ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତ
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି . ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡା ଓ ବଲାଙ୍ଗିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ପଶ୍ଚିମ ଓଡିଶା ଗସ୍ତ କରି ଝାରସୁଗୁଡାରେ ଜିଲ୍ଲା ପାଇଁ ୬୧୮ କୋଟି ୬୬...
ନବୀନଙ୍କ ଫ୍ୟାନ ପାଇଁ ଖୁସି ଖବର
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି । ଏମିତି ଯୋଜନା ଆରମ୍ଭ କରିଛି ବିଜୁ ଜନତା ଦଳ । ବିଜେଡି ଆଇ.ଟି ସେଲ ପକ୍ଷରୁ ସେଲ୍ଫି ଉଇଥ ସିଏମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆପଣ ବି ଚାହିଁଲେ ମୁଖ୍ୟମନ୍ତ୍ରୀ ନବୀନ...
ମିଳିଲା ୟୁପି ମହାସଚିବ ଦାୟିତ୍ୱ
ଆଉ ପଛରେ ରହି ନୁହେଁ କି ଖାଲି ପ୍ରଚାରକ ନୁହେଁ, ଏବେ କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ସିଧାସଳଖ ପ୍ରବେଶ । ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି । କଂଗ୍ରେସ ଅଧ୍ୟକ୍ଷ...
କୁହୁଡି ପାଇଁ ଅବତରଣ କରିପାରିଲାନି ବିମାନ
ଭୁବନେଶ୍ୱରରେ ଘନ କୁହୁଡି ପାଇଁ ହଇରାଣ ହୋଇଛନ୍ତି ବିମାନଯାତ୍ରୀ. ଭୁବନେଶ୍ୱର-ବେଙ୍ଗାଲୁରୁ ଏୟାର ଏସିଆ ଫ୍ଲାଇଟ ବିଳମ୍ବ ଥିବାରୁ ତାକୁ ନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖା ଦେଇଛି ଉତ୍ତେଜନା. ଅନ୍ୟପଟେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବିମାନ କୋଲକାତାରେ...
ପୁଣି ନାବାଳିକା ଗର୍ଭବତୀ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଛି. ମାତ୍ର ଶିଶୁଟି ମରିଯାଇଥିବା ସୂଚନା ମିଳିଛି. ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜ ପ୍ରେମିକ...
ହାତେଇଲେ ତିନୋଟି ଆୱାର୍ଡ
ବିରାଟ କୋହଲୀ ଆଇସିସି ଆୱାର୍ଡସ-2018ରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆଇସିସି ଆୱାର୍ଡସର ତିନୋଟି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି. ନିଜର ଦକ୍ଷତା ଓ ଉତ୍ତମ ଅଧିନାୟକତ୍ୱରେ ଭାରତୀୟ ଟିମ୍ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି....
୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡଦୁଆ ଘାଟିରେ ନିକଟରେ ବଡ ଧରଣର ଦୁର୍ଘଟଣା. ସୂଚନା ଅନୁସାରେ, ଏକ ମିନିଟ୍ରକ ଓଲଟି 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି. ମିନିଟ୍ରକରେ ପ୍ରାୟ 40-50 ଜଣ...
ବିଜେଡିରେ ମିଶିଲେ ପ୍ରଣୟ
ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ପ୍ରଣୟ ସାହୁ ବିଜେଡିରେ ଯୋଗ ଦେଇଛନ୍ତି. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଣୟଙ୍କ ସହ ବହୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି. ପୂର୍ବ ବର୍ଷ ବିଜେପୁର ଉପ-ନିର୍ବାଚନରେ...
ଗର୍ଜିଲା ମହିଳା ମୋର୍ଚ୍ଚା
ରାଜ୍ୟରେ ମହିଳା ଅସୁରକ୍ଷିତ ନେଇ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ । ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା କରିଛି ଲାଲଚୁଡି ରାଲି । ସଚିବାଳୟ ଘେରାଉ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ସଚିବାଳୟରେ ଗେଟରେ...
ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଜଳେଶ୍ୱରରୁ ଦିଘା ମଧ୍ୟରେ ରେଳ ଲାଇନ ପ୍ରକଳ୍ପକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ନିକଟକୁ ଚିଠି ଲେଖିଛନ୍ତି. ପଶ୍ଚିମବଙ୍ଗରେ ଭୂମି ଅଧିଗ୍ରହଣରେ ବାଧା ଉପୁଜିବା କାରଣରୁ ସାତ ବର୍ଷ ଧରି ଏହି ପ୍ରକଳ୍ପ...













