31.1 C
Bhubaneswar
Sunday, October 25, 2026
-Advertisement-

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତଙ୍କ ଇସ୍ତଫା

ଇସ୍ତଫା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲ. ମିଳିଥିବା ସୂଚନା ଅନୁଯାୟୀ, ଉର୍ଜିତ ପଟେଲ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ଧରି ମତାନ୍ତର ଦେଖାଦେଇଥିଲା. ଉର୍ଜିତଙ୍କ ଇସ୍ତଫା ପଛରେ ଅସନ୍ତୋଷ ଥିବା କୁହାଯାଉଛି. ପୂର୍ବରୁ ବସିଥିବା...

ଟିମ୍ ଇଣ୍ଡିଆର ଆଡିଲେଡ ବିଜୟ

୧୫ ବର୍ଷର ବ୍ୟବଧାନ ପରେ ଆଡିଲେଡ୍‌ ଓଭାଲଠାରେ ଭାରତୀୟ ଦଳର ପ୍ରଥମ ବିଜୟ । ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି। ପ୍ରଥମ ଟେଷ୍ଟରେ ଏହି...

କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ଡିସେମ୍ବର ୧୧ରୁ ଆରମ୍ଭ ହେବ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏନେଇ ରବିବାର ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ...

ପିକନିକ୍ ହେଲା କାଳ: ଚାଲିଗଲା ୪ ଜୀବନ

ପିକନିକ୍ ହେଲା କାଳ.  14 ଜଣଙ୍କୁ ନେଇ ପିକନିକ୍ ଯାଇଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ 3 ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କୁ କଟକ ବଡ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଛି. ତେବେ ସୂଚନା ଅନୁସାରେ,...

‘ଯଦି ସାହସ ଅଛି ମୋତେ ଗିରଫ କର’

ପୁଣି ଥରେ ଚର୍ଚ୍ଚାରେ ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ. ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସେ ପୁଣିଥରେ ଚର୍ଚ୍ଚାଘେରକୁ ଆସିଛନ୍ତି. ତେବେ ସେ ଖୋଲାଖୋଲି ଓଡିଆଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି, ଆଉ କହିଛନ୍ତି, ଯଦି ସାହସ ଅଛି ତାହାଲେ ମୋତେ ଗିରଫ...

ମହାକାଳପଡାରେ ବସୁଧା ଯୋଜନା

କେନ୍ଦ୍ରାପଡା ମହାକାଳପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାକାଳପଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାକାଳପଡା ସରୁମୁହିଁରେ ବସୁଧା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।...

୫ଟି ରାଜ୍ୟର ଏକଜିଟ ପୋଲ୍ ରିପୋର୍ଟ : ଭୁଷୁଡିଯିବ କି ବିଜେପି ଦୁର୍ଗ ! 

ଶେଷ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଡିସେମ୍ବର ୧୧ରେ ଫଳାଫଳ ଘୋଷଣା ହେବା ପୂର୍ବରୁ ପ୍ରକାଶ ପାଇଛି ଏକଜିଟ ପୋଲ ରିପୋର୍ଟ । ପ୍ରକାଶିତ ରିପୋର୍ଟ ଅନୁଯାୟୀ ନିର୍ବାଚନ ଫଳ ବିଜେପି...

ମହୁମାଛିଙ୍କ ଗୁଞ୍ଜରଣ ରୋକିବ ହାତୀ ମୃତ୍ୟୁ

ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ । ବିଶେଷକରି ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ହାତୀ ମୃତ୍ୟୁକୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ...

ଶ୍ରୀକାନ୍ତଙ୍କ ଚକ୍ରାନ୍ତକୁ ନିରଞ୍ଜନଙ୍କ ଚକମା 

କଂଗ୍ରେସରେ ଶୃଙ୍ଖଳା ରାଜନୀତି । ଦଳକୁ ଶୃଙ୍ଖଳିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ପ୍ରଥମରୁ ଦଳ ଭିତରେ ରହି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଆକ୍ସନ ନିଆଯାଇଛି । ସେଥିପାଇଁ...

୧୭ରେ ସୁରଟ ଯିବେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଗୁଜୁରାଟର ସୁରଟ ଗସ୍ତରେ ଯାଉଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୁରଟର ଓଡିଆମାନେ କିଛି ମାସ ତଳେ ନବୀନଙ୍କୁ ଭେଟି ତାଙ୍କୁ ଆମନ୍ତ୍ରଣ...
- Advertisement -

Latest article

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...

Twindor VIP Free Spins: Wielkość i Częstotliwość

Spis treściStruktura programu VIP w TwindorTypowa liczba free spinów na różnych poziomach VIPCzęstotliwość otrzymywania free spinówWarunki obrotu i kluczowe ograniczeniaJak aktywować i odebrać free...

Czas odstawienia Spinimax: Jak długo to naprawdę trwa?

Spis treściProces wypłaty środków krok po krokuStandardowe czasy przetwarzania wypłatWeryfikacja konta (KYC) i jej wpływ na czas wypłatyCzynniki wpływające na opóźnienia w wypłatachJak przyspieszyć...