ପାରମ୍ପରିକ ଲୁକ୍ ରେ ଅନୁଷ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜର ଫିଲ୍ମ ‘ସୁଇଧାଗା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି. ବୁଧବାର ଅନୁଷ୍ଠିତ ହୋଇଥିବା 34 ତମ ପ୍ରିୟଦର୍ଶିନୀ ଏକାଡେମୀ ଗ୍ଲୋବାଲ୍ ଆୱାର୍ଡ ଉତ୍ସବରେ ଅନୁଷ୍କା ନଜର ଆସିଥିଲେ. ତେବେ ବନାରସୀ ଶାଢିରେ ବେଶ୍ ସୁନ୍ଦର ଲାଗୁଥିଲେ...
ସ୍କିଲ ଇଣ୍ଡିଆ କ୍ୟାମ୍ପେନର ବ୍ରାଣ୍ଡ ଆମ୍ବାସାଡର ହେଲେ ବରୁଣ-ଅନୁଷ୍କା
ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ହେଲେ ସ୍କିଲ୍ ଇଣ୍ଡିଆ କ୍ୟାମ୍ପେନର ବ୍ରାଣ୍ଡ୍ ଆମ୍ବାସାଡର. ତେବେ ଏହି ଦୁଇ ଯୋଡୀଙ୍କୁ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ‘ସୁଇ-ଧାଗା’ଫିଲ୍ମରେ ମୁଖ୍ୟ କଳାକାର ଭାବେ ଦେଖିବାକୁ ମିଳିଛି. ଏହି ଫିଲ୍ମ ମାଧ୍ୟମରେ...
‘ମେଡ୍ ଇନ୍ ଚାଇନାର’ ପ୍ରଥମ ପୋଷ୍ଟର
ରିଲିଜ୍ ହୋଇଛି ‘ମେଡ୍ ଇନ୍ ଚାଇନା’ର ପ୍ରଥମ ପୋଷ୍ଟର. ଏହାର ପ୍ରଥମ ପୋଷ୍ଟରରେ ଅଭିନେତା ରାଜକୁମାର ରାଓ ଏବଂ ମୋନି ରଏଙ୍କୁ ଦେଖିବାକୁ ମିଳିଛି. ତେବେ କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ଫିଲ୍ମ ଦର୍ଶକଙ୍କ...
ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ପର୍ଣ୍ଣଷ୍ଟାର୍ ସନ୍ନି ଲିଓନଙ୍କୁ
ବଲିଉଡ ବୋଲ୍ଡ କୁଇନ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକ ଦେଖିପାରିବେ ଦିଲ୍ଲୀରେ । କାହିଁକି ନା ଦିଲ୍ଲୀସ୍ଥିତ ମାଡାମ ତୁଷାଡ୍ସ ମ୍ୟୁଜିଅମରେ ମଙ୍ଗଳବାର ଠାରୁ ସ୍ଥାନିତ ହୋଇଛି ପର୍ଣ୍ଣଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି । ଚଳିତ ବର୍ଷ...
୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍ କରୁଛନ୍ତି ଅନୁପ ଜଲୋଟା
ଭଜନ ଗାୟକ ଅନୁପ ଜଲୋଟା ବିଗ୍ ବସ୍ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ । ସେ ୨୮ ବର୍ଷୀୟା ଗାୟିକା ଜସଲିନ୍ ମାଥୁରଙ୍କ ସହ ଏହି ଶୋରେ ନଜର ଆସିବେ ବୋଲି ଜଣାପଡିଛି । ହେଲେ ଏହା ପୂର୍ବରୁ...
କପିଲ୍ ଙ୍କ କମବ୍ୟାକ୍
ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଟିଭି ସୋରୁ ଦୂରେଇ ରହିଥିବା କମେଡି କିଙ୍ଗ୍ କପିଲ୍ ଶର୍ମା ପୁଣିଥର କମବ୍ୟାକ୍ କରୁଛନ୍ତି । କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ ବରଂ ନିଜ ଫିଲ୍ମ ମାଧ୍ୟମରେ । ସୁସ୍ଥ ହେବା...
ବଞ୍ଚିଗଲେ ଅଭିନେତା ଅନୁଭବ !
କୁହାଯାଏ ଯାହାର ପରମାୟୁ ଥିବ ତାକୁ କୈାଣସି ବିପଦ ଛୁଇଁପାରିବ ନାହିଁ. ଆଜି ତାହା ପ୍ରମାଣିତ ମଧ୍ୟ ହୋଇଛି. ଅଳ୍ପକେ ବଞ୍ଚିଯାଇଛନ୍ତି ସାଂସଦ ତଥା ସିନେ ଅଭିନେତା ଅନୁଭବ ମହାନ୍ତି. ସେ ଏକ ସିନେମାର ସୁଟିଂ ପାଇଁ ଜମ୍ମୁ କାଶ୍ମୀର...
ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ 2.0 ର ଟିଜର
ଗଣେଶ ଚତୁର୍ଥୀ ଅବସରରେ ଦର୍ଶକମାନଙ୍କୁ ଉପହାର ସ୍ୱରୂପ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ହାଇ ବଜେଟ ଫିଲ୍ମ 2.0ର ଟିଜର ରିଲିଜ ହୋଇଛି. ଫ୍ୟାନମାନଙ୍କ ପାଇଁ ଆଣିଦେଇଥିବା ଏହି ଭେଟି ଗଣେଶ ପୂଜାରେ ସିନେମାହଲରେ କମାଲ ଦେଖାଇବ. ଏହି ଫିଲ୍ମରେ...
‘ନମସ୍ତେ ଇଂଲଣ୍ଡ’ର ଫାର୍ଷ୍ଟ ଟ୍ରାକ୍
ରିଲିଜ ହୋଇଛି ଅର୍ଜୁନ କପୂର ଏବଂ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ଫାର୍ଷ୍ଟ ସଙ୍ଗ୍ । ‘ତେରେ ଲିୟେ’ ଏହି ସଙ୍ଗରେ ଅର୍ଜନୁ ଏବଂ ପରିଣୀତିଙ୍କ କେମେଷ୍ଟ୍ରି ଖୁବ୍ ସୁନ୍ଦର ହୋଇଛି । ସଙ୍ଗ୍ ରେ ରୋମାଣ୍ଟିକ...
ଆସିଲା ‘ଜଲେବି’ର ଟ୍ରେଲର
ରିଲିଜ ହୋଇଛି ଫିଲ୍ମ ‘ଜଲେବି’ର ଟ୍ରେଲର । ଟ୍ରେଲରରେ ଡେବ୍ୟୁଟାଣ୍ଟ ବରୁଣ ମିତ୍ରଙ୍କ ସହ ‘ମେରେ ଡାଡ କି ମାରୁତି’ ଫେମ୍ ରିଆ ଚକ୍ରବର୍ତ୍ତି ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଫିଲ୍ମରେ ଢେରସାରା ରୋମାଣ୍ଟିକ ସିନ୍ ଦେଖିବାକୁ ପାଇବେ...
















