ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ଦିନ: ବିଜିନେସ୍ ଲିଡରସିପ୍ ସମିଟି,ପୁଞ୍ଜିନିବେଶ ପାଇଁ କିଏ ଦେଲେ କେତେ ଆଶା
ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ମେକ ଇନ୍ ଓଡିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଆରମ୍ଭ ହୋଇଛି ବିଜନେସ୍ ଲିଡରସିପ ସମିଟ୍ । ଏହି ଅଧିବେଶନରେ ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ...
ରାଜ୍ୟ ବିଜେଡି ମହିଳା ସଙ୍ଗଠନର ବ୍ୟାପକ ଅଦଳବଦଳ
ବିଜୁ ଜନତା ଦଳ ମହିଳା ସାଂଗଠନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ । ରବିବାର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତି ବେହେରା ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଅପରାହ୍ନରେ ତାଙ୍କୁ ବିଜେଡି ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।
ପୁର୍ବରୁ ମହିଳା...
ଦୁଇ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା
ଗୋଟିଏ ଦିନରେ ରାଜ୍ୟର ଦୁଇ କମିଶନ ଅଧକ୍ଷାଙ୍କ ଇସ୍ତଫା । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି ମୀନତି ବେହେରା । ଦୁଇଜଣ ନିଜ...
ଦାମଙ୍କ ନୂଆଦଳ: ବିଜୁ ସମତା କ୍ରାନ୍ତି ଦଳ
ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ କ’ଣ କରିବେ? ନୂଆ ଦଳ ଗଢିବେ ନା ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହେବେ? ଏଭଳି ଅନେକ ପ୍ରଶ୍ନକୁ ନେଇ ସାଧାରଣରେ ପ୍ରଶ୍ନ...
ଆଜିଠୁ ‘ମେକ୍ ଇନ୍ ଓଡିଶା’ କନକ୍ଲେଭ
ଆଜିଠୁ ଆରମ୍ଭ ହେଉଛି ‘ମେକ୍ ଇନ୍ ଓଡିଶା’ କନକ୍ଲେଭ କାର୍ଯ୍ୟକ୍ରମ. ତେବେ ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେଉଛି. ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି. ଏଥିରେ ବିଭିନ୍ନ ଶିଳ୍ପପତି ଯୋଗ ଦେବାକୁ ଥିବା...
ଓଡିଶା କନକ୍ଲେଭକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୧୮ । ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ମେକ୍ ଇନ୍ ଓଡିଶା କନକ୍ଲେଭକୁ ନେଇ ଆଜି ପୁଣି ଉଭୟ ବିରୋଧୀ ବିଜେପି ଓ...
ନଭେମ୍ବର 12 ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡର ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି. ଫଳରେ ଓଡିଶାର କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି....
ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଶେଷତଃ ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳିର ଶେରଗଡ ଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ...
ସ୍ଥଗିତ ହେଲା ଓକିଲ ଆନ୍ଦୋଳନ ଶୁଣାଣି
ପୋଲିସ ଓ ଓକିଲ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣିକୁ ହାଇକୋର୍ଟ ସ୍ଥଗିତ କରିଛନ୍ତି. ଏହି ମାମଲାର ଶୁଣାଣି 12 ନଭେମ୍ବରରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ତେବେ ଅଗଷ୍ଟ 28 ତାରିଖରେ ଜଣେ ଓକିଲ ଉପରେ ପୋଲିସ ହାମଲା...
ବିମୁଦ୍ରାକରଣକୁ ବିରୋଧ କରି କଂଗ୍ରେସର ପ୍ରତିବାଦ
ବିମୁଦ୍ରାକରଣକୁ ଦୁଇ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଘୋଷଣାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାର ଓ ବିରୋଧୀ ଦଳ ଗୁଡ଼ିକ ପରସ୍ପରକୁ ଆକ୍ଷେପ କରିବା ଆରମ୍ଭ କରିଦେିଛନ୍ତି । ବିମୁଦ୍ରାକରଣକୁ ବିରୋଧ କରି...










