25.1 C
Bhubaneswar
Tuesday, October 27, 2026
-Advertisement-

ପୁଣି ଥରେ ଆରମ୍ଭ ହେବ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସଲାମାବାଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, ମାର୍ଚ୍ଚ ୨୩ ରୁ ୨୪ ମଧ୍ୟରାତ୍ରି ମଧ୍ୟରେ ଯୁଦ୍ଧବିରତି ଶେଷ ହୋଇଛି। ଇସଲାମାବାଦ ଆଫଗାନିସ୍ତାନ...

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାରା ଭାରତ ଉପରେ ପଡ଼ିଛି । ଏହି ସଙ୍କଟ ପରିସ୍ଥିତିକୁ କିପରି ସଫଳତାର ସହିତ ମୁକାବିଲା କରାଯିବ ସେଥିପାଇଁ ସତର୍କତାର ସହିତ ଭାରତ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟରେ...

ଇରାନ ନୌସେନାର କମାଣ୍ଡର, ତାଙ୍ଗସିରିଙ୍କ ମୃତ୍ୟୁ

ଇରାନକୁ ଲାଗିଛି ଶକ୍ତ ଝଟକା । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ନୌସେନାର କମାଣ୍ଡର ରିଅର ଆଡମିରାଲ ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ହୋଇଥିବାର ଦାବି କରିଛି ଇସ୍ରାଏଲ୍ । ଜଣେ ଇସ୍ରାଏଲୀ ଅଧିକାରୀ ଦାବି କରିଛନ୍ତି ଯେ ଆମେରିକା-ଇସ୍ରାଏଲର ମିଳିତ...

ଭାରତରେ ନିର୍ମାଣ ହେବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ଏବେ ଭାରତ ଓ ଆମେରିକା ମିଳିତ ଭାବରେ ଅସ୍ତ୍ରଶସ୍ତ୍ର ବିକଶିତ ଏବଂ ଉତ୍ପାଦନ କରିବେ। ଏହି ଆଲୋଚନା ଦୁଇ ଦେଶର ପ୍ରତିରକ୍ଷା ନୀତି ଗୋଷ୍ଠୀର ୧୮ତମ ବୈଠକରେ ହୋଇଥିଲା। ଏହି ପଦକ୍ଷେପ ପାଇଁ ଦୁଇ ଦେଶର ଯୋଜନା ବୁଧବାର ସମୀକ୍ଷା...

ବାଂଲାଦେଶର ପଦ୍ମା ନଦୀରେ ଖସି ପଡ଼ିଲା ବସ୍‌, ୨୩ ଜଣଙ୍କର ମୃତ୍ୟୁ

ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଫେରିରେ ଚଢ଼ିବା ସମୟରେ ନିୟନ୍ତ୍ରଣ ହରାଇ ପଦ୍ମା ନଦୀରେ ଖସି ପଡ଼ିଛି। ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଗଞ୍ଜାମ ଜଳସେଚନ ପ୍ରକଳ୍ପର SDO

ଗଞ୍ଜାମ ଭଞ୍ଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ୟାଳୟ ପୋଲସରା ଏବଂ ୫ଟି ଜାଗାରେ ଚଢ଼ାଉ...

SCB ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ

ଆଜି ବିଧାନସଭାରେ ସୁରୁଖୁରୁରରେ ଚାଲିପାରିଲାନି ଗୃହ। SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡି ବିଧାୟକ ନାରାବାଜି କରିଛନ୍ତି।...

ଗୃହରେ BJDର କଳା ପୋଷାକ ପ୍ରତିବାଦକୁ ନିନ୍ଦା କଲା BJP

ଏସସିବି ଘଟଣାକୁ ନେଇ ଗୃହରେ ଆଜି କଳା ଟି-ସାର୍ଟ ପିନ୍ଧି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି। ଯାହା ଫଳରେ ବାଚସ୍ପତି ବାଧ୍ୟ ହୋଇ ପ୍ରଶ୍ନକାଳକୁ ବାତିଲ କରିଥିଲେ। ବିଜେଡିର...

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପାକିସ୍ତାନରେ ହେବ ଆଲୋଚନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା ପାକିସ୍ତାନରେ ହୋଇପାରେ। ଟ୍ରମ୍ପ ସୋସିଆଲ ମିଡିଆରେ,ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନିମନ୍ତ୍ରଣର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି।...

ଓଡିଶାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ; ମୁଖ୍ୟମନ୍ତ୍ରୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ,୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୁର୍ଣ୍ଣ ମାଓ ମୁକ୍ତ ରାଜ୍ୟ। ଏବେ ରାଜ୍ୟରେ କେବଳ ୧୫ ଜଣ ମାଓବାଦୀ ସକ୍ରିୟ ଅଛନ୍ତି।ସେମାନେ କନ୍ଧମାଳ, କଳାହାଣ୍ଡି...
- Advertisement -

Latest article

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...

How Daytonaspin Protects Against Account Hacks

Contents1. Mandatory Two-Factor Authentication (2FA)2. Advanced Encryption and Data Handling Protocols3. Proactive Account Monitoring and Alerts4. The KYC Verification Process: A Protective Barrier5. Your...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...