କମଳା ପୂଜାରୀ ଅସୁସ୍ଥ
ପାଠ ନ ପଢିଥିଲେ ବି ସେ ପାଠୁଆଙ୍କଠାରୁ କିଛି କମ୍ ନୁହନ୍ତି. କୌଣସି ବିଷୟରେ ପିଏଚଡି କରି ନଥିଲେ ବି ତାଙ୍କର ଗବେଷଣା ଆଗରେ ପାଠୁଆ କୃଷି ବିଜ୍ଞାନୀ ବି କମ୍ ହୋଇଯିବେ. ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି...
ଗଞ୍ଜାମରେ 231 ପ୍ରକଳ୍ପର ଉଦଘାଟନ, 48 ପ୍ରକଳ୍ପର ଶିଳାନ୍ୟାସ
ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି. ଏ ନେଇ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା...
70ତମ ସାଧାରଣତନ୍ତ୍ର ଦିବସ ପାଳିତ
ଶନିବାର ସାରାଦେଶ ପାଳନ କରୁଛି 70ତମ ସାଧାରଣତନ୍ତ୍ର ଦିବସ. ସାରା ରାଜ୍ୟରେ ଅତି ଆଡମ୍ବର ସହ 70ତମ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଇଛି. ଭୁବନେଶ୍ୱର ମହାତ୍ଗାଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବା ସହ ପରେଡରେ...
ପ୍ରଣବ ଦା, ନାନାଜୀ ଓ ହଜାରିକାଙ୍କୁ ଭାରତ ରତ୍ନ
ପୂର୍ବତନ ରାଷ୍ଟପତି ପ୍ରଣବ ମୂଖାର୍ଜୀ, ବିଶିଷ୍ଟ ସମାଜ ସେବୀ ନାନାଜୀ ଦେଶମୁଖ ଓ ସଙ୍ଗୀତକାର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଅଭିନନ୍ଦନ ଜଣାଇବା ସହ ଶ୍ରୀ ମୂଖାର୍ଜୀଙ୍କୁ ଜଣେ...
4 ଓଡିଆଙ୍କୁ ପଦ୍ମ ପୁରସ୍କାର
ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା, ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ. ଚଳିତ ବର୍ଷ ଏହି ସମ୍ମାନ 112ଜଣଙ୍କୁ ପ୍ରଦାନ କରାଯିବ ବୋଲି...
ତମାଣ୍ଡୋରୁ ତୀର ମାରିଲେ ରାହୁଲ
ଦିନିକିଆ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ତମାଣ୍ଡୋ ସଭାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।...
କଂଗ୍ରେସରେ ବିଜୁ ଅନୁଗତ
ବିଜେଡିରୁ ବାହାରିବା ପରେ ଦୀର୍ଘଦିନ କୌଣସି ଦଳରେ ଯୋଗ ଦେଇନଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଶେଷରେ କଂଗ୍ରେସର ହାତ ଧରିଛନ୍ତି । ଏଆଇସିସି ସୁପ୍ରିମୋ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ତମାଣ୍ଡୋ ଠାରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ସମାବେଶ ମଞ୍ଚରେ...
ଯୋଜନାର ନାଁ ‘କାଳିଆ’ କାହିଁକି ରଖିଲେ ନବୀନ
ଚାଷୀ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି । ଚାଷୀମାନଙ୍କ ଉତ୍ପାଦିତ ଚାଉଳରେ ଶ୍ରୀଜଗନ୍ନଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନଙ୍କ ମହତ କାର୍ଯ୍ୟକୁ ସ୍ୱୀକୃତି ଦେଇ ଯୋଜନାର ନାମ ‘କାଳିଆ’ ରଖାଯାଇଛି । ଆଗାମୀ ଦିନରେ ଏହି କାଳିଆ ଯୋଜନା...
କ୍ୟାମେରାମ୍ୟାନଙ୍କୁ ତଳୁ ଉଠାଇ ଚର୍ଚ୍ଚାରେ ରାହୁଲ
ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ଭୁବନେଶ୍ୱର ବିମାନବନ୍ଦରରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ପହଁଞ୍ଚିବା ମାତ୍ରେ ତାଙ୍କ ଚିତ୍ରତ୍ତୋଳନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବେଶ ତତ୍ପରତା ଦେଖାଦେଇଥିଲା । ବିଶେଷକରି କ୍ୟାମେରାମ୍ୟାନ ମାନେ ଧାଁ ଦଉଡ ଆରମ୍ଭ କରିଦେଇଥିଲେ...
ପୁରୀରେ ମୁଖ୍ୟମନ୍ତ୍ରୀ
ପୁରୀ ମାଳତୀପାଟପୁରରେ ବିଜେଡି ବିଶାଳ କୃଷକ ସମାବେଶର ଆୟୋଜନ କରିଛି । ଏହି ଚାଷୀ ସମାବେଶରେ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ‘କାଳିଆ ‘ଯୋଜନାରେ ଟଙ୍କା ବଂଟନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ ୨୧...









