ମହାମାୟାଙ୍କ ମହାଷ୍ଟମୀ, ପୂଜାମଣ୍ଡପରେ ମହାସପ୍ତମୀ ପୂଜା
ଧରାବତରଣ କରିଛନ୍ତି ଦୁର୍ଗତିନାଶିନୀ ମା ଦୂର୍ଗା । ମା'ଙ୍କର ସ୍ପର୍ଶରେ ଧରାପୃଷ୍ଠ ପୁଲକିତ ହୋଇଛି । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଆଜି ଦେବୀପୀଠରେ ମହାମାୟାଙ୍କ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ ପୂଜା । ଦର୍ଶନ ପାଇଁ...
୭୩ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। ପୂର୍ବରୁ...
ଆୟୁଷ୍ମାନ ଭାରତ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି
ଆଯୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି. ରାଜ୍ୟବ୍ୟାପି ଜନସାଧାରଣଙ୍କଠୁ 1 କୋଟି ଦସ୍ତଖତ ସଂଗ୍ରହ କରାଯିବା ପରେ ଦଳ ପକ୍ଷରୁ ଦସ୍ତଖତ ସମ୍ବଳିତ ଦାବିପତ୍ର...
ଆସନ୍ତାମାସରେ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି
ଚୀନ ରାଷ୍ଟ୍ରପତି ସି.ଚିନଫିଙ୍ଗଙ୍କୁ ଆସନ୍ତା ମାସରେ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ଦୁଇ ରାଷ୍ଟ୍ରପତିଙ୍କ ସାକ୍ଷାତ ଆର୍ଜେଣ୍ଚିନାରେ ହେବ ବୋଲି ଚୀନର ରାଷ୍ଟ୍ରଦୂତ ଲ୍ୟୁ ଝାଓହୁଇଙ୍କ ତରଫରୁ ସ୍ପଷ୍ଟ କରାଯାଇଛି. ପ୍ରଥମଥର ପାଇଁ ଭାରତ ଓ ଚୀନ...
ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି : ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା
ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ମଂଜୁର କରିଛନ୍ତି. ବର୍ଦ୍ଧିତ ଦୁଇ ପ୍ରତିଶତ ଭତ୍ତା ଫଳରେ ମହଙ୍ଗା ଭତ୍ତା ମୋଟ 9 ପ୍ରତିଶତକୁ ବୃଦ୍ଧି ପାଇଛି....
Me#tooର ସେକ୍ସ ଶିକାର
ଦୀର୍ଘବର୍ଷ ପରେ ଯୌନ ଶୋଷଣର ଅଭିଯୋଗ. ଏମିତି ଅଭିଯୋଗର ଲମ୍ବାଫର୍ଦ୍ଦ ଏବେ ଆହୁରି ଲମ୍ବା ହେବାରେ ଲାଗିଛି. ଅଭିନେତ୍ରୀ ତନୁଶ୍ରୀ ଦତ୍ତ, ଦିୟା ମିର୍ଜାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସୁତପା ପଲଙ୍କ ଯାଏଁ ବହୁ ମହିଳା ସେମାନଙ୍କ ଉପରେ...
ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ : ବନ୍ୟା ପ୍ରଭାବିତଙ୍କୁ ମିଳିଲା ରିଲିଫ
ତିତଲି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଫେରିବା ପରେ...
ବିଜେଡି ମୁଖପାତ୍ର ତାଲିକାରେ ହେଭିୱେଟ ନେତା
ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ସେତେ ରାଜ୍ୟ ରାଜନୀତି ସରଗରମ ହେଉଛି । କିଛି କିଛି ନେତା ନିଜ ଦଳ ଛାଡୁଥିବାବେଳେ କିଛି ନେତା ଅନ୍ୟ କେଉଁ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ବିଜେଡିର...
‘ତିତଲି’ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଆକାଶମାର୍ଗରୁ ତିତଲି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଇଛନ୍ତି. ବାତ୍ୟା ଓ ବନ୍ୟାଜନିତ କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ...
୧୬ଟି ଟ୍ରେନ ଯାତ୍ରା ଠପ୍ , କିଛି ଟ୍ରେନର ସମୟ ପରିବର୍ତ୍ତନ
ଟ୍ରେନ ଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରେଳବାଇ କର୍ତ୍ତୃପକ୍ଷ ୧୬ଟି ଟ୍ରେନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ୧୬ଟି ଟ୍ରେନ ବାତିଲ ହୋଇଥିବା ବେଳେ ଅନ୍ୟ କେତେକ ଟ୍ରେନର ଚଳାଚଳ ସମୟ ପରିବର୍ତ୍ତନ କରାଯାଇଛି।
ରେଳବାଇ ସୂଚନା ଅନୁଯାୟୀ,...










