ପ୍ରେମିକ ପାଇଁ ପୁଅକୁ ମାରିଲା ମା’
ପ୍ରେମରେ ଅନ୍ଧ ହୋଇ ନିଜ ପୁଅକୁ ପ୍ରେମିକା ସହ ମିଶି ହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ସହରରେ । ଆଉ ଏହି ଘଟଣାରେ ଟାଉନ ଥାନା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରି...
ଭାରତୀୟଙ୍କ ମସ୍ତିଷ୍କ ଛୋଟ
ପାଶ୍ଚ୍ୟାତ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନ୍ ଆକାରରେ ଛୋଟ । ହାଇଦ୍ରାବାଦ ସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜିରେ ପ୍ରଥମ ଥର ପାଇଁ ଭାରତୀୟ ବ୍ରେନ୍ ଆଟାଲାସ ପ୍ରସ୍ତୁତ କରାଯାଇଛି । ଏହି ଗବେଷଣା ଅନୁଯାୟୀ ,...
କେବେ ହଟିବ ଅନ୍ଧ ବିଶ୍ୱାସ
ଗଛରେ ଟଙ୍ଗା ହୋଇଛି କଡେଇ । ଗଛ ତଳେ ଲୁଗା ଓ ପଲିଥିନ ବାନ୍ଧି ତିଆରି ହୋଇଛି ଘର । ଗଛମୂଳ ସଫା କରି ଚୁଲିଟିଏ ତିଆରି କରିଛନ୍ତି । ଜଙ୍ଗଲରୁ ଶୁଖିଲା କାଠ ଗୋଟେଇ ବଜାରରେ ବିକିବା ପରେ...
ମହାବାତ୍ୟା @20
୨୯ ଅକ୍ଟୋବର ୧୯୯୯ । ସେଦିନ ଥିଲା ଭୟଙ୍କର ଦିନ । ସୁ ସୁ ଗର୍ଜନ କରି ମାଡି ଆସିଥିଲା ମହାବାତ୍ୟା । ପ୍ରଳୟଙ୍କର ପବନ ଓ ବର୍ଷାର ତାଣ୍ଡବ ଏତେ ଭୟଙ୍କର ଥିଲା ଯେ, ଚାହୁଁ...
ଶିକ୍ଷକଙ୍କୁ ସାଲ୍ୟୁଟ୍
ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଇଏ କୌଣସି ଷ୍ଟଣ୍ଟ ସୋ ର ଦୃଶ୍ୟ ନୁହେଁ କି କୌଣସି ଦୁଃସାହସିକ କ୍ରୀଡା ନୁହେଁ । ଏହା ହେଉଛି ମାଲକାନଗିରି ଜିଲ୍ଲାର ଦୃଶ୍ୟ । ନଇପାରି ହେବା ପାଇଁ ପ୍ରସ୍ତୁତ...
ବିଦେଶୀ ପର୍ଯ୍ୟଟକ ପାଳିଲେ ଦୀପାବଳି
ଆଲୋକର ପର୍ବ ଦୀପାବଳୀକୁ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିଦେଶୀ ପର୍ଯ୍ୟଟକମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନଙ୍କ ସହ ଦୀପଜାଳି ବଡବଡୁଆ ଡାକି ପରସ୍ପରକୁ...
ଓଡିଶା ପାଇଁ ଗୌରବ ଆଣିଲେ ଗିରିଶ, ମୟୂରଭଞ୍ଜରେ ଖୁସିରେ ଲହରୀ
ମୟୁରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବରିଷ୍ଠ ପ୍ରଶାସକ ଗିରିଶ ଚନ୍ଦ୍ର ମୁର୍ମୁ। ତାଙ୍କ କର୍ମମୟ ଜୀବନର ସଫଳତା ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳାଇ ଦେଇଛି । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ...
ବର୍ଷା ଝରାଇଲା ଲୁହର ବର୍ଷା
କାନ୍ଦ ବୋବାଳିରେ ଫାଟି ପଡୁଛି ଘର, ଉଜୁଡି ଯାଇଛି ହସ ଖୁସିର ସଂସାର । ସମସ୍ତଙ୍କ ଆଖିରେ ଧାର ଧାର ଲୁହ । ଛାତିରେ ଛାତିଏ କୋହ । ନିଜକୁ ସମ୍ଭାଳି ପାରୁନାହାଁନ୍ତି । କିଏ ଜାଣିଥିଲା ଏମିତି...
ବିଜେପୁର ବିଜୟ ପରେ ନବୀନ ନିବାସରେ ରୀତା ସାହୁ
ନବୀନ ନିବାସରେ ବିଜେପୁର ବିଧାୟିକା ରୀତା ସାହୁ | ବିଜେପୁରରେ ଐତିହାସିକ ବିଜୟ ହାସଲ କରିବା ପରେ ନିଜ ସମର୍ଥକଙ୍କ ସହ ମିଶି ନବୀନ ନିବାସରେ ପହନ୍ଚିଛନ୍ତି ରୀତା | ନବୀନ ନିବାସରେ ପହଂଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ...
ଆଜି ଧନତେରସ, ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼
୨୫ ଅକ୍ଟୋବର ବା ଆଜି ଧନତ୍ରୋୟଦଶୀ ବା ଧନତେରସ | ଏହି ତିଥି ସହ ଦେଶରେ ୫ ଦିବସୀୟ ଦିପୋତ୍ସବ ଆରମ୍ଭ ହେବ | ଧନତେରସରେ ଲକ୍ଷ୍ମୀ, କୁବେର, ଧନ୍ୱନ୍ତରୀଙ୍କ ସହ ଯମରାଜାଙ୍କୁ ପୂଜା କରାଯିବା ନେଇ ପରମ୍ପରା ରହିଛି...


















