ହାଫିଜ ସୟିଦ ଗିରଫ
କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ । ପାକିସ୍ତାନ ଲାହୋରରୁ ତାକୁ ଗିରଫ କରାଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଟ ହାଫିଜ ସୟିଦ । ଗିରଫ ପରେ ହାଫିଜକୁ ହେପାଜତକୁ ନେଲା ପାକିସ୍ତାନ ପୋଲିସ
କଠୋର ହେଲେ ମୋଦି ,ମାଗିଲେ ଗୃହରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦଙ୍କ ତାଲିକା
ମନ୍ତ୍ରୀ ଓ ସାଂସଦଙ୍କ ପାଇଁ କଠୋର ହେଲେ ମୋଦି । ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀ ଓ ସାଂସଦ ମାନଙ୍କ ତାଲିକା ପ୍ରତିଦିନ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ଦ୍ଦେଶ ଦେଇ...
ଭୁଷୁଡିଲା ୪ ମହଲା କୋଠା , ଫଶି ରହିଛନ୍ତି ୪୦ରୁ ୫୦ ଲୋକ
ମାୟାନଗରୀ ମୁମ୍ବାଇରେ ବଡ ଦୁର୍ଘଟଣା । ମୁମ୍ବାଇର ଡଙ୍ଗୋରୀ ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଷୁଡି ପଡିବା ଫଳରେ ୫୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ୧୧ ଟା ୪୮ ସମୟରେ ଡଙ୍ଗୋରୀର...
ଠକାମୀର ଶିକାର ହେଲେ ବିରେନ୍ଦ୍ର ସେୱାଗଙ୍କ ପତ୍ନୀ
ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଓପନର ବିରେନ୍ଦ୍ର ସେୱାଗଙ୍କ ପତ୍ନୀ ଆରତୀ ସେୱାଗ ଠକାମୀର ଶିକାର ହୋଇଛନ୍ତି । ଆରତୀ ତାଙ୍କ ବ୍ୟବସାୟ ସହଯୋଗୀ ରୋହିତ କକ୍କରଙ୍କ ନାମରେ ଥାନରେ ମାମଲା ଦାୟର କରିଛନ୍ତି । ରୋହିତ ଏବଂ...
ପ୍ରେମ ବିବାହରେ ନୂଆ ମୋଡ
ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀଙ୍କ ପ୍ରେମ ବିବାହରେ ନୂଆ ମୋଡ ସାମ୍ନାକୁ ଆସିଛି । ରାଜେଶଙ୍କ ଝିଅ ସାକ୍ଷୀ ଅଜିତେଶ ନାମକ ଜଣେ ଦଳିତ ଶ୍ରେଣୀର ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ପ୍ରୟାଗରାଜର...
ଧୋନିଙ୍କ ବ୍ୟାଟିଂ ସ୍ଥାନକୁ ନେଇ ମୁହଁ ଖୋଲିଲେ ରବି ଶାସ୍ତ୍ରୀ
ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ପରାଜିତ ହୋଇ ବିଶ୍ୱକପ୍ ରେ ନିଜର ଅଭିଯାନ ଶେଷ କରିଥିଲା ଭାରତ । ଭାରତର ଏହି ପରାଜୟ ୧୩୩ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ଭାଙ୍ଗି ଚୁରମାର କରିଦେଇ ଥିଲା । ବର୍ତ୍ତମାନ ଭାରତର...
ଅଧାରେ ରହିଗଲା ବିଶ୍ୱକପ୍ ସ୍ୱପ୍ନ
ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟାନ ହେବାର ବହୁ ମାତ୍ରରେ ଆସା ରହିଥିଲା । କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ...
ମୁମ୍ବାଇରେ ବର୍ଷା ହେଲା କାଳ
ମୁମ୍ବାଇରେ ଏବେ ବର୍ଷା ଜାରି ରହିଛି । ଏହା ଦ୍ୱାରା ମୁମ୍ବାଇ ସହର ଜଳାର୍ଣ୍ଣବ ହୋଇପଡିଛି । ବର୍ଷାର ପରିମାଣ ଏତେ ଅଧିକ ରହିଛିଯେ ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ସମସ୍ତ ଟର୍ମିନାଲର ବିମାନ ସେବା ରଦ୍ଦ କରିଦିଆଯାଇଛି...
ଥରହର ସ୍ୱାମୀଙ୍କ ସିଟ୍ , ଇସ୍ତଫା ଦେଲେ କଂଗ୍ରେସର ସମସ୍ତ ମନ୍ତ୍ରୀ
କର୍ଣ୍ଣାଟକରେ ରାଜନୈତିକ ସଂକଟ ବଢିବାରେ ଲାଗିଛି । କଂଗ୍ରେସ -ଜେଡିଏସ ମେଣ୍ଟ ପ୍ରତି ଘୋର ବିପଦ ଦେଖା ଦେଇଛି । କଂଗ୍ରେସର ସମସ୍ତ ମନ୍ତ୍ରୀ କୁମାରସ୍ୱାମୀଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏଥି ସହିତ କୁମାରସ୍ୱାମୀଙ୍କ ମନ୍ତ୍ରୀ ମଣ୍ଡଳରେ...
ଗାଙ୍ଗୁଲି@ ୪୭
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୪୭ ବର୍ଷ ବୟସରେ ପାଦ ଥାପିଛନ୍ତି । ସାରା ଭାରତ ବର୍ଷରେ ଦାଦା ନାମରେ ପରିଚିତ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମ୍ କୁ ନୂତନ ପରିଚୟ ଦେଇଥିଲେ । ନିଜର ଅଧିନାୟକ...


















