ଭାରତକୁ ମିଳିଲା ଆଉ ଏକ ଭାକ୍ସିନ୍
କୋଭିଡ ପ୍ରତିଷେଧକ ଭାବେ ଭାରତରେ ଆଉ ଏକ ଟିକାକୁ ମିଳିଲା ଅନୁମତି । ଜନସନ୍ ଆଣ୍ଡ ଜନସନ୍ ଟିକାର ସିଙ୍ଗଲ ଡୋଜ୍ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି । ଏ ସଂପର୍କରେ ଟ୍ବିଟ୍ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...
ରାଜ୍ୟରେ କରୋନା ମୃତ୍ୟୁ 5 ହଜାର ଟପିଲା
ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ଚବିଶ ଘଣ୍ଟାରେ 66 ଜଣଙ୍କ କରୋନାଜନିତ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା 5058ରେ ପହଞ୍ଚିଛି । ଗତ ଚବିଶ ଘଣ୍ଟାରେ ରାଜ୍ୟରେ 2215 ଜଣ କରୋନା...
ବୁଲେଇ ବଙ୍କେଇ ସତ ମାନିଲେ ..
ବୁଲେଇ ବଙ୍କେଇ ସତ ମାନିଲେ ସରକାର । ପ୍ରତିଦିନ କୋଭିଡ ଜନିତ ମୃତ୍ୟୁସଂଖ୍ୟା ଘୋଷଣା କରି ଆସୁଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏବେ ମିଛ ଗୋଳେଇବା ଆରମ୍ଭ କରିଛି । ପ୍ରତିଦିନ ସରକାର ଘୋଷଣା କରୁଥିବା କୋଭିଡଜନିତ ମୃତ୍ୟୁସଂଖ୍ୟା...
‘ଜଗନ୍ନାଥ ହୋ’ ଭଜନ ପ୍ରତିଯୋଗିତାର ଅଡିସନ ରାଉଣ୍ଡରେ ଭାଗ ନେଲେ ପ୍ରତିଯୋଗୀ
ଓଡିଆ ଡିଜିଟାଲ ଚ୍ୟାନେଲ ‘ତକ୍ଷକ ଟିଭି’ ପକ୍ଷରୁ ରଥଯାତ୍ରା ଅବସରରେ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ପାଇଁ ପ୍ରତିଯୋଗୀଙ୍କ ନାମ ପଂଜିକୃତ ହୋଇଛି । ଘରେ ରହି ପ୍ରତିଯୋଗୀମାନେ ଶ୍ରୀଜଗନ୍ନାଥଙ୍କ ଭଜନ ରେକର୍ଡିଂ କରି ଆମ ପାଖକୁ...
ଭାରତ ଆସିବ ମଡର୍ଣ୍ଣା
ଭାରତ ଆସିବ ମଡର୍ଣ୍ଣା ଟିକା । କୋଭିଡ ପ୍ରତିଷେଧକ ପାଇଁ ମଡର୍ଣ୍ଣା ଟିକା ଆମଦାନୀ ପାଇଁ ସିପଲା କଂପାନୀକୁ ଅନୁମତି ଦେଇଛି ଡିସିଜିଆଇ । ବିଶ୍ବସ୍ବାସ୍ଥ୍ୟ ସଂଗଠନ ମଡର୍ଣ୍ଣା ଟିକାକୁ 18 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦେବା ପାଇଁ...
ଓଡିଶାରେ ଡେଲଟା ପ୍ଲସ ଭେରିଆଣ୍ଟ
ଓଡିଶାରେ ଜଣେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏନସିଡିସି ନିର୍ଦ୍ଦେଶକ ଡାକ୍ତର ଏସ. କେ. ସିଂହ ଏହି ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ମୋଟ 48 ଟି ଡେଲଟା ପ୍ଲସ କେସ୍ ଚିହ୍ନଟ...
ସେରୋ ସର୍ଭେ ଟିମ୍ ଦେଖି ଲୋକେ ଜଙ୍ଗଲକୁ ପଳାଇଲେ
ରାୟଗଡାରେ ଆଜି ଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ଛଅ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟଷ୍କ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ ହେବ ନମୁନା । ଏଥି ପାଇଁ ଏକ ୯ ଜଣିଆ ଟିମ ରାୟଗଡାରେ ପହଚିଂ ଆଜି...
ଦୁଇରୁ ଚାରି ସପ୍ତାହ ଭିତରେ ମୁମ୍ବାଇ ଛୁଇଁବ ତୃତୀୟ ଲହର
କରୋନାର ତୃତୀୟ ଲହରକୁ ନେଇ ପୁଣି ଆରମ୍ବ ହୋଇଛି ଅବଗଣନା । ଦୁଇରୁ ଚାରି ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ମହାରାଷ୍ଟ୍ର ଅଥବା ମୁମ୍ବାଇରେ ପହଞ୍ଚିଯିବ ବୋଲି ଆକଳନ କରିଛି ରାଜ୍ୟ କୋଭିଡ ଟାସ୍କ ଫୋର୍ସ । ତୃତୀୟ...
ଟଳିବ ଇକମୋ ଟେନସନ୍
ଇକମୋକୁ ନେଇ ରାଜ୍ୟରେ ଟେନସନ ବଢୁଥିବା ବେଳେ ଭୁବନେଶ୍ବର ଏମ୍ସକୁ ଦୁଇଟି ଇକମୋ ମେସିନ ଆଣିବା ପାଇଁ ସ୍ଥିର ହୋଇଛି । ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଦୁଇଟି ଇକମୋ ସିଷ୍ଟମ ଲଗାଯିବ ଏବଂ...
ସହାୟତାର ହାତ ବଢାଇଲେ ରାଜ୍ୟବାସୀ
ଶେଷରେ ସହାୟତାର ହାତ ବଢାଇଲେ ରାଜ୍ୟବାସୀ । ଭଦ୍ରକ ବାସୁଦେବପୁରର ଅଭିଷେକଙ୍କୁ ଏୟାର ଲିଫ୍ଟିଂ କରାଯାଇ କୋଲକତାର ସୁପର ସ୍ପେସାଲିଟୀ ହସପିଟାଲକୁ ନିଆଯାଇଛି । ଅର୍ଥାଭାବ ଯୋଗୁ ଅଭିଷେକଙ୍କ ଇକମୋ ଟ୍ରିଟମେଣ୍ଟ ହେଉପାରୁ ନ ଥିବା ବେଳେ ତାଙ୍କୁ ଆର୍ଥିକ...