ କେବଳ ଛାଡିଯାଇଥିବା ଅଭିନୟ ପାଇଁ । ମୁମ୍ବାଇ ସ୍ଥିତ ସାର. ଏଚ.ଏନ ରିଲିଆନ୍ସ ଫାଉଣ୍ଡେସନ...



















