କଂଗ୍ରେସ ଛାଡିଲେ ପ୍ରକାଶ
କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା. ଦଳରେ ତାଙ୍କୁ ଅବହେଳା କରାଯାଇଥିବାରୁ ସେ ଇସ୍ତଫା ଦେଇଛନ୍ତି . ଦଳରେ ତାଙ୍କୁ ଅଣଦେଖା କରାଯାଇଛି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଯୋଗ ଶୁଣିନଥିବା ସେ କହିଛନ୍ତି. ତେବେ...
ଦିଲ୍ଲୀରୁ ଫେରି ବର୍ଷିଲେ ଦାମ
ବିଜେପିରେ ମିଶିବା ପରେ ଓଡିଶା ଫେରିଛନ୍ତି ଦାମ ରାଉତ । ବିମାନ ବନ୍ଦରରେ ପହଂଚିବା ପରେ ଦଳୀୟ କର୍ମୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଦେଇ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଦାମଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ...
ବିଜେଡିରୁ ଇସ୍ତଫା ଦେଲେ ସୁକାନ୍ତ ନାୟକ
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ବୋଲି କହିଛନ୍ତି । ଜିଲ୍ଲା ବିଜେଡି ସଭାପତିଙ୍କ ପ୍ରତି ବିଷୋଦଗାର କରିବା ସହ ତାଙ୍କ ବିରୋଧରେ...
ରାହୁଲଙ୍କ ପ୍ରତିଶ୍ରୁତି ବର୍ଷା
ନିର୍ବାଚନୀ ବିଗୁଲ ବାଜିବା ପରେ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ପରେ ରାହୁଲ ନିକଟରେ ତିନୋଟି ରାଜ୍ୟରେ...
ପଦ୍ମ ଧରିଲେ ଦାମ
ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା...
ପକେଇଥିବା ଛେପ ଢୋକେନି
ଗୁରୁବାର ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ ଛାଡ଼ିଥିବା ବେଳେ ନବୀନଙ୍କ ଉପରେ ବିଷ ଓଗାଳିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ପୁଅ ନବୀନ ନିବାସରେ ଥିବା ବେଳେ ଦାମବାବୁ ବିଜେଡି ଦଳ ଏବଂ ଏହାର ମୁଖ୍ୟ ନବୀନଙ୍କ...
ପ୍ରତାପଙ୍କ ପ୍ରଲୋଭନ
ଭୋଟ୍ ଦେଲେ ମିଳିବ ଟଙ୍କା . ସର୍ବସାଧାରଣରେ ଭୋଟରଙ୍କୁ ଖୋଲାଖୋଲି ଅଫର୍. ପୁଣି ଭୋଟରଙ୍କୁ ଏମିତି ଅଫର ଦେଉଥିବା ନେତା ବି ଯାହିତାହି ନୁହଁନ୍ତି. ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମିତି ଅଫର ଦେଇଛନ୍ତି ସାଲେପୁରରେ ଆୟୋଜିତ ଏକ...
ବିଜେଡିକୁ ବଳଭଦ୍ରଙ୍କ ବାଏ ବାଏ
ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡfରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେବାକୁ ସୁଯୋଗ ଦିଆଗଲାନି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ...
ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୨୦୧୯ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର କମିଟି ଘୋଷଣା କରାଯାଇଛି । ଇସ୍ତାହାର କମିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କରିଛନ୍ତି ନବୀନ । ବେଦପ୍ରକାଶ ଅଗ୍ରୱାଲ କମିଟି ଅଧ୍ୟକ୍ଷ...
ଅହିରାଜ ଉଦ୍ଧାର
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର କାଳିଝାଟି ଗାଁରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି. ଯାହାର ଲମ୍ବ ପ୍ରାୟ 16 ଫୁଟ ହେବ ବୋଲି ସାପ ବିଶେଷଜ୍ଞ ପ୍ରକାଶ ମର୍ଦରାଜ କହିଛନ୍ତି. ସୂଚନା ଅନୁସାରେ, ସାପଟି ଆହତ ଅବସ୍ଥାରେ ଗର୍ଜନ...



















