ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ଅଫିସର ସଂଘ ଏହି ବନ୍ଦ ଡାକରା ଦେଇଛି । ବେତନ ସଂଶୋଧନ ଓ ସରକାରୀ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଧର୍ମଘଟ କରାଯାଉଛି । କେବଳ ସୋମବାରକୁ...
୨୪ରେ ଆସୁଛନ୍ତି ମୋଦି
ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳୀୟ ବିଫଳତା ପରେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବହୁ ଆଗରୁ ପୂର୍ବ ଭାରତରେ ଓଡିଶାକୁ ଫୋକସ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା...
ପ୍ରେମ ନୁହେଁ ପ୍ରବଞ୍ଚନା
ପ୍ରେମରେ ବିଶ୍ୱାସ କରୁଥିଲା ପ୍ରେମିକା । ଏତେ ବିଶ୍ୱାସ କରୁଥିଲା ଯେ, ଶେଷରେ ନିଜ ଘର ଛାଡି ପ୍ରେମିକ ସହ ଚାଲି ଆସିଥିଲା ପ୍ରେମିକା । ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ସ୍ୱପ୍ନ ଦେଖୁଥିଲା ସେ...
ପଛୁଆ ଅଞ୍ଚଳର ଝିଅଙ୍କ ପାଇଁ ଉଦାହରଣ
ପଛୁଆ ଗାଁର ଆଗୁଆ ଝିଅ ପ୍ରଭାତି ଝୁଡିଆ । ଝୋଡିଆ ସମ୍ପ୍ରଦାୟର ପ୍ରଭାତି ନାରୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ସେ ପାଇଛନ୍ତି ଓଏଏସ । ରାୟଗଡା ଜିଲ୍ଲା କାଶୀପୁର...
ସର୍ଗିଫୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜଧାନୀ ଭୁବନେଶ୍ୱରରେ ସର୍ଗିଫୁଲ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ୟୁନିଟ୍ ୧ରେ ତିନିଦିନ ଧରି ଚାଲିବ। ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲାରୁ ଅନୁସୂଚିତ ଜାତି...
ବିଜେପି ଯିବେ ବୈଜୟନ୍ତ !
ବିଜେପିରେ ଯୋଗ ଦେଇପାରନ୍ତି ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ବୈଜୟନ୍ତ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ...
ଆରମ୍ଭ ହେଲା ଅପରାଜିତାଙ୍କ ରାଜ୍..
ଆଇଏଏସ ଚାକିରି ଛାଡି ଅପରାଜିତା ବିଜେପିରେ ଯୋଗଦେବା ପରେ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହଙ୍କ ଠାରୁ ବର ପାଇ ଆସିଥିବାରୁ ଅପରାଜିତାଙ୍କ ପ୍ରଭାବ...
ଚାଷୀ ପାଇଁ କାନ୍ଦିବେ ସମସ୍ତେ!
ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବା ପଛରେ କାମ କରିଛି ଚାଷୀ ପ୍ରସଙ୍ଗ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରକୁ ଆସିଲା । ତେଣୁ ୨୦୧୯ରେ...
ଆଇପିଏଲ ଅକ୍ସନ ୨୦୧୯: ଉନାଦକତ ଦାମୀ ଖେଳାଳୀ, ଅଲୋଡା ହେଲେ ଯୁବରାଜ
2019 ଆଇପିଏଲର 12ତମ ସିଜିନ ପାଇଁ ଚଳିତ ବର୍ଷର ଖେଳାଳୀଙ୍କ ନିଲାମୀ ପ୍ରକ୍ରିୟା ଜୟପୁର ଠାରେ ଆରମ୍ଭ କରାଯାଇଛି. ତେବେ ଭାରତୀୟ ଖେଳାଳୀଙ୍କୁ 2 କୋଟିରୁ ଅଧିକ ମୂଲ୍ୟ ସ୍ଥାନରେ ସ୍ଥାନ ମିଳିନାହିଁ. ସମୁଦାୟ ଉପରେ 351 ଜଣ କ୍ରିକେଟର...
ମହିଳା ଆଇଏଏସ ଅଫିସରଙ୍କୁ ବିଜେପି ବିଧାୟକଙ୍କ ନାଲି ଆଖି
‘ମୁଁ ଜଣେ ବିଧାୟକ, ମୋର କ୍ଷମତା କେତେ ତମେ ଜାଣିନାହଁ’ । ଫତେପୁର ସିକ୍ରିର ବିଜେପି ବିଧାୟକ ଉଦୟଭାନ ଚୌଧରି ଆଗ୍ରାର ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଗାରିମା ସିଂଙ୍କୁ ଏମିତି ଢଙ୍ଗରେ ଧମକ୍ ଦେଉଥିବା କ୍ୟାମେରାରେ ରେକର୍ଡ ହୋଇଛି । ବିଧାୟକଙ୍କ...







