ଓଡିଶା ମୁହାଁ ଫନି, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ
ସାମୁଦ୍ରିକ ଘୁର୍ଣ୍ଣିବାତ୍ୟା ଫନି ଉଗ୍ର ରୂପ ନେଉଛି । ବର୍ତ୍ତମାନ ଓଡ଼ିଶା ମୁହାଁ ହୋଇଛି ଫନି । ଭଦ୍ରକ, ବାଲେଶ୍ୱରରେ ବାତ୍ୟା ଫନି ଲ୍ୟାଣ୍ଡଫଲ କରିପାରେ । ଏନେଇ ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶା...
ସରିଲା ଭୋଟ, 23କୁ ଅପେକ୍ଷା
ସରିଲା ନିର୍ବାଚନ.
ଚତୁର୍ଥ ପର୍ଯ଼୍ୟାୟ ମତଦାନ ସହ ଶେଷ ହୋଇଛି 2019 ନିର୍ବାଚନ ପରୀକ୍ଷା.
ନିର୍ବାଚନକୁ ନେଇ ଭୋଟର ଦେଇଥିବା ସେମାନଙ୍କ ରାୟ କଏଦ ହୋଇଛି ଇଭିଏମରେ.
ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା. 6ଟି ଲୋକସଭା ନିର୍ବାଚନମଣ୍ଡଳୀ...
ଦୁଇ ତାରିଖରୁ ବର୍ଷା, ପବନ
ସାମୁଦ୍ରିକ ବାତ୍ୟା ‘ଫନି’ ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି. ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘ଫନି’ର ପ୍ରଭାବ ସଂପର୍କରେ ସମୀକ୍ଷା କରାଯାଇଥିଲା. ଓଡିଶା ଉପକୂଳରେ ‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି. ଏସଆରସି...
ଶାନ୍ତି ଶୃଙ୍ଖଳାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ
ରାଜ୍ୟରେ 6ଟି ଲୋକସଭା ଓ 41 ବିଧାନସଭା ଆସନ ପାଇଁ ଚାଲିଛି ମତଦାନ. ମଇଦାନରେ 388 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 95 ଲକ୍ଷ ଭୋଟର. ମୁକ୍ତ ଓ ଅବାଧ ମତଦାନ ପାଇଁ ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା...
ଧନୀ ପ୍ରାର୍ଥୀରେ ବିଜେଡି ଓ ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ ବିଜେପି ଆଗରେ
କେଉଁ ପ୍ରାର୍ଥୀ କେତେ ଧନୀ. କେଉଁ ଦଳ ପାଖରେ ରହିଛନ୍ତି କେତେ ଧନୀ ପ୍ରାର୍ଥୀ. ସେହିପରି ଅପରାଧିକ ମାମଲା ଥିବା ପ୍ରାର୍ଥୀ ତାଲିକାରେ କେଉଁ ଦଳର କେତେ ପ୍ରାର୍ଥୀ ରହିଛନ୍ତି. 1121 ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ବିସ୍ତୃତ ତଥ୍ୟ ପ୍ରକାଶ କରିଛି...
ସରିଲା ପ୍ରଚାର, 29ରେ ଭୋଟ୍
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଶେଷ ପ୍ରଚାରରେ ମାରାଥନ ପ୍ରଚାର କରିଛନ୍ତି ବିଭିନ୍ନ ଦଳର ହେଭିଓ୍ବେଟ ନେତା ଓ ତାରକା ପ୍ରଚାରକମାନେ. କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି. ହାଇଟେକ ବସରେ ରୋଡ ସୋ...
ଯୁଦ୍ଧର ଶେଷ ଦିନରେ କିଏ କାହା ସହିତ ଲଢିବେ
ପ୍ରସ୍ତୁତି ଶେଷ । ଅପେକ୍ଷା ମତଦାନକୁ । ରାଜ୍ୟର ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିବାବେଳେ ଶେଷ ନିର୍ବାଚନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭୋଟର । ସୋମବାର ଅନୁଷ୍ଠିତ ହେବ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ମତଦାନ । ୬...
ବିଜେପିର ଡବଲ ଇଂଜିନ ଫେଲ୍ : ବିଜେଡି
ନିର୍ବାଚନ ପ୍ରଚାରର ଶେଷ ଦିନରେ ଦୁଇ ପ୍ରତିଦ୍ବନ୍ଦୀ ବିଜେଡି ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ କରି କହିଲେ ନବୀନ ଗତ 19 ବର୍ଷ ଧରି କଣ କରିଛନ୍ତି, ତାର ହିସାବ ଦେଉନାହାନ୍ତି. ସେହିପରି ଆସନ୍ତା...
ରେମୁଣା ସମାବେଶରେ ରାହୁଲ
ବାଲେଶ୍ବର ରେମୁଣା ସମାବେଶରେ ନିର୍ବାଚନ ପ୍ରଚାର କରିଛନ୍ତି ଏଆଇସିସି ସଭାପତି ରାହୁଲ ଗାନ୍ଧି. ସରକାରକୁ ଆସିଲେ ସର୍ଜିକାଲ ଷ୍ଟ୍ରାଇକ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ଗରିବଙ୍କୁ ଭତ୍ତା ଦେବା, ବେକାରୀ...
ଆସୁଛି ବାତ୍ୟା ‘ଫାନୀ’, ଓଡିଶାକୁ ପ୍ରଭାବିତ କରିବନି
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି. ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନର ରୂପ ନେବ. ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦...









