ଶାଢୀ ସହ ଟାଏରେ ଅଭିନେତ୍ରୀ ତାପସୀ ପନ୍ନୁ..
କୋର୍ଟରୁମ୍ ଡ୍ରାମାରେ ବେଷ୍ଚ ଫିଲ୍ମ ମୁଲ୍କ୍ କୁ ସିନେପ୍ରେମୀଙ୍କ ବହୁମାତ୍ରାରେ ପ୍ରଶଂସା ମିଳିଛି .ବକ୍ସ ଅଫିସ୍ ରେ ଏହି ସିନେମାଟି ଭଲ ବ୍ୟବସାୟ କରିଥିବାରୁ ଏହି ଟିମ୍ ଏକ ବଡ ପାର୍ଟିର ଆୟୋଜନ କରିଥିଲେ .ଏହି ପାର୍ଟିରେ ଅଭିନେତ୍ରୀ ତାପସୀଙ୍କୁ...
ପୁଅ ଜନ୍ମ ଦିନରେ ସାମିଲ୍ ହୋଇପାରିଲେନି ସୋନାଲୀ…
କ୍ୟାନସର ସହ ଲଢେଇ କରୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବ୍ରେନ୍ଦ୍ରେ ପ୍ରଥମଥର ପାଇଁ ନିଜ ପୁଅ ରଣବୀର ର 13 ତମ ଜନ୍ମଦିନରେ ସାମିଲ୍ ହୋଇପାରିନାହାନ୍ତି . ବର୍ତ୍ତମାନ ସେ ନିୟୁର୍କରେ କ୍ୟାନସର୍ ଚିକିତ୍ସା କରାଉଛନ୍ତି .ତେବେ ସେ ପୁଅର...
ବ୍ୟବସାୟରରେ ବି ମାହିର ସୁନିଲ୍ ସେଠୀ..
ଅଭିନେତା ସୁନିଲ୍ ସେଠୀ ନିଜର ଚମତ୍କାର ଅଭିନୟ ବଳରେ ବଲିଉଡରେ ଯେମିତି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି, ବ୍ୟବସାୟରେ ବି ସେମିତି ସଫଳ ହୋଇଛନ୍ତି. 110ଟି ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇଥିବା ସୁନିଲ ଗୋଟିଏ ବର୍ଷରେ ଶହେ...
ୟୁଟ୍ୟୁବରେ ଧମାଲ୍ ସର୍ଟ ଫିଲ୍ମ ‘ମିଆଁ କଲ୍ ଆନା’
ତିନ୍ ତଲାକକୁ ନେଇ ଦେଶରେ ବିତର୍କ ଲାଗି ରହିଥିବା ବେଳେ ଏବେ ଏହା ଉପରେ ଏକ ସର୍ଟ ଫିଲ୍ମ ନିର୍ମାଣ ହୋଇଛି । ଏହାର ପ୍ରଯୋଜନା କରିଛନ୍ତି ନବାଜୁଦ୍ଦିନ ସିଦ୍ଦିକ. ସର୍ଟ ଫିଲ୍ମ ‘ମିଆଁ କଲ୍ ଆନା’ ମଧ୍ୟ ଖୁବ୍...
ପରଦାରେ ବିଶ୍ୱରୂପମ-୨
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା କମଲ ହାସନଙ୍କ ଅଭିନୀତ ଫିଲ୍ମ ବିଶ୍ୱରୂପମ-୨। ଏହି ଫିଲ୍ମଟି ୨୦୧୩ରେ ରିଲିଜ୍ ହୋଇଥିବା ବିଶ୍ୱରୂପମର ଦ୍ୱିତୀୟ ଭାଗ। ଏଥିରେ ମୁଖ୍ୟ ଭୂମିକାରେ ନିଜେ କମଲ ହାସନ ଅଭିନୟ କରିଛନ୍ତି। ଫିଲ୍ମଟି ୨୦୧୩ରେ ରିଲିଜ୍ ହୋଇଥିଲା।...
“ଦିଲବର” ପରେ କମରିୟାଁରେ ଠୁମକା ଲଗାଇଲେ ନୋରା
() ରାଜ କୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ 'ସ୍ତ୍ରୀ' ର ଦ୍ୱିତୀୟ ଗୀତ ରିଲିଜ୍ ହୋଇଛି । ଏହି ଗୀତରେ ପୁଣିଥରେ ଦିଲବର ଗର୍ଲ ନୋରା ଫତେହିଙ୍କ ଜଲୱା ଦେଖିବାକୁ ମିଳିଛି । ନୋରା ଫତେହିଙ୍କ...
ଖୁସି ଖବର, ୬ ବର୍ଷ ପରେ ପରଦାକୁ ଫେରିବେ କରିସ୍ମା
କରିସ୍ମାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର। କରିସ୍ମା ନିଜ ଫ୍ୟାନମାନଙ୍କ ପାଇଁ ନେଇଆସୁଛନ୍ତି ଏକ ସୁନ୍ଦର ଉପହାର। ଖବର ଅନୁସାରେ କରିସ୍ମା ପୁଣି ଥରେ ପରଦାକୁ ଫେରୁଛନ୍ତି। କୁହାଯାଉଛି ଯେ ସେ ସିରିଅଲ୍ ଏବଂ ଫିଲ୍ମ ନିର୍ମାତା ଏକତା କପୁରଙ୍କ...
‘ମନମର୍ଜିଆ’ ଟ୍ରେଲର ରିଲିଜ୍
ରିଲିଜ୍ ହୋଇଛି ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ମନମର୍ଜିଆର ଟ୍ରେଲର। ୨ ବର୍ଷର ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଅଭିଷେକ ବଚନ। ଫିଲ୍ମରେ ଅଭିଷେକଙ୍କ ସହ ତାପସୀ ପନ୍ନୁ ଭିକି କୌଶଲଙ୍କ ଲଭ ଷ୍ଟୋରୀ ମଧ୍ୟ ଦେଖିବାକୁ ପାଇବେ...
‘ସୁଇଧାଗା’ର ଲୋଗୋ ରିଲିଜ୍
ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅପକମିଂ ଫିଲ୍ମ ‘ସୁଇଧାଗା’ର ଲୋଗୋ ରିଲିଜ୍ ହୋଇଛି। ଲୋଗୋରେ ଅନୁଷ୍କା, ବରୁଣ ଫିଲ୍ମର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ୟୁଟ୍ୟୁବରେ ଏହି ଲୋଗୋ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି...
ପୁଣି ପରଦାରେ ନିଜ ଆକ୍ଟିଙ୍ଗର ଯାଦୁ ଦେଖାଇବେ କାଜଲ
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପରଦା ଉପରେ ନିଜ ଅଭିନୟର ଯାଦୁ ଦେଖାଇବେ କାଜଲ । ଫିଲ୍ମ ହେଲିକେପ୍ଟର ଇଲା ରେ ମା ଚରିତ୍ରରେ ନଜର ଆସିବେ କାଜଲ । ଏଭଳି ଏକ ଭିନ୍ନ ସ୍ୱାଦର ଫିଲ୍ମ ପାଇଁ...






