ଝିଅଙ୍କୁ ସୁରକ୍ଷା ଦେବାକୁ ଆସିଲା ରେଫ୍ ପ୍ରୁଫ୍ ଅଣ୍ଡରୱେୟାର
ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ । ରାତି ପାହିଲେ ଖବର କାଗଜ , ନ୍ୟୁଜ୍ରେ ବାହାରିପଡୁଛି ଦୁଷ୍କର୍ମୀଙ୍କ ଖବର । ଗୋଟେ ଝିଅ ବାହାରକୁ ବାହାରିଲେ ନିଜକୁ ଅସୁରକ୍ଷିତ ମନେ କରୁଛି । ଘରୁ ଗୋଡ କାଢିଲେ ମନରେ ଘାରୁଛି...
ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ୍
ଘୋଷଣା ହେଲା ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ୟାକେଜ୍ । ଯୋଜନା ଭିତରେ ରହିଛି୯ଟି ପ୍ରକଳ୍ପ । ଲିଙ୍ଗରାଜ ମନ୍ଦିର ସଲଗ୍ନ ଅଞ୍ଚଳର ବିକାଶ କରାଯିବ । ୬୬ ଏକର ପରିବ୍ୟାପ୍ତ...
ଜଳୁଛି ଆସାମ
ଜଳୁଛି ଉତ୍ତର ପୂର୍ବାଞ୍ଚଳ. ନାଗରିକତା ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇସାରିଥିବା ବେଳେ ଏହାକୁ ଉତ୍ତର ପୂର୍ବ ଭାରତରେ ପ୍ରଚଣ୍ଡ ବିରୋଧ କରାଯାଇଛି. ଆସାମର ଗୌହାଟୀରେ କର୍ଫ୍ୟୁ ଜାରି କରାଯାଇଥିବା ସତ୍ତ୍ବେ ଲୋକେ ବିରୋଧ ଜାରି ରଖିଛନ୍ତି. ହଜାର ହଜାର...
ମୋବାଇଲ ପାଇଁ ଫତୁଆ ଜାରି କଲେ ମାଓବାଦୀ
କାହାକୁ ଫୋନ କଲେ ମିଳିବ ମୃତ୍ୟୁ ଦଣ୍ଡ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡରାପାଲି ପଞ୍ଚାୟତର ଓରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖା ହୋଇଛି । ଲୋକମାନେ କାହାରିକୁ ଫୋନ ନକରିବାକୁ ଏଥିରେ ଚେତାବନୀ...
ପୋଡି ପାଉଁଶ ହେଲା ଚାଷୀର ବର୍ଷକର ପରିଶ୍ରମ
ଧାନ ଖଳାରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଧାନ ଗଦା । ପୋଡି ପାଉଁଶ ହୋଇଗଲା ଚାଷୀର ବର୍ଷକର ଝାଳବୁହା ପରିଶ୍ରମ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ...
ନୂଆ ରୁପ ପାଇବ ଏମଏଲଏ କଲୋନି
ନୂଆ ରୁପ ପାଇବ ଏମଏଲଏ କଲୋନି । ଭଙ୍ଗା ହେବ ବିଧାୟକଙ୍କ କ୍ୱାଟର୍ସ । ପ୍ରଥମ ପର୍ଯ୍ୟାୟରେ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାଟରକୁ ଭଙ୍ଗାଯିବ । ସେହି ଯାଗାରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ।...
ସାମନ୍ୟ ଗାଳି ଟିକେ ପାଇଁ..
ସ୍କୁଲ ନଯିବାକୁ ଜିଦ୍ କରି ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର ବ୍ଲକ ପଶୁଦା ଗାଁରେ । ଆତ୍ମହତ୍ୟା ଉଦ୍ୟମ...
ପବ୍ଲିକ୍ ମୋବାଇଲ୍ ଫୋନ୍ ଚାର୍ଜିଂ ପଏଣ୍ଟରେ ମୋବାଇଲ୍ ଚାର୍ଜ କରୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ ନ ହେଲେ...
ପବ୍ଲିକ ମୋବାଇଲ ଫୋନ ଚାର୍ଜିଂ ପଏଣ୍ଟରେ ଗୁପ୍ତ ତଥ୍ୟ ଚୋରୀ ଭୟ । ଫୋନ ଚାର୍ଜ କରିବା ପରେ ସେଥିରୁ ଅନେକ ଗୁପ୍ତ ତଥ୍ୟ ଚୋରୀ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ...
ଲିଙ୍ଗରାଜଙ୍କ ସମ୍ମୁଖରୁ ହଟିଲା ଉଚ୍ଛେଦ
ରାତି ପାହିଲା ବେଳକୁ ସାଜ ସରଞ୍ଜାମ ଧରି ପହଁଞ୍ଚିସାରିଥିଲା ପ୍ରଶାସନ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଯାଇଥିଲା ଉଚ୍ଛେଦ । ନିର୍ଦ୍ଧାରିତ ସମୟର ଠିକ୍ ଘଣ୍ଟାଏ ପରେ ଅର୍ଥାତ ୧୧ଟାରେ ଆରମ୍ଭ ହୋଇଥିଲା ଲିଙ୍ଗରାଜ ମନ୍ଦିର...
ଗୁଣି ଗାରେଡିରୁ ଫୁଟିଲା ଗୁଳି
ଗୁଣି ଗାରେଡିରୁ ଫୁଟିଲା ଗୁଳି । ଗୁଣିଗାରେଡି ସନ୍ଦେହରୁ ଲୋକଙ୍କୁ ମାରପିଟ୍ କରିବା ଘଟଣା ନୂଆ ନୁହେଁ । କିନ୍ତୁ, ଡାହାଣୀ ଭାବି ଗୁଳିମାଡ଼ କରିବା ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ...















