ଲୋକାର୍ପଣ ହେଲା ଫକିର ମୋହନ ମେଡିକାଲ କଲେଜ
ବାଲେଶ୍ୱର ଠାରେ ଫକିର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ ହୋଇଛି । ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ଉସôବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଉପସ୍ଥିତ ଅଛନ୍ତି । ବ୍ୟାସକବି ଫକୀର ମୋହନ...
ଚାରି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଟିଏ ଲେଖାଁଏ ପୁରସ୍କାର
ଏସିଆନ ଗେମ୍ସ ରୌପ୍ୟ ବିଜେତା ମହିଳା ହକି ଖେଳାଳିଙ୍କୁ ପୁରସ୍କାର ଘୋଷଣା । ହକିଦଳର ୪ ଖେଳାଳୀଙ୍କୁ ୧ କୋଟି ଲେଖାଁଏ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖେଳାଳୀମାନେ ହେଉଛନ୍ତି ସୁନିତା ଲାକ୍ରା, ନମିତା...
ଦୁଇଟି ପଦକ ସହ ଓଡିଶା ଫେରିଲେ ଦୌଡରାଣୀ : ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ
ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଦୌଡ଼ରାଣୀ ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଓଡିଶା ଫେରିଛନ୍ତି । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗତିାରେ ରୌପ୍ୟ ପଦକ ଜିତିଥିବା...
ଶିବରାଜ ସିଂ ଚୌହାନଙ୍କ ବାହୁବଳୀ ଅବତାର
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନୂଆରୁପ । ସୋସିଆଲ ମିଡିଆରେଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବହୁ ଚର୍ଚ୍ଚିତ ଫିଲ୍ମ ବାହୁବଳୀର ଟ୍ରେଲର ଆଧାରରେ ରାଜନୀତିକ ଚରିତ୍ରମାନଙ୍କୁ ନେଇ ଭିଡିଓ ତିଆରି କରାଯାଇଛି. ଭିଡିଓରେ ମଧ୍ୟପ୍ରଦେଶ...
ୱାଇଫାଇ ହେବ ସ୍ମାର୍ଟସିଟି ଭୁବନେଶ୍ବର
ସ୍ମାର୍ଟସିଟି ଭୁବନେଶ୍ୱରକୁ ୱାଇଫାଇ କରାଯିବ । ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପୂର୍ବରୁ ସ୍ମାର୍ଟସିଟିର ରୂପରେଖ ବଦଳିଯିବ । ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏହି...
ହିନ୍ଦୋଳ ବନାଞ୍ଚଳରେ ହାତୀ ଶିକାର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଶିକାର. ନୂଆପଡା ଗ୍ରାମପଞ୍ଚାୟତ ମହାଲୁଣ୍ଡା ଗ୍ରାମ ନିକଟରେ ଆଜି ସକାଳୁ ଏକ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଛି. ଡେଙ୍ଗବେରୀ ସଂରକ୍ଷିତ ଜଙ୍ଗଲରେ ଏହି ଦନ୍ତାହାତୀଟି ମରିପଡିଥିବା ଦେଖାଯାଇଛି. ମୃତ ହାତୀର ଦେହରେ...
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଲୋକାର୍ପିତ
ଶୁକ୍ରବାର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ଶୁଭ ଉଦଘାଟନ ହୋଇଛି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିଛନ୍ତି . ବଲାଙ୍ଗିରବାସୀଙ୍କ ସରକାରୀ ମେଡିକାଲ କଲେଜର ସ୍ୱପ୍ନ ପୂର୍ଣ୍ଣ ହୋଇଛି. ଭୀମଭୋଇଙ୍କ ନାଁରେ ମେଡିକାଲ କଲେଜ...
ଦୂତିଙ୍କ ଉପରେ ଟଙ୍କା ବର୍ଷା
ଏସିଆନ ଗେମ୍ସରେ କ୍ରମାଗତ ଚତ୍ମକାର ପ୍ରଦର୍ଶନ କରି ଓଡିଆ ଝିଅ ଦୂତି ଚାନ୍ଦ ଭାରତକୁ ଗୌରବ ଆଣିଦେଇଛନ୍ତି । ୨୦୦ ମିଟର ଦୌଡରେ ଦୂତି ଚାନ୍ଦ ରୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।...
ବିମଷ୍ଟେକ ସମ୍ମିଳନୀକୁ ନେଇ ମୋଦୀ ଆଶାବାଦୀ
ଆଜିଠାରୁ ଦୁଇଦିନିଆ ଚତୁର୍ଥ ବିମଷ୍ଟେକ ଶିଖର ବୈଠକ ନେପାଳ ରାଜଧାନୀ କାଠମାଣ୍ଡୁରେ ଆରମ୍ଭ ହୋଇଛି । ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ କାଠମାଣ୍ଡୁରେ ପହଁଞ୍ଚିଛନ୍ତି । ନେପାଳ ଉପ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା...
ପକ୍ଷପାତିଆ ରାଜନୀତି ଡଙ୍ଗାରେ ନିରପେକ୍ଷ ସାମ୍ବାଦିକ
ସାମ୍ବାଦିକ ରାଜନୀତି ମୁହାଁ, ନା ରାଜନୀତି ସାମ୍ବାଦିକ ମୁହାଁ ? ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଠୁଥିବ. ଦୁଇ ସପ୍ତାହ ତଳେ ଟିଭି ଚ୍ୟାନେଲରେ ଦୀର୍ଘଦିନ ଧରି ସାମ୍ବାଦିକତା କରୁଥିବା ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେଲେ....











