ଫନି କାଉଣ୍ଟଡାଉନ
ଆରମ୍ଭ ହୋଇଯାଇଛି ଫନି କାଉଣ୍ଟଡାଉନ । ୩ ତାରିଖ ସକାଳେ ସାମୁଦ୍ରିକ ବାତ୍ୟା ଫନି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବ । ଆଇଏମଡି ରିପୋର୍ଟ ଅନୁଯାୟୀ, ସକାଳ ୮ଟାରୁ ୧୦ଟା ମଧ୍ୟରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।...
ଭୟଭୀତ ନହୋଇ ସତର୍କ ରୁହନ୍ତୁ
ଫନି ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ । ଭୟଭୀତ ନ ହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ...
ସ୍ଥାନାନ୍ତର ହେଉଛନ୍ତି ନୋଳିଆ
ସାମୁଦ୍ରିକ ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ସମୁଦ୍ର ତଟବର୍ତ୍ତି ଖାଲୁଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ-କୋଣାର୍କ ମଧ୍ୟଭାଗ ବାଲୁଖଣ୍ଡରେ ବାତ୍ୟା ଲ୍ୟାଣ୍ଡଫଲ...
ଫନି ପାଇଁ ସଜାଗ
ମାଡି ଆସୁଛି ଫନି । ଘଣ୍ଟାକୁ ୧୪ କିଲୋମିଟର ବେଗରେ ଓଡିଶା ଆଡକୁ ମାଡି ଆସୁଛି । ଫନି ପ୍ରଭାବରେ ୨ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୩ ତାରିଖବେଳକୁ ପବନର ବେଗ ବଢିବା ଆରମ୍ଭ କରିବ ।...
ଫନି ପାଇଁ ୧୧ ଆଇପିଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ
ସାମୁଦ୍ରିକ ବାତ୍ୟା ଫନି ପାଇଁ ୧୧ ଆଇପିଏସ ଅଫିସରଙ୍କୁ ମିଳିଛି ସ୍ୱତନ୍ତ୍ର ଦାୟିତ୍ୱ । ଯାଜପୁର ଜିଲ୍ଲା ପାଇଁ ଏସ.କେ.ଉପାଧ୍ୟାୟ ରହିବେ । ଜଗତସିଂହପୁର ପାଇଁ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ଭଦ୍ରକ- ବିନୟତୋଷ ମିଶ୍ର । ଖୋର୍ଦ୍ଧା- ଆର.ପି.କୋଚେ ।...
ଫନି ପାଇଁ ଟ୍ରେନ ବାତିଲ , ଘୁଞ୍ଚିଲା ବିପିୟୁଟି ପରୀକ୍ଷା
ଓଡିଶାରେ ହେବାକୁ ଥିବା ବାତ୍ୟା `^ò ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଅଧିକ ରହିଥିବାରୁ କେତେକ ଟ୍ରେନ ଚଳାଚk ବାତିଲ କରାଯିବା ସହ ଆଉ କେତେକର ରୁଟ୍ ପରିବର୍ତନ କରାଯାଇଛି । କାଲି...
ବାତ୍ୟା ସମୟରେ କେମିତି ରହିବେ ସଜାଗ?
ଭୟଭୀତ ହୁଅନ୍ତୁ ନାହିଁ
ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ
ବିଦୁତ ଓ ଗ୍ୟାସ ସପ୍ଲାୟକୁ ବନ୍ଦ କରନ୍ତୁ
ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ
କ୍ଲୋରିନ ଯୁକ୍ତ କିମ୍ବା ପାଣିକୁ ଫୁଟାଇ ପିଅନ୍ତୁ
ରେଡିଓ ଓ ଟିଭି ଖବର ସହ ଅପଡେଟ୍ ରୁହନ୍ତୁ
ମୋବାଇଲ ଓ ଚାର୍ଜ...
ଫନି ମୁକାବିଲା ପାଇଁ ୧୨ ଆଇଏସଙ୍କୁ ଦାୟିତ୍ୱ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫନି ଏବେ ଭୟଙ୍କର ରୂପ ନେଇଛି । ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି ଫନି । ତେଣୁ ସଜାଗ ରହିବା ସହ କ୍ଷୟକ୍ଷତିକୁ ରକ୍ଷା...
ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ
ସମୁଦ୍ର ଅଶାନ୍ତ । ବେଳାଭୂମିର ଏ ଭୀମକାନ୍ତ ରୂପ, ଭୟଙ୍କର ରୂପ ନେଇ ମାଡି ଆସୁଥିବା ଫନିର ପୂର୍ବାଭାସ । ଫନି ଗତିପଥ ବଦଳାଇବା ପରେ ଓଡିଶା ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ । ବିଶେଷ କରି ସମୁଦ୍ରକୂଳରେ ରହୁଥିବା...
ଘଣ୍ଟାକୁ ୧୬ କିମି ବେଗରେ ଆସୁଛି ‘ଫନି’, ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍
ଭୟ ବଢାଉଛି ବାତ୍ୟା ଫନି । ମେ ୩ତାରିଖ ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଫନି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ...















