ଶ୍ରାବଣ ମାସରେ ଟାଇଁ ଟାଇଁ ଖରା
ଆକାଶରେ ମେଘ ଭର୍ତ୍ତି । ଭେଳା ଭେଳା ବାଦଲ ସାଙ୍ଗରେ ଯେମିତି ଲୁଚକାଳି ଖେଳୁଛନ୍ତି ସୂର୍ଯ୍ୟ । ମେଘଭର୍ତ୍ତି ଆକାଶକୁ ଚାହିଁ ଆଶ୍ୱସ୍ତ ହେଉଛନ୍ତି ଚାଷୀକୁଳ, ବୃକ୍ଷଲତା ଓ ପ୍ରାଣୀଜଗତ । ମାତ୍ର ବର୍ଷାର ଦେଖା ନାହିଁ । ଖରାଦିନ...
ମୁକୁଳିବା ପରେ କୁଆଡେ ଯିବେ?
ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ । ତିନୋଟି ଯାକ ମାମଲାରେ ସାରଥୀଙ୍କୁ ମିଳିଛି ଜାମିନ୍ । ସୋମବାର ତୃତୀୟ ତଥା ଶେଷ ମାମଲାରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି...
ଚନ୍ଦ୍ରାୟନ-୨ର ଜହ୍ନ ରାଇଜକୁ ଯାତ୍ରା
ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ବାହାରିଲା ଚନ୍ଦ୍ରାୟନ-୨ । ଆଜି ଅପରାହ୍ନ ୨.୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରାୟନ-୨ ର ଉତକ୍ଷେପଣ କରାଯାଇଛି । ଦିର୍ଘବର୍ଷ ପରେ ପୁଣି...
ଲ୍ୟାଣ୍ଡମାଇନ ବିସ୍ଫୋରଣର ଦୃଶ୍ୟ,ଦେଖନ୍ତୁ
କ୍ୟାମେରାରେ କଏଦ ହେଲା ଲ୍ୟାଣ୍ଡମାଇନ ବିସ୍ପୋରଣର ଦୃଶ୍ୟ । ମାଲକାନଗିରି ସୀମାବର୍ତ୍ତି ସୁକମା ଜିଲ୍ଲା ରାସ୍ତା କଡରୁ ତିନୋଟି ଲ୍ୟାଣ୍ଡମାଇନ ମିଳିବା ପରେ ସେସବୁକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ଯବାନ । ମାଓବାଦୀମାନେ ଆସନ୍ତା ୨୮ ତାରିଖରୁ ସହିଦ...
ଜେଲରୁ ମୁକୁଳିବେ ଆତ୍ମଘୋଷିତ ବାବା ସାରଥୀ
ଜେଲ୍ ରୁ ମୁକୁଳିବେ ସାରଥୀ ଓରଫ ସନ୍ତୋଷ ରାଉଳ । ବାରିମୂଳ ଆଶ୍ରମର ଅନ୍ତେବାସୀ ମା,ଝିଅଙ୍କ ମାମଲାରେ ଜାମିନ ଦେଲେ ହାଇକୋର୍ଟ । ଦିର୍ଘ ତିନି ବର୍ଷରୁ ଉର୍ଦ୍ଧହେବ ଚୌଦାର ଜେଲ୍ ରେ ଥିଲେ ସାରଥୀ । ସାରଥୀଙ୍କ ନାମରେ...
ଶେଷ ପାହାଚରେ କର୍ଣ୍ଣାଟକ ନାଟକ
କର୍ଣ୍ଣାଟକ ନାଟକରେ ଆଜି ପଡିପାରେ ଯବନିକା । କାହିଁକି ନା ଆଜି ଏଚ.ଡି କୁମାର ସ୍ୱାମୀଙ୍କ ନେତୃତାଧିନ କଂଗ୍ରେସ ଜେଡିଏସ ମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି । ମେଣ୍ଟ ସରକାର ରହିବ ନାଁ ଭାଙ୍ଗିବ...
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟିମ୍
ଆଗାମି ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତ ୱେଷ୍ଟଇଣ୍ଡିଜରେ ୨ ଟି ଟେଷ୍ଟ ,୩ ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ଭାରତ ଖେଳିବାକୁ ଥିବା ତିନୋଟି ଯାକ ଫର୍ମାଟରେ...
ଚାଷୀଙ୍କୁ ଭରସା ଇଶ୍ୱର
ଆଶାଢ ଯାଇ ଶ୍ରାବଣ ଚାଲିଲା ହେଲେ ବର୍ଷାର ଦେଖାନାହିଁ । ବର୍ଷା ପାଇଁ ଆକାଶକୁ ଚାହିଁ ରହିଛି ଚାଷୀ । ବର୍ଷା ଅଭାବରୁ ଚାଷୀର ଚାଷ କାମ ଆଗେଇ ପାରୁନି । ଫଳରେ ଗଜା ମରୁଡି ହେଉଛି ଧାନ ।...
ଶୀଲା ଦୀକ୍ଷିତଙ୍କ ଦେହାନ୍ତ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶୀଲାଙ୍କ ଦେହାନ୍ତ ହୋଇଛି । ଦିର୍ଘଦିନ ଧରି ଅସୁସ୍ତ ଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ...
ଚର୍ଚ୍ଚାରେ ଆପ୍
ସୋସିଅ।।ଲ ମିଡିଆରେ ଓଲ୍ଡ ଲୁକର ଟ୍ରେଣ୍ଡ । ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ବୟସର ଅପରାହ୍ନରେ ପହଁଞ୍ଚିବା ପରେ କିଭଳି ଦେଖାଯିବେ ତାହା ଦେଖିବାକୁ ପସନ୍ଦ କରୁଛନ୍ତି । ଫେସବୁକ ହ୍ୱାଟସପ, ଇନଷ୍ଟାରେ ସେୟାର ବି...



















