28.1 C
Bhubaneswar
Tuesday, September 22, 2026
-Advertisement-

ବଦଳିଲେ ସାତଟି ରାଜ୍ୟର ରାଜ୍ୟପାଳ

କେନ୍ଦ୍ର ସରକାରଙ୍କ ଦ୍ୱାରା ମଙ୍ଗଳବାର ସାତଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାତଟି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀରର ନୂଆ ରାଜ୍ୟପାଳ ଭାବେ...

ହାର୍ଦ୍ଦିକଙ୍କ ଅନଶନରେ ଲାଗିଲା ଗ୍ରହଣ, ସରକାର ଲଗାଇଲେ 144 ଧାରା

ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା 25 ଅଗଷ୍ଟକୁ ଆରମ୍ଭ ହେବାକୁ ଥିବା ଅନିଶ୍ଚିତକାଳୀନ ଅନଶନରେ ଲାଗିଲା ଗ୍ରହଣ । ଅପିଲ୍ ସତ୍ତ୍ୱେ ସରକାର ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଅନଶନ କରିବା ପାଇଁ ଅନୁମତି ଦେଲେନାହିଁ ।...

ନଦୀରେ ଗାଡ଼ି ଓଲଟି 11 ଜଣଙ୍କ ମୃତ୍ୟୁ

ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି ।  ମଶେଲ୍‌ ତୀର୍ଥଯାତ୍ରାରୁ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । 11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଶିଶୁକୁ...

‘ଅଟଳ ନଗର’ ନାଁ ରେ ନୂଆ ପରିଚୟ ପାଇଲା ଛତିଶଗଡ଼ର ନୂଆ ରାୟପୁର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେଇ ନୂଆ ରାୟପୁରକୁ ‘ଅଟଳ ନଗର’ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ । ନ୍ୟୁ ରାୟପୁର ସହର ଛତିଶଗଡ଼ର ରାଜଧାନୀ  ହେବାର ପ୍ରସ୍ତାବ...

ମୁଡ୍ ଅଫ ଦି ନେସନ: ଘଣ୍ଟି ବାଜିଯିବ କି ବିଜେପିର !

ସାଧାରଣ ନିର୍ବାଚନ ପୂର୍ବରୁ କଣ ରହିଛି ଦେଶବାସୀଙ୍କ ମୁଡ୍ ? କାହା ସପକ୍ଷରେ ଅଛନ୍ତି ଦେଶବାସୀ ? ଏହାକୁ ନେଇ କରାଯାଇଥିବା ସର୍ଭେ "ମୁଡ୍ ଅଫ ଦି ନେସନ" ରିପୋର୍ଟ ପ୍ରକାଶ ପାଇଛି. ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ବିଜେପି...

ଗୋଟିଏ ପରିବାରର ୫ମୃତ। ଫ୍ରିଜ , ଆଲମାରି ଓ ସୁଟକେଶରୁ ମିଳିଲା ଶବ ।

ଆଲ୍ଲାବାଦର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ଶରୀର ଫ୍ରିଜ, ଆଲମାରି ଓ ସୁଟକେଶରୁ ଉଦ୍ଧାର କରାଯାଇଛି। ଘରର ମୁରବି ନିଜ ପତ୍ନୀ ଓ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ...

ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା

ମହାରାଷ୍ଟ୍ର ଓ ଗୋଆରେ ହୋଇପାରେ କେରଳ ପରି ଭୟଙ୍କର ବନ୍ୟା। ବିଶିଷ୍ଟ ପରିବେଶବିତ ମାଧବ ଗଡଗିଲ ଏଭଳି ସତର୍କ ସୁଚନା ଦେଇଛନ୍ତି। ସେ କହିଛନ୍ତି, ଯଦିଓ କେରଳ, ଗୋଆ ଓ ମହାରାଷ୍ଟ୍ରରେ ବୃଷ୍ଟିପାତର ପରିମାଣ ସମାନ ନାହିଁ ତଥାପି ଏଠାକାର...

କ୍ରିକେଟ୍ ମଇଦାନରୁ ରାଜନୀତି, ପଦ୍ମ ଧରିପାରନ୍ତି ଗମ୍ଭୀର

ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ 2019 ନିର୍ବାଚନରେ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା । ଗମ୍ଭୀର ବିଜେପିରେ ଯୋଗ ଦେଇ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ...

ସ୍କୁଲ ବହିରେ ମିଲଖା ସିଂହ ଯାଗାରେ ସ୍ଥାନ ପାଇଛି ଫରହନ ଅଖତରଙ୍କ ଫଟୋ

ପଶ୍ଚିମ ବଙ୍ଗଳାର ଶିକ୍ଷା ମନ୍ତ୍ରାଳୟ ତରଫରୁ ଏକ ସ୍କୁଲ ବହିରେ ଭାରତୀୟ ଖେଳାଳୀ ମିଲଖା ସିଂହଙ୍କ ସ୍ଥାନରେ ବଲିଉଡ ଅଭିନେତା ଫରହନ ଅଖତରଙ୍କ ଫଟୋ ପ୍ରକାଶିତ ହୋଇଛି। ଏବେ ବହିର ସେହି ପୃଷ୍ଠାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...
video

ଅଜବ ଭକ୍ତି

ନିଜ ଧର୍ମ ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ଭକ୍ତମାନେ ଅନେକ ମାନସିକ କରିଥାନ୍ତି। କିନ୍ତୁ ରାଞ୍ଚିରେ ଭକ୍ତଙ୍କ ମାନସିକ ଦେଖିଲେ ଲୋମ ଟାଙ୍କୁରି ଉଠିବ। ରାଞ୍ଚିର ଜନଜାତି ସଂପ୍ରଦାୟର ଲୋକମାନେ ମାଙ୍କ ପାଖରେ ମାନସିକ ପାଇଁ ନିଜ ଶରୀରକୁ...
- Advertisement -

Latest article

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣାରେ ପ୍ରଫେସର ନିଲମ୍ବିତ

ମୁମ୍ବାଇ: ବମ୍ବେ ଆଇଆଇଟି କ୍ୟାମ୍ପସରେ ଜଣେ ଛାତ୍ର ନିଜ ଜୀବନ ହାରିବା ମାମଲାରେ ପୋଲିସ ଜଣେ ପ୍ରଫେସରଙ୍କୁ ଅଭିଯୁକ୍ତ ଦର୍ଶାଇଛି । ମୁମ୍ବାଇ ସିଟି ପୋଲିସ ଏହି ଘଟଣାର ତଦନ୍ତ...

Mostbet Cashback Cap: Maximum Pay-Out

ContentsWhat is the Mostbet Cashback Bonus?How the Mostbet Cashback Cap Works: A Practical ExampleStep-by-Step Guide to Claiming Your CashbackCashback Cap Compared to Other Mostbet...

SlotsGem Limites de Saque como Ferramenta de Jogo Responsável

ÍndiceO Que São Limites de Levantamento e Por Que Existem?Limites Típicos de Levantamento no SlotsGemComo os Limites Protegem o JogadorO Processo de Levantamento Passo...