ରୋଗରେ ପୀଡିତ ଅନୁଷ୍କା
ରୋଗରେ ପୀଡିତ ଥାଇ ମଧ୍ୟ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଫିଲ୍ମ ସୁଇ ଧାଗାର ପ୍ରମୋସନ କରୁଛନ୍ତି. ବ୍ୟକ୍ତିଗତ ଓ ବ୍ୟବସାୟିକ ଜୀବନକୁ ସନ୍ତୁଳିତ ରଖିବା ପାଇଁ ଅନୁଷ୍କା ହେଉଛନ୍ତି ଏକ ଆଦର୍ଶ ଉଦାହରଣ. ନିଜ ଆଗାମୀ ଫିଲ୍ମ...
ରିଲିଜ୍ ହେଲା ଟ୍ରେଲର ‘ନମସ୍ତେ ଇଂଲଣ୍ଡ’
ରିଲିଜ ହୋଇଛି ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ଟ୍ରେଲର । ଟ୍ରେଲରରେ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ରୋମାଣ୍ଟିକ ସିନ୍ ଦେଖିବାକୁ ମିଳିଛି । ଏହି ଫିଲ୍ମ ୨୦୦୭ ରେ ଆସିଥିବା ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା...
ସଲମାନଙ୍କୁ ମିଳିଲା ଆଶ୍ୱସ୍ତି
ଶେଷରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୋଧାପୁର ସିସନ କୋର୍ଟରୁ ଆଶ୍ୱସ୍ତି ମିଳିଛି. ବାହାରକୁ ଯିବା ପୂର୍ବରୁ ବାରମ୍ବାର କୋର୍ଟର ଅନୁମତି ନେବାରୁ କୋର୍ଟ ସଲମାନଙ୍କୁ ମୁକ୍ତି ଦେଇଛନ୍ତି. ସଲମାନଙ୍କ ଓକିଲ ଏଚ.ଏମ ସାରସ୍ୱତ କହିଛନ୍ତି, ଏବେ ବିଦେଶ ଯାତ୍ରା...
ଦ୍ୱିତୀୟ ସନ୍ତାନର ବାପା ହେଲେ ସାହିଦ
ବଲିଉଡ ଅଭିନେତା ସାହିଦ କପୁର ପୁଣି ଥରେ ବାପା ହୋଇଛନ୍ତି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ମୀରା ରାଜପୁତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସାହିଦ ପ୍ରଥମେ ଏକ ଝିଅର ପିତା ଥିଲେ ଏବେ ସେ ଏକ...
ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବୁଧବାର ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସୁଧାର ଆସିଥିବା ଜଣାପଡିଛି । ସୁଚନାଅନୁଯାୟୀ ୯୫ ବର୍ଷୀୟ ଏହି ଅଭିନେତା ଛାତିରେ...
ବଲିଉଡରେ ପାଦ ଦେବା ପୂର୍ବରୁ ଶିକ୍ଷକତା କରିସାରିଥିବା ଅଭିନେତା
ଏମିତି କିଛି ଅଭିନେତା ଅଛନ୍ତି ଯିଏ ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ. ଖିଲାଡି ଅକ୍ଷୟ କୁମାର ଅଭିନୟ କରିବା ପୂର୍ବରୁ ମୁମ୍ବାଇର ଏକ କଲେଜରେ କଳା ବିଭାଗର ଶିକ୍ଷକ ଥିଲେ. ତେବେ ଅକ୍ଷୟଙ୍କୁ ବାଦ୍ ଦେଲେ ଏମିତି...
ୟଙ୍ଗ ଅଡିଅନ୍ସଙ୍କୁ ପାଗଳ କରିଛି ‘ଜଲେବି’
ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଇଥିବା ଅପକମିଂ ଫିଲ୍ମ ‘ଜଲେବି’ର ନ୍ୟୁ ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମର ପୋଷ୍ଟର ଦେଖି ଏବେଠୁ ଦିୱାନା ହେଲେଣି ଦର୍ଶକେ । ଏହି ପୋଷ୍ଟରରେ...
ପରଦାରେ ‘ସ୍ତ୍ରୀ’
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ହରର କମେଡି ଫିଲ୍ମ ‘ସ୍ତ୍ରୀ’ । ଫିଲ୍ମର ନିର୍ଦ୍ଦେଶନା ଅମର କୌଶିକ ଦେଇଥିବାବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଦିନେଜ ବିଜାନ । ଫିଲ୍ମର କାହାଣୀ...
ସାଉଦି ଆରବରେ ରିଲିଜ ହେଲା ଫିଲ୍ମ ‘ଗୋଲ୍ଡ’
ଖିଲାଡୀ ଅକ୍ଷୟ କୁମାରଙ୍କ ସ୍ପୋର୍ସ ଓ ଡ୍ରାମା ଫିଲ୍ମ ଗୋଲ୍ଡ ଇତିହାସ ସୃଷ୍ଟି କରିଛି. ଫିଲ୍ମଟି ଶହେ କୋଟି କ୍ଲବରେ ସାମିଲ ହୋଇଛି. ତେବେ ଭାରତୀୟ ବଜାରରେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ବେଳେ ସାଉଦି ଆରବରେ ପ୍ରଥମ ବଲିଉଡ...
ନୂଆ ଧମାକା ନେଇ ଆସୁଛି ବିଗବସ୍-୧୨
ଛୋଟ ପରଦାର ବିଗବସ୍-୧୨ ଏବେ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହେବ । ଏଥିରେ ଦେଖିବାକୁ ମିଳିବ ‘ବିଚିତ୍ର ଯୋଡି ’ଙ୍କ କମାଲ । ଏହି କାର୍ଯ୍ୟକ୍ରମର ଆରମ୍ଭ ପାରମ୍ପରିକ ସେଟ୍ ଲୋନାୱାଲାରେ ନହୋଇ ଗୋଆରେ ହେବ । ସୂଚନା...






