ରାଜଧାନୀରେ ରୋଡ ଶୋ
ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଵତନ୍ତ୍ର ବିମାନଯୋଗେ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି । ବିମାନ ବନ୍ଦରରେ ଦଳର ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହା...
ବିଜେପୁରର ବିକାଶ ମୋର ଦାୟିତ୍ୱ: ନବୀନ
ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ଦିତ୍ୱୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । ଏଥିପାଇଁ କମ୍ପୁଛି ପ୍ରଚାର ମଇଦାନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ନିଜ ନିର୍ବାଚନମଣ୍ଡଳୀ...
ମୁଇଁ ଚୌକିଦାର ଜୁହାର କରୁଛେ : ସମ୍ବଲପୁରରେ ମୋଦି
ଆଉ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏନେଇ ବିଜେପି ପାଇଁ ଜୋରସୋରରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ସ୍ୱତନ୍ତ୍ର ବିମାନ ଯୋଗେ ସମ୍ବଲପୁର ରେମେଡ୍ ପଡିଆରେ...
ହିଂସାକାଣ୍ଡକୁ ନେଇ ଆରୋପ-ପ୍ରତ୍ୟାରୋପ
ଖୋର୍ଦ୍ଧାରେ ପୂର୍ବତନ ସରପଞ୍ଚତଥା ବିଜେପିର ମଣ୍ଡଳ ସଭାପତିଙ୍କ ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ହତ୍ୟାକାଣ୍ଡକୁ ନେଇ ବିଜେପି ବିଜେଡି ଆଡକୁ ଆଙ୍ଗୁଳି ଦେଖାଇଥିବାବେଳେ ବିଜେଡି ବିଜେପି ଉପରେ ପାଲଟା ଆରୋପ ଲଗାଇଛି । ବିଜେପି ହିଂସାକାଣ୍ଡକୁ ଉସୁକାଉଛି...
ମୁଖ୍ୟମନ୍ତ୍ରୀ ତାଲିକାରେ ଚର୍ଚ୍ଚିତ ନେତା
ଯଦି ବିଜେପି ସଂଖ୍ୟା ଗରିଷ୍ଠ ଆସନରେ ବିଜୟ ଲାଭ କରେ, ତେବେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ?
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କଲା ପରେ ଏ ପ୍ରଶ୍ନ...
ଯୋଗୀ, ମାୟାବତୀଙ୍କୁ ନିର୍ବାଚନ ପ୍ରଚାର ମନା
ପ୍ରଚାର କରିବେନି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କଡା...
ରାଜଧାନୀରେ ବନ୍ଧୁକ କାରଖାନା
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ କର୍ମଚାରୀଙ୍କ ସରକାରୀ ବାସଭବନରେ ବନ୍ଧୁକ କାରଖାନା ଠାବ । ତାଙ୍କ ନାଁ ନୃସିଂହ ନାୟକ। ପୁଲିସ୍ ତାଙ୍କୁ ଗିରଫ କରିଛି। ନୃସିଂହଙ୍କ ଠାରୁ ତିନିଟି ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରାଯାଇଛି।...
ରାଉରକେଲାରେ ଯୋଗୀଙ୍କ ଭୋଟ ଭିକ୍ଷା
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨ ଦିନ ବାକି ଥିବାବେଳେ ଏବେ ପ୍ରଚାର ବେଶ୍ ଜମୁଛି । ଏନେଇ ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବିଜେପି ପାଇଁ ଭୋଟ...
ଆସ୍କାରେ ବିଗ୍ ଫାଇଟ୍
ଦକ୍ଷିଣ ଓଡିଶାର ପ୍ରମୁଖ ଲୋକସଭା ଆସନ ଆସ୍କା ନିର୍ବାଚନମଣ୍ଡଳୀରେ ଜୋରଦାର ପ୍ରତିଦ୍ବନ୍ଦିତା. ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଏହି ଆସନ ବିଜୁ ଜନତା ଦଳରେ ହାତରେ ରହି ଆସିଥିବା ବେଳେ ଏଥର ରେକର୍ଡ ଭାଙ୍ଗିବା ପାଇଁ ଦୁଇ ବିରୋଧୀ ପ୍ରାର୍ଥୀ...
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ଏମିତି ପ୍ରଶ୍ନ ପଚାରି ବିଜେପି ଉପରେ ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଦଶପଲ୍ଲାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବା ବେଳେ ନବୀନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ...

















