ଓଲିଉଡକୁ ଆଉ ଏକ ଧକ୍କା, ପରଲୋକରେ ରାଜୁ ମିଶ୍ର
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ । ଜଟଣୀସ୍ଥିତ ବାସଭବନରେ ବସିଥିବା ବେଳେ ହଠାତ୍ ଟଳିପଡିଥିଲେ ସେ । ତେବେ ତାଙ୍କର ହୃଦଘାତରେ ପରଲୋକ ହୋଇଥିବା କୁହାଯାଉଛି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା ।...
ଅକ୍ଟୋବର ୨୬ରେ ରୋହନପ୍ରୀତଙ୍କୁ ମ୍ୟାରେଜ କରିବେ ନେହା!
ନିଜ ବିବାହକୁ ନେଇ ବେଶ୍ ଖୁସି ଅଛନ୍ତି ସିଙ୍ଗର ନେହା କକ୍କର । ନିକଟରେ ରୋହନପ୍ରିତଙ୍କ ସହ ରିଲେସନସିପ ନେଇ ସ୍ୱିକାର କରିଛନ୍ତି ନେହା । ରୋହନପ୍ରୀତଙ୍କୁ ଖୁବ୍ ଶୀଘ୍ର ମ୍ୟାରେଜ କରିବାକୁ ଯାଉଛନ୍ତି ନେହା କକ୍କର ।...
ସବ୍ୟସାଚୀଙ୍କୁ ମହାତ୍ମାଗାନ୍ଧୀ ସେବା ସମ୍ମାନ
ଓଲିଉଡ୍ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧି ସେବା ସମ୍ମାନ । ଭାରତୀୟ ସା୍ୁଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ଜାତୀୟ ମହାତ୍ମା ଗାନ୍ଧି ସେବା ସମ୍ମାନ ଅଭିନେତା ଓ...
ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ନୁହେଁ
ଚର୍ଚ୍ଚା ଲାଗି ରହୁଥିଲା କି ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ହୋଇଥିବ । ଅର୍ଥାତ ବିଷ ଦ୍ୱାରା ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି । ଏହି କଥାରେ ଆଜି ପୂର୍ଣ୍ଣଛେଦ ପଡିଛି । ସୁଶାନ୍ତ ସିଂ ରାଜପୁତ ମାମଲାରେ...
୯୧ ବର୍ଷ ବୟସରେ ସ୍ୱର ସାମ୍ରାଜ୍ଞୀ
ସ୍ୱର ସାମ୍ରାଜ୍ଞୀ , ମେଲୋଡି କୁଇନ, ଭଏସ ଅଫ ଇଣ୍ଡିଆ ଲତା ମଙ୍ଗେସକର ଆଜି ୯୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଭାରତ ରତ୍ନ ସ୍ୱର ସାମ୍ରାଜ୍ଞୀଙ୍କ ପାଖରେ ଯେମିତି ବୟସ ହାର ମାନିଛି । ଦେଶରେ...
କରୋନାରେ ବାଲ୍ ସୁବ୍ରମଣ୍ୟମଙ୍କ ପରଲୋକ
ଆଉ ନାହାଁନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଏସ.ପି.ବାଲ ସୁବ୍ରମଣ୍ୟମ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଅଗଷ୍ଟ ପ୍ରଥମ ସପ୍ତାହରୁ କରୋନା ଆକ୍ରାନ୍ତ...
ଡ୍ରଗ୍ସ ମାମଲାରେ ଦୀପିକା
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଛି । କେଉଁ କଳାକାରମାନେ ଏହି କାରବାରରେ ସମ୍ପୃକ୍ତ ଥିଲେ ସେମାନଙ୍କର ବିରୋଧରେ ତଦନ୍ତକୁ ଗତୀଶିଳ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ...
ଅଭିନେତା ଶ୍ରୀତମ ଦାସଙ୍କୁ କରୋନା
ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା । ନିଜେ ଟୁଇଟ କରି ସେ ଏହି ସୂଚନା ଦେଇଛନ୍ତି । କରୋନାରେ ସଙ୍କ୍ରମିତ ହୋଇଥିବାରୁ ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି । ସମସ୍ତେ ସତର୍କ ରହିବା ସହ କିଛି ଦିନ...
ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍
ଆଉ ଆମ ଗହଣରେ ନାହାଁନ୍ତି ଯାତ୍ରା କଳାକାର ଏବଂ ଯାତ୍ରାର ଫେମସ ଚେହେରା ଭିକୁ ସେଠ୍ । ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦାରରୁ କଟକ ହସ୍ପିଟାଲ...
ଫ୍ୟାନମାନଙ୍କୁ ଖୁସି ଖବର ଜଣାଇଲେ ବିରାଟ-ଅନୁଷ୍କା
ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଜୀବନରେ ଯୋଡ଼ି ହେବାକୁ ଯାଉଥିବା ନୁଆ ମେମ୍ବରଙ୍କ ବିଷୟରେ ନିଜ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି...



















