ସରକାର ହସ୍ତକ୍ଷେପ କରନ୍ତୁ: ଗଜପତି
ସେବାୟତଙ୍କ ଜିଦଖୋର ମନୋଭାବ ଯୋଗୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ନେଇ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି ସେ କହିଛନ୍ତି...
ଧସେଇ ପଶିଲେ ଭକ୍ତ
ଶ୍ରୀମନ୍ଦିର ନୁହେଁ ସମୁଦ୍ର ବେଳାଭୂମି ବୁଲନ୍ତୁ । ପୁରୀରେ ଆହୁରି ଅନେକ ମନ୍ଦିର ରହିଛି ସେଠି ଯାଇ ବି ବୁଲାବୁଲି କରନ୍ତୁ । ଶ୍ରୀମନ୍ଦିର ଖୋଲିଲେ ପ୍ରଭୁଙ୍କୁ ଦର୍ଶନ କରିବେ, ନ ହେଲେ ନାହିଁ । ବିଶୃଙ୍ଖଳା ନୁହଁ, ବେଳେବେଳେ...
ଶ୍ରୀଜୀଉଙ୍କ ଦର୍ଶନ ନପାଇ ଭକ୍ତ ନିରାଶ
ବାରମ୍ବାର ପୋଲିସ ଓ ସେବାୟତଙ୍କ ବିବାଦ ମଧ୍ୟରେ ପେଷି ହୋଇଯାଉଛନ୍ତି ମହାପ୍ରଭୁ । ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୋଇନି । ଦ୍ୱାର ନ ଫିଟିବାରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମଧ୍ୟ ନିରାଶ ହୋଇଛନ୍ତି ଭକ୍ତ । ଶ୍ରୀଜୀଉଙ୍କ ଦର୍ଶନ...
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ରେ ଥିବା ଅଡିଟୋରିୟମରେ ପହଞ୍ଚି ଏହାକୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା...
ପୁଣି ଦାନା ଧରୁଛି ବେବିନା ଆନ୍ଦୋଳନ
ପିପିଲିର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇବା ପରେ ମନ୍ତ୍ରୀ ପ୍ରଦିପ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଏବେ ରାଜନୀତି ଦାନା ବାନ୍ଧିଛି । ମହାରଥୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।...
ନବୀନଙ୍କ ନଅଟି ପ୍ରଶ୍ନ
ବିଜୁ ଜନତା ଦଳର 21 ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାବେଶରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଅଟି ପ୍ରଶ୍ନ ପଚାରିଛନ୍ତି. ଜାତୀୟ ରାଜପଥ, ରେଳପଥ, ଇଣ୍ଟରନେଟ, ବ୍ୟାଙ୍କ ସୁବିଧା, ଫସଲ ବୀମା, କୋଇଲା ରୟାଲଟି...
ଲାଗିବ ଅବଢା ଦର ଚାର୍ଟ୍ , ଆରମ୍ଭ ହେବ ଟିକଟ ଦର୍ଶନ ବ୍ୟବସ୍ଥା
ନୂଆବର୍ଷରୁ ଶ୍ରୀକ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ । ଆନନ୍ଦ ବଜାରରେ ଲାଗିବ ଅବଢା ଦର ଚାର୍ଟ । ଶ୍ରଦ୍ଧାଳୁମାନେ ଚାର୍ଟ ଦେଖି ସଠିକ୍ ମୂଲ୍ୟରେ କିଣିପାରିବେ ଅବଢା । ଅବଢ଼ା ଦର ସହ କୁଡୁଆ ସାଇଜ୍ ବି ଚାର୍ଟରେ...
ସହାୟତା ନୁହେଁ, ଆର୍ଥିକ ସ୍ୱତନ୍ତ୍ରତା ଦିଅ
ଆମକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ । ଓଡିଶା ଟଙ୍କାରେ କେମିତି ଓଡିଶା ଲୋକଙ୍କ ଉନ୍ନତି ହେବ, ସେଥିପାଇଁ ଆମକୁ ଆର୍ଥିକ ସ୍ୱତନ୍ତ୍ରତା ଦିଅ । ଓଡିଶାର ହକ୍ ପାଇଁ ଆମ ଆନ୍ଦୋଳନ ଜାରି ରହିବ...
ଆଞ୍ଚଳିକ ଦଳ ଇତିହାସରେ ରେକର୍ଡ
ଏକୋଇଶି ପୁରିଗଲା ବିଜୁ ଜନତା ଦଳକୁ. ଓଡିଶାର ରାଜନୀତିକ ଇତିହାସରେ ଆଞ୍ଚଳିକ ଦଳ ଭାବେ ନୂଆ ରେକର୍ଡ. ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଡିସେମ୍ବର ୨୬, ୧୯୯୭ରେ ପ୍ରତିଷ୍ଠା ଲାଭ କରିଥିବା ବିଜେଡି କେବଳ ୨୧ ବର୍ଷ ପୁରା କରିନି,...
କଂଗ୍ରେସର ସଙ୍ଗୀନ ଅଭିଯୋଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହିଲେ. ଦିନିକିଆ ଗସ୍ତରେ ଓଡିଶା ଆସି ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଯେଉଁ ବିକାଶର ସ୍ବପ୍ନ ଦେଖାଇଲେ, ସେଥିରେ ସତ ଅପେକ୍ଷା ମିଛ ବେଶୀ. ଏମିତି ଅଭିଯୋଗ କରିଛି କଂଗ୍ରେସ. ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ...









