ଫସିଲେ ବିଧାୟକ: ନିର୍ଯାତିତ ଯନ୍ତ୍ରୀଙ୍କ ପତ୍ନୀ ଦେଲେ ଏତଲା
ମହଙ୍ଗା ପଡିଲା ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି । ବିଧାୟକଙ୍କ ଦବଙ୍ଗଗିରିର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି । ପାଟଣାଗଡ ଥାନାରେ ହୋଇଥିବା ଏତଲାରେ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ...
ବିଧାୟକଙ୍କ ଦବଙ୍ଗଗିରି
ମୁଁ ଏମଏଲଏ ଅର୍ଡର ଦେଉଛି, ପାଞ୍ଚ ମିନିଟରେ ଶହେଥର ବସ୍ ଉଠ୍ ହୁଅ । ନଚେତ୍ ଲୋକେ ନିସ୍ତୁକ ପିଟିବେ । ଏ ହେଉଛି ପୂର୍ତ୍ତ ବିଭାଗର ଜନୈକ ଯନ୍ତ୍ରୀଙ୍କୁ ପାଟଣାଗଡର ନବନିର୍ବାଚିତ ବିଧାୟକଙ୍କ ନିଦେ୍ର୍ଦଶ । ସର୍ବସାଧାରଣରେ ବିଧାୟକ...
ବିଟ୍ ଏୟାର୍ ପଲ୍ୟୁସନ
ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି “ବିଟ୍ ଏୟାର ପଲ୍ୟୁସନ ’’ । ଅର୍ଥାତ ବାୟୁ ପ୍ରଦୁଷଣକୁ ପ୍ରତିହତ କରିବା । ପରିବେଶ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରିବା ପାଇଁ...
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି
ଭାରତ -ଦକ୍ଷିଣ ଆଫ୍ରିକା ମହାମୁକାବିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଟିମ୍ ଇଣ୍ଡିଆ ବୋଲିଂ କରିବ । ଆଜିଠୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବିଶ୍ୱ କ୍ରିକେଟର ସବୁଠୁ ଲୋକପ୍ରିୟ ଦଳ ଭାରତ । ୨୦୧୯...
ସାରା ରାଜ୍ୟରେ ପାଳନ ହେଉଛି ଇଦ୍
ଆଜି ପବିତ୍ର ଇଦ୍ । ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ଇଦ୍ । ମାସକ ଧରି ରୋଜା ପାଳନ ପରେ ଶେଷ ହୋଇଛି ରମଜାନ ମାସ । ଗତକାଲି ଚାନ୍ଦ ଦେଖିବା ପରେ ଆଜି ଆନନ୍ଦ ଉଲ୍ଲାସର...
ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା!
ରାଜ୍ୟରେ ଲାଗୁ ହୋଇପାରେ ଆୟୁଷ୍ମାନ ଭାରତ ଯୋଜନା । ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ପରେ ଆୟୁଷ୍ମାନ ଭାରତ ଯୋଜନା ସିଇଓ ଇନ୍ଦୁଭୂଷଣ ଏହା କହିଛନ୍ତି । ଆଲୋଚନା ସକରାତ୍ମକ ହୋଇଛି । ତେବେ ଆଉ ଦୁଇ ତିନୋଟି ପର୍ଯ୍ୟାୟରେ ଆଲୋଚନା...
ସଲିଲଙ୍କୁ ସଲାମ୍
ହସେଇ ହସେଇ ବେଦମ କରିଦିଅନ୍ତି । ସମସ୍ତଙ୍କ ମୁହଁରେ ସବୁବେଳେ ହସ ଫୁଟଉଥିବା ବ୍ୟକ୍ତି ଶେଷରେ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ଆଣି ଦେଇଛନ୍ତି । ଆଉ ନାହାଁନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା...
ନାଚଗୀତରେ ପୁରା ମସଗୁଲ୍
ଖୁସିରେ ନାଚୁଛନ୍ତି ଛାତ୍ରଛାତ୍ରୀ. ନାଚଗୀତରେ ପୁରା ମସଗୁଲ୍. ଏ ହେଉଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବା ପରର ଦୃଶ୍ୟ. ଭୁବନେଶ୍ବର ସ୍ଥିତ ରୟାଲ କଲେଜ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତାକୁ ନେଇ ଖୁସି ମନଉଛନ୍ତି. ପରସ୍ପରକୁ ମିଠା ଖୁଆଇ...
ପାରମ୍ପରିକ ରୀତିରେ ପାଳିଲେ ସାବିତ୍ରୀ
ସ୍ୱାମୀଙ୍କ ଶୁଭମନାସୀ ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥାନ୍ତି ଓଡିଆ ଘରର ସଧବା ମହିଳାମାନେ । ଦେବାଦେବୀଙ୍କ ପାଖରେ ଶାଢୀ, ଶଙ୍ଖା ଓ ସିନ୍ଦୁର ସହ ବିଭିନ୍ନ ପ୍ରକାରର ଫଳ ପୂଜା କରି ଉପବାସ କରନ୍ତି । ଓଡିଆ...
ବିଜ୍ଞାନରେ ଝିଅ ମାରିଲେ ବାଜି
ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ. ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଛାତ୍ରୀ. ପରୀକ୍ଷା ଦେଇଥିବା ମୋଟ ୯୭ ହଜାର ୭୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି. ପ୍ରଥମ ଶ୍ରେଣୀରେ...


















