27.8 C
Bhubaneswar
Tuesday, July 28, 2026
-Advertisement-

ରାଷ୍ଟ୍ରୀୟ ସଭାପତି ହେବା ପରେ ପ୍ରଥମ ଗସ୍ତ

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନରେ ଆସି ଅବତରଣ କଲେ ରାହୁଲ । କଂଗ୍ରେସର ରାଷ୍ଟ୍ରୀୟ ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ସେ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୧ଟାରେ...

କେନ୍ଦ୍ରକୁ ନବୀନଙ୍କ ପ୍ରଶ୍ନବାଣ

ଝାରସୁଗୁଡା ସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ ଖୁବ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ୬୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡାରେ ବିମାନ...

ସ୍କୁଲ କଲେଜ ବନ୍ଦ

କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ଜାରି କଲା ପ୍ରଶାସନ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂଘର୍ଷ ହେତୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ କର୍ଫ୍ୟୁ ଜାରି କରିଛି...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି କଂଗ୍ରେସ ଛାଡିଥିବା ଝାରସୁଗୁଡା ବିଧାୟକ ନବ ଦାସ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଝାରସୁଗୁଡା ଗସ୍ତରେ ସେ ଶଙ୍ଖ ଫୁଙ୍କିଛନ୍ତି । ଝାରସୁଗୁଡା ଜିଲ୍ଲା ପରିଷଦ...

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି . ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡା ଓ ବଲାଙ୍ଗିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ପଶ୍ଚିମ ଓଡିଶା ଗସ୍ତ କରି ଝାରସୁଗୁଡାରେ ଜିଲ୍ଲା ପାଇଁ ୬୧୮ କୋଟି ୬୬...
video

ନବୀନଙ୍କ ଫ୍ୟାନ ପାଇଁ ଖୁସି ଖବର 

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି । ଏମିତି ଯୋଜନା ଆରମ୍ଭ କରିଛି ବିଜୁ ଜନତା ଦଳ । ବିଜେଡି ଆଇ.ଟି ସେଲ ପକ୍ଷରୁ ସେଲ୍ଫି ଉଇଥ ସିଏମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆପଣ ବି ଚାହିଁଲେ ମୁଖ୍ୟମନ୍ତ୍ରୀ ନବୀନ...

ମିଳିଲା ୟୁପି ମହାସଚିବ ଦାୟିତ୍ୱ

ଆଉ ପଛରେ ରହି ନୁହେଁ କି ଖାଲି ପ୍ରଚାରକ ନୁହେଁ, ଏବେ କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ସିଧାସଳଖ ପ୍ରବେଶ । ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି । କଂଗ୍ରେସ ଅଧ୍ୟକ୍ଷ...

କୁହୁଡି ପାଇଁ ଅବତରଣ କରିପାରିଲାନି ବିମାନ

ଭୁବନେଶ୍ୱରରେ ଘନ କୁହୁଡି ପାଇଁ ହଇରାଣ ହୋଇଛନ୍ତି ବିମାନଯାତ୍ରୀ. ଭୁବନେଶ୍ୱର-ବେଙ୍ଗାଲୁରୁ ଏୟାର ଏସିଆ ଫ୍ଲାଇଟ ବିଳମ୍ବ ଥିବାରୁ ତାକୁ ନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖା ଦେଇଛି ଉତ୍ତେଜନା. ଅନ୍ୟପଟେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବିମାନ କୋଲକାତାରେ...

ପୁଣି ନାବାଳିକା ଗର୍ଭବତୀ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଛି. ମାତ୍ର ଶିଶୁଟି ମରିଯାଇଥିବା ସୂଚନା ମିଳିଛି. ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜ ପ୍ରେମିକ...

ହାତେଇଲେ ତିନୋଟି ଆୱାର୍ଡ

ବିରାଟ କୋହଲୀ ଆଇସିସି ଆୱାର୍ଡସ-2018ରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆଇସିସି ଆୱାର୍ଡସର ତିନୋଟି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି. ନିଜର ଦକ୍ଷତା ଓ ଉତ୍ତମ ଅଧିନାୟକତ୍ୱରେ ଭାରତୀୟ ଟିମ୍ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି....
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...