89 ବର୍ଷରେ ସୁର ସାମ୍ରାଜ୍ଞୀ ଲତା
89 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର । ନିଜ କଣ୍ଠରେ ସାରା ଦୁନିଆକୁ ବାନ୍ଧି ରଖିଥିବା ଲତା ନିଜ ଜନ୍ମଦିନକୁ ଆଜି ପାଳନ କରିଛନ୍ତି । ୧୩ ବର୍ଷ ବୟସରେ ମରାଠି ଫିଲ୍ମ ‘କିଟି...
ଅୟସର ନାହିଁ ବୟସ: ବିଗ୍ ବସ୍ ହାଉସରେ ଅନୁପ ଜଲୋଟାକୁ କିସ୍ କଲେ ଜସମିନ୍
ଟିଭି ଦୁନିଆର ସବୁଠାରୁ କଣ୍ଟ୍ରୋଭର୍ସିଆଲ ଶୋ’ର ୧୨ତମ ସିଜିନ ଆରମ୍ଭ ହୋଇଯାଇଛି । ଚଳିତ ସିଜିନରେ ପ୍ରଥମଥର ପାଇଁ ପ୍ରତିଯୋଗୀମାନେ ଯୋଡି ଏବଂ ସିଙ୍ଗଲ ଭାବେ ଭାଗ ନେଇଛନ୍ତି । ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଭଜନ ସମ୍ରାଟ ଅନୁପ ଜଲୋଟା...
ବାହୁବଳୀକୁ ଟକ୍କର ଦେବ କି ଏହି ଫିଲ୍ମ?
ରିଲିଜ୍ ହୋଇଛି ମଲ୍ଟିଷ୍ଟାର ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’ର ଟ୍ରେଲର । ଅମିର ଖାନ ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଠଗସ ଅଫ ହିନ୍ଦୁ ସ୍ଥାନ’କୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ । କିନ୍ତୁ ତା ପୂର୍ବରୁ...
ଅଦାଲତକୁ ଗଲେ ସଲମାନ
ବଲିଉଡ ଭାଇଜାନ ସଲମାନ ଖାଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ନିକଟରେ ତାଙ୍କ ନିର୍ମିତ ଫିଲ୍ମ ‘ଲଭରାତ୍ରୀ’ ର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରଟି ରିଲିଜ ହେବା ପରେ ତାଙ୍କୁ ମିଳୁଛି ଧମକ । ଏଥିପାଇଁ ସେ କୋର୍ଟର...
କହୁ….କହୁ କହିଦେଲେ ମନର ମଣିଷ କଥା: ନେହା
ବର୍ତ୍ତମାନ କଣ୍ଠଶିଳ୍ପୀ ନେହା କକ୍କର ଓ ହିମାଶଂ କୋହଲୀଙ୍କୁ ନେଇ ବଲିଉଡ୍ ରେ ଚର୍ଚ୍ଚା ବେଶ୍ ଜୋର୍ ଧରିଛି. ଶେଷରେ ଏହି ଘନିଷ୍ଠ ସଂପର୍କ ଉପରୁ ପରଦା ହଟିଛି. ଏକ ରିୟଲିଟି ସୋ’ରେ ଜଜ୍ ର ଦାୟିତ୍ୱ ତୁଲାଉଥିବା ନେହା...
ହସ୍ପିଟାଲରେ ଭର୍ତ୍ତୀ ହେଲେ କମେଡି କୁଇନ ଭାରତୀଙ୍କ ସହ ପତି ହର୍ଷ
କମେଡି କୁଇନ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ କିଛିଦିନ ତଳେ ବିଗ ବସ ପାଇଁ ଚର୍ଚ୍ଚାରେ ଥିଲେ । ପରେ ଖବର ଆସିଥିଲା କି ଏହି ଦୁଇଜଣ ବିଗ ବସ ୧୨ରେ ଭାଗ ନେଉନାହାଁନ୍ତି । ବର୍ତ୍ତମାନ...
ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି. ସେ ସିଡନୀରୁ ମେଲବର୍ଣ୍ଣ ଯାତ୍ରା କରୁଥିବାବେଳେ ବେଳେ ଏହା ଘଟିଛି. ବିମାନ ବନ୍ଦରରେ ଚେକ୍ ଇନ୍ ସମମୟରେ ତାଙ୍କୁ ଏହି ଅପ୍ରିତିକର ପରିସ୍ଥିତିକୁ ସାମ୍ନା କରିବାକୁ...
ଓଡିଶାର ପୁପୁଲ୍ ଭୂୟାଁ ହେଲେ ଅପେରା ମିସ୍ ଇଣ୍ଡିଆ ଗ୍ଲୋବାଲ୍ 2018: ବଲିଉଡ୍ ରେ କରିବେ ଏଣ୍ଟ୍ରି
ସମୟକ୍ରମେ ଓଡିଶାର ପିଲା ଧିରେଧିରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର କଳା ପ୍ରଦର୍ଶନ କରି ଓଡିଶା ପାଇଁ ଗୌରବ ଆଣିଦେବାରେ ସଫଳ ହୋଇପାରିଛନ୍ତି. ଏହାକୁ ବାଦ୍ ଦେଲେ ଓଡିଶାର କଳାକାରମାନେ ମଧ୍ୟ ସେମାନଙ୍କ କଳାକୁ ଓଡିଶା ବାହାରେ ପ୍ରଦର୍ଶନ...
ପରଲୋକରେ କଳ୍ପନା ଲାଜମୀ
ବଲିଉଡ ଫିଲ୍ମ ନିର୍ମାତା କଳ୍ପନା ଲାଜମୀଙ୍କର ରବିବାର ଭୋର ୪ଟା ୩୦ରେ ଦେହାନ୍ତ ହୋଇଛି । ୬୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ହେଲା କିଡନୀ କର୍କଟ ରୋଗରେ ପୀଡିତ ଥିଲେ...
କ୍ୟାନ୍ସରରେ ପୀଡ଼ିତ ଆୟୁଷମାନଙ୍କ ପତ୍ନୀ,କହିଲେ ଆଞ୍ଜେଲିନା ଜୋଲିର ହାଫ୍ ଇଣ୍ଡିଆନ୍ ଭର୍ସନ
ଅଭିନେତା ଆୟୁଷମାନ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ୍ ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ହେବା ପରେ ବିଚଳିତ ନହୋଇ ସାହାସର ସହ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଏବେ ଜିରୋ ଷ୍ଟେଜ୍ ରେ ରହିଛି ବୋଲି ବିଭିନ୍ନ ପରୀକ୍ଷା ପରେ...






