31.1 C
Bhubaneswar
Sunday, October 25, 2026
-Advertisement-

ରାଜନୀତି ଫୋକସରେ ଓଡିଶା : ଆସୁଛନ୍ତି ମୋଦି-ରାହୁଲ

୨୦୧୯ ନିର୍ବାଚନକୁ ନେଇ ସବୁଆଡେ ଚାଲିଛି ଜୋରଦାର ପ୍ରଚାର । ଏବେଠାରୁ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଉଠିଛି । ଦେଶର ପ୍ରମୁଖ ରାଜନୈତିକ ଦଳ ଗୁଡିକର ନେତାମାନେ ବିଭିନ୍ନ ରାଜ୍ୟକୁ ଯାଇ ନିଜ ଆଡକୁ ନେବା ପାଇଁ ଚେଷ୍ଟା...

ହାତ ଛାଡି ଶଙ୍ଖ ଧରିଲେ ଚକ୍ରଧର

ହାତ ଛାଡି ଶଙ୍ଖ ଧରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ । ଗୁରୁବାର ନବୀନ ନିବାସକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ...

ପ୍ରସଙ୍ଗ ମହିଳା ସଂରକ୍ଷଣ: ୨୨ ଦଳକୁ ଭେଟିବ ବିଜେଡି

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଶକ୍ତି ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା କସରତରେ ବିଜେଡି ଜାତୀୟସ୍ତରରେ ବି ଅନ୍ୟ ଦଳକୁ ପଛରେ ପକାଇ ଦେଇଛି । ସମର୍ଥନ ହାତେଇବାକୁ...
video

ପିଠାକୁ ନେଇ ବିଜେଡି-ବିଜେପି ମଧ୍ୟରେ କଳି

ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀରେ ପିଠା ଯୋଜନାକୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ଏହା ପିଠା ନୁହେଁ ବିଧା ମାରିବା ଯୋଜନା । ଧର୍ମେନ୍ଦ୍ରଙ୍କୁ...

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-2018 ଘୋଷଣା କରାଯାଇଛି. ତେବେ ଏହାକୁ ନେଇ ଓଡିଶା ସାହିତ୍ୟପ୍ରମୀଙ୍କ ପାଇଁ ଏକ ଖୁସି ଖବର ରହିଛି. କାରଣ ଚଳିତ ବର୍ଷ ଜଣେ ନୁହେଁ ବରଂ ତିନିଜଣ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ...

କଟକରେ ସ୍ୱିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକ ସେକ୍ଟର-1 ରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରିଛନ୍ତି. ଉଦଘାଟନ ପରେ ପ୍ରକଳ୍ପ ଜାଗାକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ପରେ ଏହି ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ...

ନରମିଲେ ସରକାର, ଅଭିଜିତଙ୍କୁ ମିଳିବ ଜାମିନ

କୋଣାର୍କ ମନ୍ଦିର ଓ ଓଡିଶାର ଗାରିମା ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଙ୍ଗୀୟ ଯୁବକ ଅଭିଜିତ ଅୟାର ମିତ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି. ରାଜ୍ୟ ସରକାର ଅଭିଜିତଙ୍କ ଉପରୁ ସମସ୍ତ ଆରୋପ ପ୍ରତ୍ୟାହାର କରିନେଇଛନ୍ତି.କୋଣାର୍କ ଓ...

ଶେଷ ହେଲା ପରୀକ୍ଷାମୂଳକ ଅବଢା ରୋଷେଇ, ଖୁବଶୀଘ୍ର ପ୍ରକାଶ ପାଇବ ଦର ତାଲିକା

ଶେଷ ହୋଇଛି ପରୀକ୍ଷାମୂଳକ ଅବଢା ରୋଷେଇ । ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ହୋଇନଥିବା ବେଳେ ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସୁଚନାଅନୁସାରେ ପୁରୀ...
video

ଡାଡିଙ୍କ କାରନାମା

ଢେଙ୍କାନାଳ ସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ ପରିଚାଳିତ ସେଲଟର ହୋମ ଯୌନ ନିର୍ୟାତନା ଖବର ଚର୍ଚ୍ଚାକୁ ଆସିବା ପରେ ଏବେ ଏହାର ମୁଖ୍ୟ ଫୟେଜ ରେହମାନଙ୍କ କାରନାମା ଖୋଲିବାରେ ଲାଗିଛି. ସେଲଟର ହୋମ ପଛର ମନ୍ଦ ଉଦ୍ଦେଶ୍ୟ...

ରିମାଣ୍ଡରେ ରେହମାନ: ଖୋଲିବ ଗୁମର

ମଙ୍ଗଳବାରଠାରୁ ୨ ଦିନିଆ ରିମାଣ୍ଡରେ ଯାଇଛନ୍ତି ସେଲଟର୍‌ ହୋମ୍‌ ମୁଖ୍ୟ ଫୟାଜ୍‌ ରେହମାନ ଓରଫ ଡାଡି । ସେଲଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଓ ଧର୍ମାନ୍ତୀକରଣ ଅଭିଯୋଗରେ ଢେଙ୍କାନାଳ ପୋଲିସ ୩ ଦିନରେ ରିମାଣ୍ଡରେ ନେବାକୁ ପୋକ୍ସୋ କୋର୍ଟରେ ଆବେଦନ...
- Advertisement -

Latest article

Twindor VIP Free Spins: Wielkość i Częstotliwość

Spis treściStruktura programu VIP w TwindorTypowa liczba free spinów na różnych poziomach VIPCzęstotliwość otrzymywania free spinówWarunki obrotu i kluczowe ograniczeniaJak aktywować i odebrać free...

Czas odstawienia Spinimax: Jak długo to naprawdę trwa?

Spis treściProces wypłaty środków krok po krokuStandardowe czasy przetwarzania wypłatWeryfikacja konta (KYC) i jej wpływ na czas wypłatyCzynniki wpływające na opóźnienia w wypłatachJak przyspieszyć...

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...