35.6 C
Bhubaneswar
Monday, August 3, 2026
-Advertisement-

ଏନଆରସିକୁ ସମର୍ଥନ କରୁନୁ-ମୁଖ୍ୟମନ୍ତ୍ରୀ

ନାଗରିକତା ସଂଶୋଧନ ଆଇନ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ସିଏଏ ପାଇଁ ଭାରତୀୟ ନାଗରିକଙ୍କ ଉପରେ କିଛି ପ୍ରଭାବ ପଡିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ ଏନଆରସିକୁ ସମର୍ଥନ...

ମୁସାରଫକୁ ମୃତ୍ୟୁ ଦଣ୍ଡ

ମୁସାରଫକୁ ମୃତ୍ୟୁ ଦଣ୍ଡ । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛି । ଦେଶଦ୍ରୋହ ଅପରାଧରେ କୋର୍ଟ ଏହି ମୃତ୍ୟୁ ଦଣ୍ଡାଦେଶ ଦେଇଛି । ୨୦୦୭ରେ ମୁସାରଫ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି...
video

ଭିଡିଓ ଭାଇରାଲ ପରେ କଣ କହିଲେ ପ୍ରକୃତି, ଏଲିନା ପଢନ୍ତୁ

ସୋସିଆଲ ମିଡିଆରେ ହୀରାକୁଦ ନଦୀବନ୍ଧ ନିଶିଦ୍ଧାଞ୍ଚଳର ଭିଡିଓ ଭାଇରାଲ । ସର୍ବସାଧାରଣଙ୍କ ପାଇଁ କଟକଣା ଥିବା ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟିଂ କରିବା ସହ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହି ଭିଡିଓରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ...

ଖୋର୍ଦ୍ଧାରେ ଗୁଳିକାଣ୍ଡ, ଜଣେ ମୃତ

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଜଣେ ମୃତ । ଔଷଧ ବ୍ୟବସାୟୀ କୃର୍ଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଛି । ରବିବାର ସନ୍ଧ୍ୟା ୭ଟାରେ ଡାକ୍ତର ମାନସ ମିଶ୍ର ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ । ଏତକିବେଳେ ହଠାତ...
video

ବାପାଙ୍କ ପ୍ରତିମୂର୍ତ୍ତିକୁ କୁଣ୍ଢେଇ ପକଉଛି, ଖୁଆଇଦଉଛି ଲଡୁ

ଏ ଦୃଶ୍ୟ ଆପଣଙ୍କୁ ବି ବିଚଳିତ କରିଦେବ । ବାପା କଣ ଜାଣିବା ଆଗରୁ ଆରପାରିକୁ ଚାଲିଯାଇଛନ୍ତି ବାପା । କୁନି ଝିଅଟି ବାପାଙ୍କ ପ୍ରତିମୂର୍ତ୍ତିକୁ ଗେଲ କରୁଛି, ବାପାଙ୍କ ସାଙ୍ଗେ ଗୁଣୁ ଗୁଣୁ ହୋଇ କଥା ହେଉଛି ।...
video

ଗାଡିଥିଲେ ଫାସଟ୍ୟାଗ୍ ବାଧ୍ୟତାମୂଳକ

ଆପଣଙ୍କର ଫୋର୍ ହୁଇଲର୍ ଅଛି କି, ଯଦି ଫୋର୍ ହୁଇଲର୍ ଅଛି, ଆପଣ ଟୋଲ ଗେଟ୍ ଦେଇ ଯିବା ଆସିବା କରୁଛନ୍ତି, ତେବେ ଆପଣଙ୍କୁ ଫାଷ୍ଟାଗ୍ କରିବାକୁ ପଡିବ. ଜାତୀୟ ରାଜପଥ କର୍ତ୍ତୃପକ୍ଷ ଡିସେମ୍ବର ପହିଲାରୁ ଏହାକୁ ବାଧ୍ୟତାମୂଳକ କରି...

ବେଲୁନ୍ ଉଡାଇ ଇକୋ ରିଟ୍ରିଟ୍ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ ବେଳାମାର୍ଗରେ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ । ଶନିବାର ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡାଇ ଏହି ମେଘା ଇଭେଣ୍ଟର ଶୁଭାରମ୍ଭ କରିଥିଲେ । ପରେ ପରେ ବ୍ୟାଟେରୀ ଚାଳିତ ଗାଡିରେ ରିଟ୍ରିଟ୍ ଟେଣ୍ଟ ରହଣିସ୍ଥଳ ବୁଲି...
video

ଏଡସ ଆକ୍ରାନ୍ତଙ୍କୁ ଅବହେଳା

ପ୍ରସବ ବେଦନାରେ ଛଟପଟ ହେଉଥିଲେ ମହିଳା । ମଝିରେ ମଝିରେ କଷ୍ଟ ସହି ନ ପାରି ମୁର୍ଚ୍ଛା ହେଉଯାଉଥିଲେ ମହିଳାଜଣକ । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଭିତରେ ମହିଳା ଜଣକ ଏମିତି ଛଟପଟ ହେଉଥିଲେ ବି...
video

ଗଣଦୁଷ୍କର୍ମ ପରେ ମାରିଦେଲେ

ଏନକାଉଣ୍ଟର କରି ମାରିବା ପରେ ବି ଥମୁନି ଦୁଷ୍କର୍ମ ଭଳି ଅପରାଧ . ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବି.ଗୁମୁଡଲି ଗାଁରେ ପୁଣି ଏମିତି ଏକ ଚାଞ୍ଚଲ୍ୟ. ଜଣେ ଷୋହଳ ବର୍ଷିୟା ନାବାଳିକାକୁ ଗଣଦୁଷ୍କର୍ମ କରିବା ଏବଂ...
video

ବାଦ୍ ପଡିଲେନି ତାରିଣୀ , ମହାଦେବ

ଦୋକାନ ଓ ଘର ଭଙ୍ଗା ପରେ ଆଜି ପାଳିପଡିଥିଲା ମହାଦେବ ଏବଂ ତାରିଣୀଙ୍କର । ପ୍ରବଳ ଜନ ଅସନ୍ତୋଷ ଏବଂ ତୀବ୍ର ବିରୋଧ ଭିତରେ ପୁଣି ଆରମ୍ଭ ହୋଇଥିଲା ଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ କାମ ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...