27.4 C
Bhubaneswar
Sunday, August 2, 2026
-Advertisement-
video

ସଉକ୍ ନା ଚର୍ଚ୍ଚିତ ହେବା ପାଇଁ ଏମିତି କାମ

କାହିଁକି ବାରମ୍ବାର ବିବାଦ ଘେରକୁ ଆସୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍ ।ଏହା ତାଙ୍କର ସଉକ୍ ନାଁ ନିଜକୁ ଚର୍ଚ୍ଚିତ କରିବା ପାଇଁ ଏଭଳି କାମ କରୁଛନ୍ତି ପପୁ ।ନିକଟରେ ପପୁଙ୍କ ଅପକମିଂ ଫିଲ୍ମ ମିଷ୍ଟର କହ୍ନେୟା ପୋଷ୍ଟରକୁ...
video

ଦୟନୀୟ ସ୍ଥିତିରେ ବିଜୁ ସାରଥୀ

ଦିନେ ପିଲାଙ୍କ ପାଠପଢିବା ପାଇଁ ସ୍କୁଲଘର ତିଆରି କରିବାକୁ ନିଜ ଘର ଭାଙ୍ଗି ଇଟା ଦେଇଥିଲେ । ଏବେ ନିଜେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ । ଦିନେ ଗରିବ ଲୋକଙ୍କ ସେବାକୁ ଜୀବନର ବ୍ରତ କରିଥିଲେ,...

ମାଓ ମୁକାବିଲା ବୈଠକ: ଓଡିଶାକୁ ନେଇ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ

ମାଓ ମୁକାବିଲା ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ମାଓ ସ୍ଥିତି ସମୀକ୍ଷା ହେବା ପରେ ମାଓ ଅଧ୍ୟୁଷିତ ଅଂଚଳରେ ଟେଲିଫୋନ ଯୋଗଯୋଗ,ବ୍ୟାଙ୍କିଂ, ରେଳ ଯୋଗାଯୋଗ...
video

ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ ସିଷ୍ଟମ

ରାଜଧାନୀରେ ଆଉ ଚଳିବନି ହିରୋଗିରି । ମାନିବାକୁ ପଡିବ ଟ୍ରାଫିକର ସବୁ ରୁଲ ଆଣ୍ଡ ରେଗୁଲେସନ । କେବଳ ଟ୍ରାଫିକ ନୁହେଁ ରାସ୍ତାରେ ଯିବା ପାଇଁ ତର ତର ହେଉଥିବା ଚାଳକଙ୍କ ପାଇଁ ଏଣିକି ମହଙ୍ଗା ପଡିବ । ସାପ...

ଦବିଲା ପଳାଶୁଣୀ ଓଭରବ୍ରିଜ୍

ଦବିଲା ପଳାଶୁଣୀ ଓଭରବ୍ରିଜ୍ । ଭୁବନେଶ୍ୱର ପଳାଶୁଣି ଓଭରବ୍ରିଜ ଦବିଯାଇଥିବା ଦେଖିବାକୁ ମିଳିଛି । ହାଇଟେକ ଛକ ନିକଟରେ ଓଭରବ୍ରିଜର କିଛି ଅଂଶ ଦବିଥିବା ଦେଖାଯାଇଛି । ଯାହା ଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଏହି...

ମାଲକାନଗିରି ମୁହାଁ ଶତାଧିକ ଆଦିବାସୀ

ଦାନା ବାନ୍ଧୁଛି ବର୍ଷ ବର୍ଷ ଧରି ଅବହେଳା ବିରୋଧରେ ଅସନ୍ତୋଷ । ମୁହଁ ଖୋଲିବା ପାଇଁ ଏକଜୁଟ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଶହ ଶହ ଆଦିବାସୀ । ବଡଧରଣର ଆନ୍ଦୋଳନ କରିବାକୁ ପିଲାଛୁଆ ଧରି ମାଲକାନଗିରି ଅଭିମୁଖେ...
video

ପାର୍ସଲ ଖୋଲୁ ଖୋଲୁ ଗର୍ଜନ କରି ବାହାରିଲା ନାଗସାପ

ପାର୍ସଲ ସାଜିଲା ମୃତ୍ୟୁ ଦୂତ । ପାର୍ସଲ ଖୋଲୁ ଖୋଲୁ ଗର୍ଜନ କରି ବାହାରିଲା ନାଗସାପ । ଅଳ୍ପକେ ବର୍ତ୍ତିଲେ ପାର୍ସଲ ଖୋଲିଥିବା ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଚ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର...

ଅରୁଣଙ୍କ ଅନ୍ତିମ ଯାତ୍ରା

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ଅଫେରା ଦୁନିଆରେ । ଇହଧାମକୁ ବିଦାୟ ଦେଇ ସେ ଚାଲିଯାଇଛନ୍ତି ଆର ପାରିକୁ । ଗତକାଲି ସେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା...
video

ତେଜୁଛି ଛାତ୍ର ଅଶାନ୍ତି

କାହିଁକି ବନ୍ଦ ହେଲା କଲେଜ ନିର୍ବାଚନ । ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଏବେ ସବୁଆଡେ ପ୍ରତିବାଦର ଦୃଶ୍ୟ । ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ସାରା ରାଜ୍ୟରେ ଛାତ୍ର ଅଶାନ୍ତି । ସବୁଠି ସରକାର ବିରୋଧି ନାରା...

ପରଲୋକରେ ଜେଟଲୀ

ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଅରୁଣ ଜେଟଲୀ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...