25.1 C
Bhubaneswar
Tuesday, March 10, 2026
-Advertisement-

ରାଜସ୍ଥାନରେ ଗେହଲଟ-ପାଇଲଟ

ରାଜସ୍ଥାନରେ କିଏ ବସିବ ମୁଖ୍ୟମନ୍ତ୍ରୀ ଆସନରେ । ଏନେଇ ରାଜନୀତି ଜୋର ଧରିଥିବାବେଳେ ଏହାର କଳ୍ପନା ଜଳ୍ପନା ଅନ୍ତ ହୋଇଛି । ଅନୁଭବୀ ନେତା ଅଶୋକ ଗେହଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏବଂ ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ...

ଷୋହଳରୁ ବର୍ଷା: ଚିନ୍ତାରେ ଚାଷୀକୂଳ

ଘନିଭୂତ ହେବାରେ ଲାଗିଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଆସନ୍ତା ୧୬ ତାରିଖରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେହିପରି ଲଘୁଚାପ କାରଣରୁ ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ସାମାନ୍ୟ ଧରଣର ବର୍ଷା ଆଶଙ୍କା ବୋଲି...

ରାହୁଲ କ୍ଷମା ମାଗନ୍ତୁ: ବିଜେପି

ରାଫେଲ ଡିଲ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଉଗ୍ର ହେଉଛି ରାଜନୀତି । ରାଜନୀତିର ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ବିଲେଇ କଳି । ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା...

ରାଫେଲକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍

ଯୁଦ୍ଧ ବିମାନ ରାଫେଲକୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ. ରାଫେଲ କିଣାରେ ଲାଞ୍ଚ କାରବାର ତଥା ଅନିୟମିତତାକୁ ନେଇ ସନ୍ଦେହ କରିବାର କିଛି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି . ଏଥିସହିତ ରାଫେଲ ଚୁକ୍ତିରେ...

ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସି ଖବର । ଅଢେଇ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ରାୟ ଦେଇଛନ୍ତି। ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ଟଙ୍କା ଫେରସ୍ତ  କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି...
video

ଶିଶୁ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଅଙ୍ଗୁଳି ଦେଖାଇଲା ଏନସିପିସିଆର୍

ଢେଙ୍କାନାଳ ବେଲଟିକିରି ସେଲଟର ହୋମ ଘଟଣାର ଅନୁଧ୍ୟାନ କରିବା ପରେ ନ୍ୟାସନାଲ କମିଶନ୍ ଫର ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟସ୍ (ଏନସିପିସିଆର୍) ସରକାରଙ୍କ ଆଡକୁ ଅଙ୍ଗୁଳି ଦେଖାଇଛି ଶିଶୁ ସୁରକ୍ଷା କ୍ଷେତ୍ରରେ ସରକାର ଅବହେଳା କରିଥିବା ଏହି ଟିମ୍ କହିଛି...

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ । ଶୁକ୍ରବାରଠାରୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । କୃଷ୍ଣପ୍ରସାଦ ବ୍ଲକରୁ ଯାଇଥିବା ନମୁନାରେ ପଜିଟିଭ ଚିହ୍ନଟ କରାଯାଇଛି । ଆକ୍ରାନ୍ତ ସାନସାହି, ମାଲୁଦ, ପଥରଗଞ୍ଜରେ କୁକୁଡା ମରାଯିବ ବୋଲି ନିଷ୍ପତ୍ତି...

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ !

ଭୁବନଶ୍ୱେର ଇଏସଆଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତଦେହକୁ ରାସ୍ତା ଉପରେ ରଖି ମେ ଫେୟାର ହେଟେଲରୁ ଜୟଦେବ ବିହାର ଛକ ରାସ୍ତା ଅବରୋଧ କରିଛନ୍ତି ରୋଗୀଙ୍କ...

ବାର୍ଦ୍ଧକ୍ୟ ଭତ୍ତା ପାଇବେ ଆଉ ୫ ଲକ୍ଷ ହିତାଧିକାରୀ

୨୦୧୯ ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଆସନ୍ତା...

ଓଡିଶାରେ କ୍ଷମତା ଦଖଲ ପାଇଁ କଂଗ୍ରେସ ଆଶାବାଦୀ

ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସର ସଫଳତା ପ୍ରଦେଶ କଂଗ୍ରେସରେ ଏବେ ନୂଆ ଆଶା ସଂଚାର କରିଛି । ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...