ମୋବାଇଲରୁ ମୋବାଇଲ ଘୁରୁଛି ପ୍ରଶ୍ନପତ୍ର
ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ୱେ କିପରି...
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା
ଶୁକ୍ରବାରଠୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା. ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ସମୁଦାୟ 2953 କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ମୋଟ 5 ଲକ୍ଷ 87 ହଜାର ଛାତ୍ରଛାତ୍ରୀ. ପରୀକ୍ଷା...
ପୁଣି ଫେଲ୍ ଜନନୀ ସୁରକ୍ଷା ଯୋଜନା
ମାଲକାନଗିରି ଜିଲ୍ଲାରେ ପୁଣି ଭାରାରେ ବୁହାହେଲେ ଗର୍ଭବତୀ ମହିଳା. ଫେଲ୍ ମାରିଲା ଜନନୀ ସୁରକ୍ଷା ଯୋଜନା. ଘଟଣା ଘଟିଛି ନିଲାକାମ୍ବୋ ପଂଚାୟତ ଅନ୍ତର୍ଗତ ପଡାଲପୁଟ ଗାଁରେ . ଏହି ଗାଁର ସମାରି ଖରା ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା...
ବରଗଡରେ ମୁଖ୍ୟମନ୍ତ୍ରୀ : ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବରଗଡ ସୋହେଲାରେ ବିଶାଳ ଚାଷୀ ମହାସମାବେଶକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ସହ କାଳିଆ କେବଳ ଓଡିଶା ନୁହେଁ, ସମଗ୍ର ଦେଶର ଚାଷୀଙ୍କ ପାଇଁ ଏକ ଆଦର୍ଶ ଯୋଜନା...
12 ଘଣ୍ଟିଆ ଓଡିଶା ବନ୍ଦ
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ. ମାଷ୍ଟରକ୍ୟାଣ୍ଟିନ ଛକରେ ଚାଷୀମାନେ ଧାରଣା ଦେଇଛନ୍ତି. କୃଷକ ସଂଗଠନ ପକ୍ଷରୁ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ...
ଓଡିଶା ବନ୍ଦ
ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ରାଜ୍ୟରେ କୃଷି ସମସ୍ୟା ନେଇ ଏହି ବନ୍ଦ ଡାକରା ଦିଆଯାଇଛି. ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଡାକରା ଦିଆଯାଇଛି. ତେବେ ଧାନ...
କେନ୍ଦ୍ର ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ : ନବୀନ
ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ. କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି. ପୁରୀ ଜିଲ୍ଲାର କଣାସ ଓବ୍ରହ୍ମଗିରିର କେରାଣ୍ଡିଆରେ ଆୟୋଜିତ ସମାବେଶରେ...
ଓଡିଶାରେ ଯୋଗୀ
ଓଡିଶାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିର ଭବାନୀପାଟଣାରେ ଜନ ସମାବେଶକୁ ଉଦବୋଧନ ଦେଇଛନ୍ତି ବିଜେପିର ଏହି ଷ୍ଟାର ପ୍ରଚାରକ. ଭବାନିପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ଯୋଗୀ...
ଆତଙ୍କର ଅନ୍ତ
ଗତ ଦୁଇଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ଯନ୍ତାରେ ପଡିଛି. ବିମାନବନ୍ଦର ନିକଟ କାର୍ଗୋ ଗେଟ ପାଖରେ ବସାଯାଇଥିବା ଯନ୍ତାରେ ଧରା ପଡିଛି ବାଘ. ବାଘକୁ ଧରିବା ପାଇଁ ଯନ୍ତାରେ ଛେଳି ଓ କୁକୁଡା ରଖାଯାଇଥିଲା....
ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମହାସଂଘର ବିକ୍ଷୋଭ
ଚିଟଫଣ୍ଡ ଦୁର୍ନିତୀ ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘ. ସରକାର ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଠକିଛନ୍ତି ଏବଂ ଯୋଜନା ପରେ ଯୋଜନା କରି ଖାଲି ଭୁତାଉଛନ୍ତି ବୋଲି ସଂଘ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି. ଚିଟଫଣ୍ଡ...
















