ମର୍ମନ୍ତୁତ ସଡକ ଦୁର୍ଘଟଣା ,୨୯ ମୃତ
ଉତ୍ତରପ୍ରଦେଶର ଆଗ୍ରା ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଉତ୍ତର ପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ବସ୍ ରେ ୪୪ ଜଣ ଯାତ୍ରୀ ଥିଲେ...
ବିଜେପିରେ ମିଶିଲେ ସପ୍ନା ଚୌଧୁରୀ
ହରିୟାନାର ଲୋକପ୍ରିୟ ଡ୍ୟାନ୍ସର ସପ୍ନା ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଜବାହାର ଲାଲ ଷ୍ଟାଡିୟମରେ ଆୟୋଜିତ ବିଜେପିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଦିଲ୍ଲୀର ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଏବଂ ମଧ୍ୟ ପ୍ରଦେଶର ପୂର୍ବତନ ମୂୁଖ୍ୟମନ୍ତ୍ରୀ ଶିବରାଜ...
ଟଳିଲେ ୪ ନକ୍ସଲ
ଛତିଶଗଡ ଧମତାରୀରେ ୪ ନକ୍ସଲ ନିପାତ । ଛତିଶଗଡ଼ରେ ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍ )ଙ୍କ ଏନ୍କାଉଣ୍ଟରରେ ୪ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଧାମତାରୀ ଜିଲାର ମେଚକା ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇ ଏସ୍ଟିଏଫ୍ ପକ୍ଷରୁ...
ବଢିବ ସୁନା ଦର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଉପସ୍ଥାପନ କରିଥିବା ପୂର୍ଣ୍ଣାଙ୍ଗ ବଜେଟରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସବୁରେ ଏକ୍ସାଇଜ ଡ୍ୟୁଟି ଓ ସେସ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଗାମୀ ଦିନରେ ଏସବୁ...
ଭାରତ ବନାମ ବାଂଲାଦେଶ: ସେମିଫାଇନାଲରେ ସ୍ଥାନ ପକ୍କା କରିବା ଆଶାରେ ଭାରତ
ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଏସିଆ ମହାଦେଶର ଦୁଇ ଟିମ୍ ଭାରତ ଓ ବାଂଲାଦେଶ । ଅପରାହ୍ନ ୩ ଟାରେ ବର୍ମିଂହାମର ଆଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଚଳିତ ବିଶ୍ୱକପରେ ଭାରତ ୭ ଟି ମ୍ୟାଚ୍ ଖେଳି...
୧୦୦ ଟଙ୍କା କମିଲା ଗ୍ୟାସ
ଏଲପିଜି ସିଲିଣ୍ଡର ଦର ହ୍ରାସ ହୋଇଛି । ଅଣ ରିହାତି ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୭୩୭ ଟଙ୍କା ୫୦ ପଇସାରେ ମିଳୁଥିବା ସିଲିଣ୍ଡର ଏଣିକି...
ବର୍ଷାରେ ବେହାଲ ମୟାନଗରୀ
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ମୁମ୍ବାଇବାସୀ । ଗତ ଶନିବାର ଓ ରବିବାର ଲଗାତାର ଦୁଇଦିନ ଧରି ଭୀଷଣ ବର୍ଷା ମାୟାନଗରୀ ମୁମ୍ବାଇକୁ ବେହାଲ କରିଦେଇଛି । ବର୍ଷା ହେବା ଦ୍ୱାରା ସହରର ବିଭିନ୍ନ...
ସୁପରସଣ୍ଡେ ସୁପର ଶୋ
ଆସନ୍ତାକାଲି ଖେଳାଯିବ ଚଳିତ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ୍ । ସାମ୍ନାସାମ୍ନୀ ହେବେ ବିଶ୍ୱକପର ଦୁଇ ଫେବରେଟ ଟିମ୍ ଭାରତ ଓ ଇଂଲଣ୍ଡ । ମ୍ୟାଚକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କାରଣ ଏହି ମ୍ୟାଚ ଜିତିଲେ...
ମୋଦିଙ୍କ ୪ ସ୍ୱିସ ବ୍ୟାଙ୍କ ଆକାଉଣ୍ଟ ଜବଦ
ପିଏନବି ମହା ଘୋଟାଲାର ମୁଖ୍ୟ ପଳାତକ ନିରବ ମୋଦିଙ୍କୁ ଝଟକା । ଜବଦ ହେଲା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ୪ ସ୍ୱିସ ବ୍ୟାଙ୍କ ଆକାଉଣ୍ଟ । ସ୍ୱିଜରଲ୍ୟାଣ୍ଡ ଅଧିକାରୀ ମାନେ ନିରବ ଏବଂ ତାଙ୍କ ଭଉଣୀଙ୍କର...
ମହଙ୍ଗା ପଡିଲା ବିଧାୟକଙ୍କ ଦବଙ୍ଗଗିରି
ମଧ୍ୟପ୍ରଦେଶର ଇନ୍ଦୋରରେ ନଗର ନିଗମର ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଭାଜପା ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ମହଙ୍ଗା ପଡିଛି। ମଧ୍ୟପ୍ରଦେଶ ପୋଲିସ ଏହି ମାମଲାରେ ବୁଧବାର ୧୦ ଜଣଙ୍କ ନାମରେ ମାମଲା ରୁଜୁ କରି ଆକାଶଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,...


















