ଇସ୍ତଫା ଦେଲେ ଆଲୋକ ବର୍ମା
ଶେଷରେ ଇସ୍ତଫା ଦେଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା । ବିବାଦ ପରେ ଚାକିରୀରୁ ଇସ୍ତଫା ଦେଇଛନ୍ତି ଆଲୋକ ବର୍ମା । ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇ ଅଗ୍ନିଶମ ବିଭାଗ ଡିଜି ଭାବେ ବଦଳି କରାଯାଇଥିଲା...
ପୋଲିସକୁ ଅଣ୍ଡା,ଟମାଟୋ ମାଡ କଲା ଛାତ୍ର କଂଗ୍ରେସ
ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପଦ ଗଲା ପରେ ଏବେ ବିରୋଧିଙ୍କ ଟାର୍ଗେଟରେ ମେୟର . ମେୟର ଅନନ୍ତ ନାରାୟଣ ଜେନା ଏବଂ ଗୋଲେଡନ ବାବାର ଫଟୋକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି . ଗୋଲଡେନ୍ ବାବା ଓରଫ୍ ଜ୍ୟୋତି...
‘ଆମ ଘରେ ଏଲଇଡି’
ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟ ସରକାର ଆଜି ଆଉ ଏକ ପଦକ୍ଷପ ଗ୍ରହଣ କରିଛନ୍ତି. ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘’ଆମ ଘରେ ଏଲଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି. ଫଳରେ...
ବିଜେପିର ଦୁଇ ଦିନିଆ ମହାଅଧିବେଶନ
2014 ମସିହାରେ ମହାଲଢେଇ ପୂର୍ବରୁ ଦିଲ୍ଲୀର ଯେଉଁ ରାମଲୀଳା ମଇଦାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଙ୍ଖନାଦ କରିଥିଲେ, ଠିକ୍ ସେହିପରି 2019 ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେହିଠାରୁ ଧ୍ୱନି ଶୁଭିବ. ଶୁକ୍ରବାରଠୁ ଆରମ୍ଭ କରି ଦୁଇ ଦିନ ପର୍ଯ୍ୟନ୍ତ...
ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା
ନାଟକୀୟ ମୋଡ ନେଇଛି ସିବିଆଇ ବିବାଦ. କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ର ଗମ୍ଭୀର ଆରୋପ ପରେ, ଚର୍ଚ୍ଚାରେ ଥିବା ଆଲୋକ ବର୍ମାଙ୍କୁ ଶେଷରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବାକୁ ପଡିଛି. ସିଭିସି ନିଜ ରିପୋର୍ଟରେ ଆଲୋକ ବର୍ମାଙ୍କ ଉପରେ...
ଶଙ୍ଖ ଫୁଙ୍କିବେ ଦାଦା
ରାଜ୍ୟ ରାଜନୀତିରେ ଅରୁଣ ଦେ ଗୋଟେ ଅଲଗା ନାଁ. ସବୁ ନେତାଙ୍କଠୁ ତାଙ୍କୁ ସମସ୍ତେ ଅଲଗା ଭାବନ୍ତି. ସ୍ପଷ୍ଟ ଓ ଶାଣିତ ଅଭିବ୍ୟକ୍ତି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅରୁଣ ଦେ ବାଲେଶ୍ବରରୁ ପାଞ୍ଚଥର ବିଧାୟକ ମଧ୍ୟ...
୧୫ରେ ଆସିବେ ମୋଦୀ
ପ୍ରଥମେ ଭୁବନେଶ୍ୱର, ପରେ ବାରିପଦା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ପଶ୍ଚିମ ଓଡିଶା । ଆସନ୍ତା ୧୫ ତାରିଖରେ ସେ ବଲାଙ୍ଗିର ଓ ଝାରସୁଗୁଡା ଗସ୍ତରେ ଆସୁଛନ୍ତି ।
ମୋଦି ୧୫ ତାରିଖ ସକାଳ ସାଢ଼େ ୬ଟାରେ ବାୟୁସେନାର...
ଘୁଞ୍ଚିଲା ଅଯୋଧ୍ୟା ମାମଲା ଶୁଣାଣି
ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠକୁ ନେଇ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଓ ରାମ ଜନ୍ମଭୂମି ମାମଲାର ଶୁଣାଣି ଜାନୁୟାରୀ 29 ତାରିଖରେ ହେବ . ଗୁରୁବାର ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ...
ରାଜ୍ୟସଭାରେ ଗୃହୀତ ହେଲା ସଂରକ୍ଷଣ ବିଲ୍
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛକା ମାରିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତିକ ଚାଲ୍ ଆଗରେ ବିରୋଧୀ ଫିକା ପଡିଯାଇଛନ୍ତି. ସାଧାରଣବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଉଚ୍ଚଶିକ୍ଷା ଓ ନିଯୁକ୍ତିରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ସମ୍ବିଧାନ...
ବଢିଲା ‘କାଳିଆ’ ପାଇଁ ଆବେଦନ ଅବଧି
କାଳିଆ ଯୋଜନାରେ ସାମିଲ ହେବା ପାଇଁ ଆବେଦନ ଅବଧି ଜାନୁଆରୀ ୧୫ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ହୋଇଛି । ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ...


















