27.1 C
Bhubaneswar
Friday, September 11, 2026
-Advertisement-

ଉତ୍ତର ପ୍ରଦେଶରେ ଭୁଷୁଡିଲା ଫ୍ଲାଏ ଓଭର, ଜଣେ ମୃତ

  ଲଗାଣ ବର୍ଷାରେ ଭୁଷୁଡିପଡିଲା ଉତ୍ତର ପ୍ରଦେଶର ଏକ ନିର୍ମାଣାଧିନ ଫ୍ଲାଏଓଭର.  ବସ୍ତି ଅଞ୍ଚଳ ଦେଇ ଯାଇଥିବା ନ୍ୟାସନାଲ୍ ହାଇୱ 28 ଉପରେ ନିର୍ମାଣଧୀନ ପୋଲଟି  ହଠାତ୍ ଭୁଷୁଡି ପଡିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି. ଏହି ଦୁର୍ଘଟଣାରେ 4 ଜଣ...

ଜାମିନ ଆବେଦନ କଲେ ଇନ୍ଦ୍ରାଣୀ

ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆଏନଏକ୍ସ ମିଡିଆର ପୂର୍ବତନ ମୁଖ୍ୟ ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ସିନାଙ୍କ ଭାଇ ମିଖାଇଲ ବୋରା ଇନ୍ଦ୍ରାଣିଙ୍କ ବିରୋଧରେ ସିବିଆଇର...

ଇମ୍ରାନଙ୍କୁ ମିଳିଲା ୨୮ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ

ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାଁଙ୍କ ରାଜନୈତିକ ଦଳ ପିଟିଆଇ (ପାକିସ୍ତାନ ତେହରିକ୍ ଇ-ଇନସାଫ) ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ଠାରୁ ଦୂରରେ ଥିବା ବେଳେ ୨୮ ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ମିଳିଛି । ଇମ୍ରାନଙ୍କ ପାଖରେ...

ବିସ୍ଫୋରକ ଜବତ 

ସନାତନ ସଂସ୍ଥା ସଦସ୍ୟଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ  । ଏଟିଏମ୍ ଟିମ୍ ପକ୍ଷରୁ ସନାତନ ଧର୍ମ ସହିତ ଜଡିତ ଥିବା ବୈଭବ ରାୱତଙ୍କ ଘରେ ଓ ଦୋକାନରେ ଚଢାଉ କରାଯାଇଛି । ଚଢାଉବେଳେ ବିପୁଳ ପରିମାଣର ଗନ...

ଟ୍ରେନ୍ ସାମ୍ନାରେ ଡ୍ୟାନ୍ସ କରିଥିବା ଯୁବକଙ୍କୁ ଦଣ୍ଡ

ମୁମ୍ବାଇ ଟ୍ରେନ୍ ସାମ୍ନାରେ କିକି ଡ୍ୟାନ୍ସ କରିଥିବା ତିନିଯୁବକଙ୍କୁ ଦଣ୍ଡ ।  ଚଳନ୍ତା ଟ୍ରେନ୍ ଏବଂ ଆମ୍ବୁଲାନ୍ସ ସାମ୍ନାରେ  କିକି ଚ୍ୟାଲେଞ୍ଜ ପ୍ରଦର୍ଶନ କରିଥିବା ତିନି ଯୁବକଙ୍କୁ ରେଳବାଇ କୋର୍ଟ ରେଳବାଇ ଷ୍ଟେସନ ସଫାଇ କରିବାକୁ ଆଦେଶ ଦେଇଛନ୍ତି ।...

ଆରକ୍ଷଣ ପ୍ରସଙ୍ଗରେ ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ

ଏସସି-ଏସଟି ଆଇନ ଏବଂ ଆରକ୍ଷଣ ପ୍ରସଙ୍ଗକୁ ନେଇ ଦଳିତ ସମୁଦାୟ ମୋଦୀ ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଆଜି ସାରା ଦେଶରେ ଦଳିତ ମାନେ ଆନ୍ଦୋଳନ କରୁଛନ୍ତି । ଦିଲ୍ଲୀର ଜନ୍ତରମନ୍ତରଠାରେ ଭାରତ ବନ୍ଦକୁ ନେଇ ଆୟୋଜିତ ଏକ ଦଳିତ...

ନିକହା..ତିନ୍ ତଲାକ୍…ହଲାଲା

ଦୁଷ୍କର୍ମ ଓ ନାରୀ ନିର୍ଯାତନାକୁ ନେଇ ପ୍ରତିଦିନ ଏଭଳି କିଛି ଘଟଣା ଘଟୁଛି ଯାହା ସାମାଜିକ ମୂଲ୍ୟବୋଧ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଲାଗୁଛି ଯେମିତି ଆମ ଭିତରୁ ମାନବିକତା କ୍ରମଶଃ ମରି ମରି ଯାଉଛି. ଉତ୍ତର...

ସଇତାନ୍ ବାପା-ମାଆ ! ଝିଅକୁ ଜିଅନ୍ତା ପୋତିଦେଲେ

ଉତ୍ତରପ୍ରଦେଶର ମୁରାଦାବାଦ୍ ରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରାଇ ଦେବ.  ହଁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ..ନିଜେ ଜନ୍ମ ଦେଇଥିବା ବାପା ମା 7 ବର୍ଷ ର ଝିଅକୁ ଘର ଅଗଣାରେ...

ଗର୍ଭାଶୟ ପ୍ରତିରୋପଣ ପରେ ସନ୍ତାନ ଜନ୍ମ ଦେବେ ମହିଳା

ଗର୍ଭାଶୟ ପ୍ରତିରୋପଣ ହେବାପରେ ଗୁଜରାଟର ଜଣେ ମହିଳା ଖୁବଶୀଘ୍ର ସନ୍ତାନ ପ୍ରସବ କରିବେ ବୋଲି ଜଣାପଡିଛି। ପ୍ରଥମ ଭାରତୀୟ ମହିଳାଭାବେ ଗର୍ଭାଶୟ ପ୍ରତିରୋପଣ ପରେ ସେ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ପୁନେର ଗାଲାକ୍ସି କେୟାର ହସ୍ପିଟାଲରେ ୨୭...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଜିତିଲେ ହରି, ହାରିଲେ ବି ହରି

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ପରାସ୍ତ କରିଛନ୍ତି ହରିବଂଶ । ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବାବେଳେ ହରିପ୍ରସାଦଙ୍କୁ ମିଳିଛି ୧୦୫ଟି ଭୋଟ. ବିଜୟୀ ହେବା...
- Advertisement -

Latest article

Clause Shiny Wilds Right to Void Winnings

SommaireQu'est-ce que la Clause « Droit d’Annuler les Gains » ?Les Situations Courantes Menant à l'Application de la ClauseProcédure et Délais en Cas de...

Supabet Valeur à Long Terme du Programme VIP

SommaireComment Fonctionne l'Ascension dans les Niveaux VIPLes Avantages Concrets par Niveau de StatutTableau Comparatif des Principaux Bénéfices VIPLe Cashback et les Bonus : Une...

VegasNow Minimum Withdrawal Amount Per Method

ContentsUnderstanding Minimum Withdrawal LimitsMinimum Withdrawal Amounts by Payment MethodStep-by-Step Withdrawal ProcessCommon Issues and TroubleshootingMaximizing Your Withdrawal EfficiencyConclusion: Getting Your Winnings Quickly VegasNow Minimum Withdrawal Amount...