ସକାଳ ଜଳଖିଆ ନ କଲେ କଣ ଅସୁବିଧା ହୁଏ ?
ଶରୀରର ସମସ୍ତ କ୍ରିୟାକୁ ଠିକ୍ ରଖିବା ପାଇଁ ଜଣେ ବ୍ୟକ୍ତି ଦିନରେ 2-3 ଥର ଖାଦ୍ୟ ଗ୍ରହଣ କରିଥାଏ. ତେବେ ଏହି ଖାଦ୍ୟ ଭିତରେ ସକାଳ ଜଳଖିଆ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ. କାରଣ ସକାଳ ଜଳଖିଆରୁ ହିଁ ଜଣେ ବ୍ୟକ୍ତିକୁ...
କିପରି ପାଣି ପିଇବା ଉଚିତ୍ ?
ଖାଦ୍ୟ ଖାଇବା ପରେ ହେଉ କିମ୍ବା ଖାଇବା ପୂର୍ବରୁ ହେଉ ଶୋଷ ସମସ୍ତଙ୍କୁ ଲାଗେ. କିଏ ପାଣି କେତେ ପିଉଛି ତାହା ଜରୁରୀ ନୁହେଁ ବରଂ ଛିଡା ହୋଇ ପାଣି ପିଉଛନ୍ତି ନା ବସିକି ପିଉଛନ୍ତି ତାହା ଜରୁରୀ. ତେବେ...
ଆରୋଗ୍ୟ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ
ଶୀତ ଋତୁ ଏକ ଏଭଳି ଋତୁ ଯାହା ସାଙ୍ଗରେ ବିଭିନ୍ନ ପ୍ରକାର ରୋଗକୁ ନେଇ ଆସିଥାଏ. ଆଉ ବିଶେଷକରି ଏହି ଋତୁରେ ଆମକୁ ଶରୀରର ଯତ୍ନ ନେବା ମଧ୍ୟ ଆବଶ୍ୟକ ହୋଇଥାଏ. ସାଧାରଣତଃ ଶୀତ ଦିନେ ରକ୍ତ ଚାପ ସହ...
ମନ୍ଦାର ଫୁଲ ପତ୍ର ଖାଇବା ଦ୍ୱାରା ଭଲ ହୋଇଥାଏ ଏହି ରୋଗ
ମନ୍ଦାର ଫୁଲ ହେଉଛି ଏକ ଫୁଲ ଯାହା ସମସ୍ତଙ୍କ ବଗିଚାରେ ଅତି ସହଜରେ ମିଳିଯାଏ. ମନ୍ଦାର ଫୁଲକୁ ସମସ୍ତେ ପୂଜା କରନ୍ତି ସତ, ହେଲେ ଏହାର ପତ୍ର ଯେ ଆମ ଶରୀର ପାଇଁ କେତେ ଉପକାରୀ ଏହା ସମସ୍ତେ ଜାଣନ୍ତିନି....
ଲବଙ୍ଗ ଖାଇବାର ଚମତ୍କାରିତା
ପ୍ରତିଟି ଘରେ ଲବଙ୍ଗ ଅତି ସହଜରେ ମିଳିଯାଏ. ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ ତାକୁ ବହୁତ କମ୍ ଲୋକ ଜାଣିଥାନ୍ତି. ପ୍ରତିଦିନ ରାତିରେ ଆପଣ ଶୋଇବା ପୂର୍ବରୁ ଯଦି ଦୁଇଟି ଲବଙ୍ଗ...
ଜଲଦି ପତଳା ହେବାର ଉପାୟ
ଆଜିକାଲିର ଯୁବପିଢି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଡାଏଟ୍ କରିବା ସହ ଜିମ୍ ଯାଉଛନ୍ତି. ତା ପରେ ବି ସେମାନେ ସ୍ଲିମ୍ ଫିଗର ପାଇପାରୁନାହାନ୍ତି. ଅନ୍ୟପଟେ ସ୍ଲିମ୍ ଫିଗର ପାଇବା ବି ଏତେ ସହଜ କଥା...
ଯଦି ରୁଟି ଖାଉଛନ୍ତି, ତାହାଲେ ଜାଣି ରଖନ୍ତୁ ଏହି କଥା
ସାଧାରଣତଃ ସମସ୍ତେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି ଆଉ ଖାଦ୍ୟରେ ରୁଟିକୁ ସାମିଲ ମଧ୍ୟ କରିଥାନ୍ତି. ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସବୁବେଳେ ରୁଟି ଖାଇବା ଦ୍ୱାରା ଏହା ଆମ ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ଏହାର ଖରାପ...
ଚା ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ଭାରତ ଏକ ଏପରି ରାଷ୍ଟ୍ର ଯେଉଁଠି ସକାଳ ହେଲେ ସମସ୍ତଙ୍କୁ ଚା ଦରକାର ହୁଏ. ଚା’ ରୁ ହିଁ ଦୈନନ୍ଦିନ ଆରମ୍ଭ ହୋଇଥାଏ. ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚା’ ପିଇବାକୁ ପସନ୍ଦ କରିଥାନ୍ତି. ଚା’ ପିଇବା ଆମ ଶରୀର...
ଫୁଲ କୋବି ଖାଇବାର ଫାଇଦା
ଫୁଲ କୋବି. ସବୁଜ ପନିପରିବା ଭିତରେ ଅନ୍ୟତମ ହେଉଛି ଏହି କୋବି. ଶୀତ ଦିନରେ ସମସ୍ତଙ୍କର ଅତି ପ୍ରିୟ ପରିବା କୁହାଯାଉଥିବା ଏହି କୋବିରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ....
ଶରୀର ପାଇଁ ଖିସମିସ୍ କାହିଁକି ଉପକାରୀ ?
ଖିସମିସ ହେଉଛି ଏକ ଡ୍ରାଏ ଫ୍ରୁଟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି. ଅଙ୍ଗୁରକୁ ସୁଖାଇ ପ୍ରସ୍ତୁତ କରାଯାଉଥିବା ଏହି ଖିସମିସରେ ସେହି ସବୁ ଗୁଣ ରହିଥାଏ, ଯାହା ଅଙ୍ଗୁରରେ ଥାଏ. ସାଧାରଣତଃ ଖିସମିସକୁ ମିଠା, କ୍ଷୀରି ଏବଂ ଅନ୍ୟ...