‘କୌନ ବନେଗା କରୋଡପତି’ରେ ଆସିବେ ମୁଖ୍ୟମନ୍ତ୍ରୀ
ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡିଶା ସରକାର ଏଥିପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି. ତେବେ ଏହାର ପ୍ରଚାର ପ୍ରଚାର ସୋନୀ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ...
ମୁଁ ଅକ୍ଷମଣୀୟ ଅପରାଧ କରିଛି: ଅଭିଜିତ
ଓଡିଶା ,ସଂସ୍କୃତି , ଐତିହ୍ୟ ଓ ଲୋକପ୍ରତିନିଧିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଗୁରୁବାର ହାଜର ହେବା ପାଇଁ ଓଡିଶା ବିଧାନସଭା ଗୃହ କମିଟି ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଅଭିଜିତ ଆୟାର ମିତ୍ର ଗୃହ କମିଟି...
ପଶ୍ଚିମବଙ୍ଗ ମୁହାଁ ‘ତିତଲି’: ଅଧିକ ପ୍ରଭାବିତ ହେଲା ଗଜପତି ଜିଲ୍ଲା
ସାମୁଦ୍ରିକ ଝଡ ‘ତିତଲି’ ଗୋପାଳପୁରରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ପଲାସା ଓ ଶ୍ରାକାକୁଲମ ଦେଇ ଗତି କରିଛି ଏହି ବାତ୍ୟା । ଗୁରୁବାର ଭୋର ୫.୨୫ ସମୟରେ ‘ତିତଲି’ ଦକ୍ଷିଣ ଓଡିଶାର ଗୋପାଳପୁର ଓ...
୬ଟି ଟ୍ରେନର ଯାତ୍ରା ବାତିଲ
ତିତଲି ପ୍ରଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୬ଟି ଟ୍ରେନର ଯାତ୍ରା ବାତିଲ କରିଦିଆଯାଇଥିବାବେଳେ ଗୋଟିଏ ଟ୍ରେନର ରୁଟକୁ ବଦଳାଇ ଦିଆଯାଇଛି । ତିତଲି ପ୍ରଭାବରେ ଆନ୍ଧ୍ରର ପଲାସା ରେଳ ଷ୍ଟେସନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ।...
ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ ଅସ୍ତ୍ରଶସ୍ତ୍ର ଓ ଜୋତା ପିନ୍ଧି ପ୍ରବେଶ କରିପାରିବେ ନାହିଁ ପୁଲିସ
ନିକଟରେ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଥିବା ହିଂସାକାଣ୍ଡ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି. ସୁପ୍ରିମକୋର୍ଟ କହିଛନ୍ତି, ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୁଲିସ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିପାରିବେ ନାହିଁ । ଅକ୍ଟୋବର ୩ ତାରିଖ ଦିନ ଧାଡି...
ତିିତଲି ଉତାରିଦେଲା ଛାତ୍ର ନିର୍ବାଚନ ନିଶା
ରାତିପାହିଲେ ହୋଇଥାନ୍ତା ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ସମସ୍ତ କଲେଜରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିଲା । ଏମିତି ବେଳାରେ ତିତଲି ଆସିଲା ଯେ ପିଲାଙ୍କ ନିର୍ବାଚନ ନିଶା ଉତାରିଦେଲା । ପିଲାଙ୍କ ଉତ୍ସାହକୁ ପୁରାପୁରି ଫିକା କରିଦେଲା...
ଉଗ୍ର ରୂପ ନେଉଛି ‘ତିତଲି’
ଅତି ଭୟଙ୍କର ରୂପ ନେଉଛି ବାତ୍ୟା ତିତଲି । ୩ ଘଣ୍ଟା ମଧ୍ୟରେ 'ଭେରି ସିଭିୟର ସାଇକ୍ଲୋନ' ରୂପ ନେବ ତିତଲି । ଗୁରୁବାର ସକାଳ ୫.୩୦ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟନମ ମଧ୍ୟରେ ଅତିକ୍ରମ କରିବ । ଏବେ...
ଦାମଙ୍କ ଭୀଷ୍ମ ପ୍ରତିଜ୍ଞା
ଦଳରୁ ବାହାରିବା ପରେ ଦାମଙ୍କ ଭୀଷ୍ମ ପ୍ରତିଜ୍ଞା । ଆସନ୍ତା ନିର୍ବାଚନରେ ବିଜେଡି ସରକାରକୁ ନଆସିବା ପାଇଁ ଯାହା ଦରକାର, ମୁଁ କରିବି ବୋଲି କହିଛନ୍ତି ଦାମୋଦର ରାଉତ । ଯିଏ ଦୁର୍ନିତିଖୋର୍ ନେତା ସେ ଏବେ ନବୀନଙ୍କ ପାଖ...
ବକୁଳ ବନରେ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ
ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀ ବକୁଳ ବନରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।...
ଉପକୂଳ ଆଡକୁ ମାଡି ଆସୁଛି ‘ତିତଲି’, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାମୁଦ୍ରୀକ ଝଡର ରୁପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହର ପ୍ରଭାବରେ ଆସନ୍ତା ୩ଦିନ...








