25.6 C
Bhubaneswar
Monday, July 27, 2026
-Advertisement-

ଶକ୍ତିକାନ୍ତ ଦାସ ହେଲେ ଆରବିଆଇର ନୂଆ ଗଭର୍ଣ୍ଣର

ଆରବିଆଇ ଗଭର୍ଣ୍ଣର ପଦରେ ଥିବା ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏବେ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ପଦରେ ନିଯୁକ୍ତ କରାଯାଇଛି. ପୂର୍ବତନ ଅର୍ଥ ସଚିବ ଥିବା ଶକ୍ତିକାନ୍ତଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ବୋଲି ସୂଚନା ରହିଛି. ତେବେ...

ହାରିବା ପରେ ଇସ୍ତଫା ଦେଲେ ରମଣ ସିଂ

ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ । ରାଜ୍ୟପାଳଙ୍କୁ ସେ ନିଜର ଦାବିପତ୍ର ପଠାଇଥିବା ସୂଚନା ମିଳିଛି । ଛତିଶଗଡରେ ଦୀର୍ଘ ୧୫ ବର୍ଷ ପରେ ବିଜେପି ସରକାରକୁ ମାତ ଦେଇ...

କେସିଆରଙ୍କ କମାଲ

ଏବେବି ତେଲେଙ୍ଗାନାରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା କେସିଆର । ଏହି ନିର୍ବାଚନ ଫଳାଫଳରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ଗାଜୱେଲ ବିଧାନସଭା ଆସନରୁ ୫୦ ହଜାର ଭୋଟ ବ୍ୟବଧାନରେ ନିଜର...

ଫିକା ପଡିଲା ମୋଦି ମ୍ୟାଜିକ୍

୫ ରାଜ୍ୟରେ ଭୋଟ ଗଣତି ଚାଲିଥିବାବେଳେ ବିଜେପି-କଂଗ୍ରେସ ମଧ୍ୟରେ ଲାଗିଛି କଡା ଟକ୍କର । ଏଥର କିଏ ସରକାର ଗଢିବ ? ଏହାକୁ ନେଇ ପୁରା ଦେଶର ନଜର ରହିଛି । ବିଜେପିର ଦୁର୍ଗ କୁହାଯାଉଥିବା ଛତିଶଗଡରେ ବିଜେପିକୁ ଲାଗିଛି ଶକ୍ତ...

ମିଜୋରାମ ବିଧାନସଭା ନିର୍ବାଚନରେ ହାରିଲେ ମୁଖ୍ୟମନ୍ତ୍ରୀ ଥାନାୱାଲା

୫ ଥର ମୁଖ୍ୟମନ୍ତ୍ରୀ ହୋଇଆସୁଥିବା ଥାନହଲାଙ୍କୁ ଲାଗିଛି ବଡ ଝଟକା । ମିଜୋରାମ ବିଧାନସଭା ନିର୍ବାଚେନରେ ଚାମ୍ଫାଇ ଦକ୍ଷିଣ ଆସନରେ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ଥାନାୱାଲା ଏମ୍‌ଏନ୍‌ଫ୍‌ର ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ପରାଜିତ ହୋଇଛନ୍ତି। ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦ୍ୱିତୀୟ ଆସନ...

ପଦ୍ମକୁ ଝଟକା

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ଲାଗିଛି । ମଧ୍ୟପ୍ରଦେଶ , ରାଜସ୍ଥାନ ଓ ଛତିଶଗଡରେ ବିଜେପିକୁ ଝଟକା ଲାଗିଛି । ଦିନ ୧ଟା ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ୧୧୨ ଟି...
video

ଧାନକିଣା ରାଜନୀତି: ବିରୋଧୀ କହିଲେ ବ୍ୟତିକ୍ରମ, ସରକାର କହିଲେ କାର୍ଯ୍ୟାନୁଷ୍ଠାନ

ପୁଣି ବିରୋଧୀଙ୍କ ସମାଲୋଚନାର ଶୀକାର ହେଲେ ରାଜ୍ୟ ସରକାର । ଧାନ କିଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସମଗ୍ର ରାଜ୍ୟରେ ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ବିରୋଧୀ...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତଙ୍କ ଇସ୍ତଫା

ଇସ୍ତଫା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲ. ମିଳିଥିବା ସୂଚନା ଅନୁଯାୟୀ, ଉର୍ଜିତ ପଟେଲ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ଧରି ମତାନ୍ତର ଦେଖାଦେଇଥିଲା. ଉର୍ଜିତଙ୍କ ଇସ୍ତଫା ପଛରେ ଅସନ୍ତୋଷ ଥିବା କୁହାଯାଉଛି. ପୂର୍ବରୁ ବସିଥିବା...

ଟିମ୍ ଇଣ୍ଡିଆର ଆଡିଲେଡ ବିଜୟ

୧୫ ବର୍ଷର ବ୍ୟବଧାନ ପରେ ଆଡିଲେଡ୍‌ ଓଭାଲଠାରେ ଭାରତୀୟ ଦଳର ପ୍ରଥମ ବିଜୟ । ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି। ପ୍ରଥମ ଟେଷ୍ଟରେ ଏହି...

କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ଡିସେମ୍ବର ୧୧ରୁ ଆରମ୍ଭ ହେବ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏନେଇ ରବିବାର ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ...
- Advertisement -

Latest article

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ

ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪...

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...