ଫେରୁଛନ୍ତି ଅଭିନନ୍ଦନ
ଆସୁଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ. ଶେଷରେ ଆନ୍ତର୍ଜାତୀୟ ସ୍ତରରେ ଚାପ ପଡିବା କାରଣରୁ ନିଜ ଦେଶକୁ ଫେରିଆସିବେ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନ. ମିଳିଥିବା ସୂଚନା ଅନୁସାରେ, ଉତ୍ତେଜନା କାରଣରୁ ପାକିସ୍ତାନ ଅଭିନନ୍ଦନଙ୍କୁ ବୁଧବାର ଅଟକ ରଖିଥିଲା....
ଚାପରେ ପାକିସ୍ତାନ: ମୁକ୍ତ ହେବେ ଭାରତୀୟ ପାଇଲଟ ଅଭିନନ୍ଦନ
ପାକିସ୍ତାନ ଘୋଷଣା କରିଛି ବଡ଼ ଖବର । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଘୋଷଣା କରି କହିଛନ୍ତି ଯେ, ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରିବୁ । ଆମେ କୌଣସି ଲଢେଇ କରିବାକୁ ଚାହୁଁନାହୁଁ...
ଅଭିନନ୍ଦନଙ୍କ ଅଦମ୍ୟ ସାହାସ
ବୁଧବାର ସମୟ ୯.୪୫ । ପାକିସ୍ତାନର ଏଫ-୧୬ ଭାରତ ସିମା ଭିତରକୁ ପଶିବା କ୍ଷଣି ଭାରତର ମିଗ-୨୧ ଏହାର କଡା ଜବାବ ଦେଇଥିଲା । ପାକିସ୍ତାନର ଏଫ- ୧୬କୁ ଅନୁକରଣ କରୁ କରୁ ମିଗ-୨୧ଟି କ୍ରାଶ୍ ହୋଇଯାଇଥିଲା । ଭାରତର...
ପରୀକ୍ଷା କେନ୍ଦ୍ରକୁ ହାତଘଣ୍ଟା ମନା
ଆଉ କିଛି ଦିନ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଗୁରୁବାର ସଚିବାଳୟରେ ବୈଠକ ବସିଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ହାତ ଘଣ୍ଟା ନେବାକୁ...
ୟୁଏନଏସସିକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ପ୍ରସ୍ତାବ : ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କର
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦର ତିନି ପ୍ରମୁଖ ସଦସ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଜୈଶ ଇ ମହମ୍ମଦ ସଂଗଠନର ମୁଖ୍ୟ ତଥା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ମାସୁଦ ଆଝାରକୁ...
ସୀମା ଉଲ୍ଲଂଘନ : ଗୁଳି କରି ଭାରତୀୟ ବାୟୁସେନା ଖସାଇଲା ପାକ୍ ଜେଟ୍
ଭାରତୀୟ ସୀମାରେ ପ୍ରବେଶ କଲା ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନ । ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନୀ ବିମାନ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଭାରତୀୟ ସେନା ଗୁଳି କରି ଖସାଇ ଦେଇଥିବା ଜଣାପଡିଛି. ଅନ୍ୟପଟରେ ପୁଞ୍ଚ ଓ...
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସହିଦ
ଜମ୍ମୁ କଶ୍ମୀର ବୁଡଗାମରେ ବାୟୁସେନାର ଏକ ଲଢୁଆ ବିମାନ ମିଗ-21 ଦୁର୍ଘଟଣାଗ୍ରସ୍ତ ହୋଇଛି. ବଡଗାମରୁ 7 କି.ମି ଦୂରରେ ଥିବା ଗାରେନ୍ଦ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି. ଫଳରେ ଏଥିରେ ଥିବା 2 ପାଇଲଟଙ୍କ ମୃତ୍ୟୁ...
ଥମୁନି ପ୍ରଶ୍ନପତ୍ର ଭାଇରାଲ
ପ୍ରଥମେ ସାହିତ୍ୟ, ପରେ ଇଂରାଜୀ ଆଉ ଏବେ ଭାଇରାଲ ହେଉଛି ତୃତୀୟ ଭାଷା ହିନ୍ଦୀ ପ୍ରଶ୍ନପତ୍ର . ମାଟ୍ରିକ ପରୀକ୍ଷା ଆରମ୍ଭରୁ ଥମୁନି ପ୍ରଶ୍ନପତ୍ର ଭାଇରାଲ. ଏହାକୁ ନେଇ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସୁଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ...
ତରଙ୍ଗାୟିତ ହେଉଛି ତ୍ରିରଙ୍ଗା
ଉତ୍ସବମୁଖର ସାରା ଦେଶ । ଭାରତ ମାତା କୀ ଜୟରେ ପ୍ରକମ୍ପିତ ହେଉଛି ପରିବେଶ । ସମସ୍ତେ ରଙ୍ଗର ହୋଲି ଖେଳୁଛନ୍ତି ଏବଂ ନାଚ ଗୀତ କରି ଖୁସୀ ମନାଉଛନ୍ତି । ପୁଲୱାମା ହମଲାରେ ଯେଉଁ ତ୍ରିରଙ୍ଗା ସହିଦଙ୍କ ଶରୀରରେ...
ଭାରତୀୟ ବାୟୁସେନାକୁ ସାଲ୍ୟୁଟ
ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସାରା ଦେଶ ପ୍ରଶଂସା କରୁଛି। ବାୟୁ ସେନାର ଏପରି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ...













