24.1 C
Bhubaneswar
Monday, November 16, 2026
-Advertisement-

ରାଜନୀତିରୁ ସନ୍ୟାସ ନେଲେ

ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ବାବୁଲ ସୁପ୍ରିୟ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟ । ରାଜନୀତି ଛାଡିବା ନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । କେଉଁ ଦଳକୁ ଯିବେ ସେ...

ଛୁଟି ଦିନରେ ବି ମିଳିବ ଦରମା

ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟ୍ ଭୁକ୍ତ ଛୁଟି ଦିନରେ ବି ଦରମା ଆକାଉଣ୍ଟକୁ ଆସିବ । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟଡ କ୍ଲିଅରିଂ ହାଉସ୍ ବା ଲାର୍ଜ ସପ୍ତାହର ସବୁଦିନ ଖୋଲା ରହିବ ।ଏନେଇ ସୂଚନା...

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ

ସିବିଏସଇ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଲା । ପରୀକ୍ଷାରେ 99.37 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାରେ 99.13 ପ୍ରତିଶତ ଛାତ୍ର ଏବଂ 99.67 ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 70,004 ଛାତ୍ରଛାତ୍ରୀ 95 ପ୍ରତିଶତରୁ...

ନିରାଶ କଲେ ମ୍ୟାରିକମ

ଟୋକିଓ ଅଲମ୍ପିକ୍ସରେ ନିରାଶ କଲେ ମ୍ୟାରିକମ । ପ୍ରିକ୍ୱାର୍ଟରରେ ମହିଳା ବକ୍ସିଂ ଫ୍ଲାଇୱେଟରେ ପରାସ୍ତ ହୋଇଛନ୍ତି ମ୍ୟାରିକମ । କଲମ୍ବିଆର ଇଂଗ୍ରିଟ୍ ଭେଲେନ୍ସିଆଙ୍କଠାରୁ ହାରିଛନ୍ତି ମ୍ୟାରିକମ । ଏହି ପରାଜୟ ପରେ ମେରିକମଙ୍କ ଟୋକିଓ ଅଲମ୍ପିକ ଅଭିଯାନ ଶେଷ ହୋଇଛି...

ବିଚାରପତିଙ୍କୁ ଅଟୋ ଧକ୍କା କରି ହତ୍ୟା

ମଣ୍ଣିଂ ଓ୍ବାକ୍ କରୁଥିବା ବେଳେ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ଅଟୋରିକ୍ସା ଦ୍ବାରା ଧକ୍କା ଦେଇ ହତ୍ୟା । ଝାଡଖଣ୍ଡ ଧାନବାଦ ସହରରେ ଗତ ବୁଧବାର ଦିନ ଘଟିଥିବା ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।...

ବ୍ୟାଙ୍କ ବୁଡିଲେ ଜମାକାରୀଙ୍କୁ ମିଳିବ ସର୍ବାଧିକ ୫ ଲକ୍ଷ ଟଙ୍କା

କେନ୍ଦ୍ର କ୍ୟାବିନେଟରେ ପାରିତ ହେଲା ଜମାକାରୀ ବୀମା ଗ୍ୟାରେଣ୍ଟି ବିଲ୍ । ବ୍ୟାଙ୍ଗ ବିଫଳ ହେଲେ ୯୦ ଦିନ ଭିତରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ଗ୍ରାହକଙ୍କୁ ୧ ଲକ୍ଷ ଯାଏଁ ବୀମାରାଶି ମିଳୁଥିଲା । ପଞ୍ଜାବ...

ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦ ଘୁଞ୍ଚିଲା

ଭାରତୀୟ ଟିମର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଲଙ୍କା ଗସ୍ତରେ ଥିବା କୃନାଲ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାତିଲ ହୋଇଛି ଦ୍ୱିତୀୟ ଟି-୨୦ ମ୍ୟାଚ ।

ରାଜକୁନ୍ଦ୍ରାଙ୍କୁ ଜେଲ୍

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବିଶିଷ୍ଟ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ କୋର୍ଟ ଜେଲ୍ ପଠାଇଦେଇଛନ୍ତି । ଜାମିନ ନାମଞ୍ଜୁର ହେବା ପରେ କୁନ୍ଦ୍ରା ଜେଲ ଯାଇଛନ୍ତି । ତାଙ୍କ ସହଯୋଗୀ ରିଅନ ଥୋର୍ପେଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।...

କରୋନା ଯାଇନି, ଦିନକରେ 416 ମୃତ୍ୟୁ

କରୋନା କବଳରୁ ଦେଶ ଆସ୍ତେ ଆସ୍ତେ ମୁକୁଳୁଛି । ସ୍କୁଲ, କଲେଜ. ଖୋଲିବା ଆରମ୍ଭ କରିଛି । କିନ୍ତୁ ସଂପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ । କରୋନାର ଭୟରୁ ଏବେ ବି ସୁରକ୍ଷିତ ନୁହେଁ ଦେଶ । ଗୋଟିଏ ଦିନରେ 416...

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ

ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଓଡିଶାରେ ଦଶମ ଶ୍ରେଣୀରେ 99.99 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବାଦଶ ଶ୍ରେଣୀରେ 99.83 ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । results.cisce.org ଓ୍ବେବସାଇଟରେ ପରୀକ୍ଷାଫଳ ଉପଲବ୍ଧ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...