ବିଜେଡିକୁ ଫେରିବେ ଦିଲ୍ଲୀପ ରାୟ
ବିଜେପି ଛାଡିଥିବା ଦିଲ୍ଲୀପ ରାୟ ପୁଣି ବିଜେଡିକୁ ଫେରିବେ. ଆଜି ଦିଲ୍ଲୀପ ରାୟ ନବୀନ ନିବାସ ଯିବା ପରେ ଏମିତି ସମ୍ଭାବନା ସୃଷ୍ଟି ହୋଇଛି. ବିଜେଡି ଗଠନ ପରେ ନବୀନଙ୍କ ସହ ବିଜୁ ଅନୁଗତ ଦିଲ୍ଲୀପ ରାୟଙ୍କ ମତଭେଦ ହୋଇଥିଲା....
ବିଜେଡି ଛାଡିଲେ ପ୍ରୀତିନନ୍ଦା
ଗୁରୁବାର ବରିଷ୍ଠ ନେତା ଦାମୋଦର ରାଉତ ବିଜେପରେ ମିଶିଛନ୍ତି । ଗୋଟିଏ ପଟେ ପୁଅ ସମ୍ବିତଙ୍କୁ ପାରାଦୀପରୁ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁଥିବା ବେଳେ ଏବେ ତାଙ୍କ ଝିଅ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରୀତିନନ୍ଦା ଭୁବନେଶ୍ଵରର ଓ୍ଵାର୍ଡ ନମ୍ବର...
ପଦ୍ମ ଧରିଲେ ବଳଭଦ୍ର
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବଳଭଦ୍ର ଗତ ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ଅଣଦେଖା କରୁଥିବା ସେ କହିଥିଲେ । ସେ ଆହୁରି କହିଥିଲେ...
ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା
ବିଜେଡିରେ ଯୋଗ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା. ଶନିବାର ସେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି. ଓଡିଶାବାସୀଙ୍କ ପ୍ରତି ନବୀନଙ୍କ ଥିବା ଅଗାଢ ଭଲପାଇବା...
କଂଗ୍ରେସ ଛାଡିଲେ ପ୍ରକାଶ
କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା. ଦଳରେ ତାଙ୍କୁ ଅବହେଳା କରାଯାଇଥିବାରୁ ସେ ଇସ୍ତଫା ଦେଇଛନ୍ତି . ଦଳରେ ତାଙ୍କୁ ଅଣଦେଖା କରାଯାଇଛି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଯୋଗ ଶୁଣିନଥିବା ସେ କହିଛନ୍ତି. ତେବେ...
ଦିଲ୍ଲୀରୁ ଫେରି ବର୍ଷିଲେ ଦାମ
ବିଜେପିରେ ମିଶିବା ପରେ ଓଡିଶା ଫେରିଛନ୍ତି ଦାମ ରାଉତ । ବିମାନ ବନ୍ଦରରେ ପହଂଚିବା ପରେ ଦଳୀୟ କର୍ମୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଦେଇ ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଦାମଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ...
ବିଜେଡିରୁ ଇସ୍ତଫା ଦେଲେ ସୁକାନ୍ତ ନାୟକ
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ବୋଲି କହିଛନ୍ତି । ଜିଲ୍ଲା ବିଜେଡି ସଭାପତିଙ୍କ ପ୍ରତି ବିଷୋଦଗାର କରିବା ସହ ତାଙ୍କ ବିରୋଧରେ...
ରାହୁଲଙ୍କ ପ୍ରତିଶ୍ରୁତି ବର୍ଷା
ନିର୍ବାଚନୀ ବିଗୁଲ ବାଜିବା ପରେ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ପରେ ରାହୁଲ ନିକଟରେ ତିନୋଟି ରାଜ୍ୟରେ...
ପଦ୍ମ ଧରିଲେ ଦାମ
ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା...
ପକେଇଥିବା ଛେପ ଢୋକେନି
ଗୁରୁବାର ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ ଛାଡ଼ିଥିବା ବେଳେ ନବୀନଙ୍କ ଉପରେ ବିଷ ଓଗାଳିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ପୁଅ ନବୀନ ନିବାସରେ ଥିବା ବେଳେ ଦାମବାବୁ ବିଜେଡି ଦଳ ଏବଂ ଏହାର ମୁଖ୍ୟ ନବୀନଙ୍କ...

















