24.1 C
Bhubaneswar
Monday, November 16, 2026
-Advertisement-

ଶିଶୁକନ୍ୟା ବଳାତ୍କାର ମାମଲା: ଭୟରେ ଗୁଜୁରାଟ ଛାଡୁଛନ୍ତି ପ୍ରବାସୀ ଶ୍ରମିକ

ଉତ୍ତର ଗୁଜରାଟ ଛାଡୁଛନ୍ତି ଅଣଗୁଜୁରାଟୀ ଲୋକ । ବିଶେଷ କରି କାମ ପାଇଁ ଗୁଜୁରାଟ ଯାଇଥିବା ବିହାର ଓ ଉତ୍ତର ପ୍ରଦେଶ ଲୋକେ ଭୟରେ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଗୁଜୁରାଟୀ ଲୋକଙ୍କ ଆକ୍ରମଣ ଭୟରେ ସେମାନେ...

ଇତିହାସ ଫର୍ଦ୍ଦରେ ଛୁକ୍-ଛୁକ୍ ଗାଡି

କାହିଁ କେତେ ଶତାବ୍ଦୀରୁ ପ୍ରତ୍ୟେକ ଘଟଣାର ମୂକ ସାକ୍ଷୀ ହୋଇ ରହିଥିବା ଛୁକ୍-ଛୁକ୍ ଗାଡି ଶେଷରେ ଇତିହାସ ଫର୍ଦ୍ଦରେ ସବୁଦିନ ପାଇଁ ଯୋଡି ହେବାକୁ ଯାଉଛି. ଛତିଶଗଡ଼ର ରାଜଧାନୀ ରାୟପୁରରେ 1900 ମସିହାରେ ଆରମ୍ଭ ହୋଇଥିଲା ଏହି ଛୁକ୍-ଛୁକ୍ ଗାଡି....

କନିଷ୍ଠ ଖେଳାଳୀ ଭାବେ ଇତିହାସ ରଚିଥିବା ପୃଥ୍ୱୀଙ୍କ ଜୀବନୀ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଖେଳାଳୀ ପୃଥ୍ୱୀ ସ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ରେ ନିଜର ଯାଦୁରେ ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଛନ୍ତି. 18 ବର୍ଷର ଏହି ଯୁବ ଖେଳାଳୀ...

ଆପଣ ବୁଲିବାକୁ ଗଲେ ପୋଲିସ ଜଗିବ ଘର

ଘରୁ ଚୋରି ହେବା କ’ଣ ଆପଣଙ୍କ ନିଦ ଉଡାଇଦେଇଛି ? ଚୋରିହେବା ଭୟରେ କ’ଣ ଆପଣ କୁଆଡେ ବୁଲିବାକୁ ଯାଇପାରୁନାହାନ୍ତି,ନା ବୁଲିବାକୁ ଗଲେ ମଧ୍ୟ ଘରୁ ଚୋରି ହେବା ଚିନ୍ତା ଆପଣଙ୍କ ମନରେ ରହୁଛି ? ଯଦି ଏ ସବୁ...

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଉତ୍ତରପ୍ରଦେଶ ବାଗପତ ଅଞ୍ଚଳରେ ବାୟୁସେନାର ଏକ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଜିଆବାଦର ହିଡେନ ଏୟାରବେସରୁ ବିମାନଟି ଉଡାଣ ଆରମ୍ଭ କରି ବାୟୁସେନା ଦିବସ ପାଇଁ ଅଭ୍ୟାସ କରୁଥିଲା ।କିନ୍ତୁ ବାଗପତରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ...

ପୁଣି ଧନୀ ତାଲିକାର ଆଗରେ ରହିଲେ ମୁକେଶ

ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି । ୪୭.୩ ଅରବ ଡଲାର ସମ୍ପତ୍ତିସହ ମୁକେଶ ୧୧ ଥର ଲାଗି ଭାରତୀୟ ଧନୀ ତାଲିକାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଫୋର୍ବସ...

ଏସି ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ

ବର୍ତ୍ତମାନ ଯୁଗ ଏତେ ଉନ୍ନତି ହେଲାଣି ଯେ, ଆଜିର ଲୋକମାନେ ଥଣ୍ଡାରେ ରହିବା ପାଇଁ ନିଜ ଘରେ ଏସି ଲଗାଉଛନ୍ତି. ଏସି ଲଗାଇବା ଦ୍ୱାରା ଆମେ ଥଣ୍ଡା ପବନ ପାଉଛେ ସତ, ହେଲେ ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍...

କୋଲକାତା ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ହସ୍ପିଟାଲର ଫାର୍ମାସୀ ଡିପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ସୁଚନା ମିଳିନାହିଁ ।...

ସତ ହେଲା ଆଇଏଏସ ହେବାର ସ୍ୱପ୍ନ

ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । ଏହା ପ୍ରମାଣିତ କରିଛନ୍ତି ମଧ୍ୟପ୍ରଦେଶର ସୁରଭି ଗୌତମ । ପିଲାଦିନରୁ ହିଁ  ଆଇଏଏସ୍ ହେବା ପାଇଁ ସ୍ୱପ୍ନ ଦେଖିଥିଥିଲେ  ସୁରଭି । ହେଲେ ଗାଁର ପାଠପଢା...

ପ୍ରମୁଖ ପ୍ଲାଷ୍ଟିକ୍ ଉପକରଣ ଉପରେ ଲାଗୁହେବ କଟକଣା

ସାରା ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯୋଜନା କରାଯାଉଥିବା ବେଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପ୍ରମୁଖ ପ୍ଲାଷ୍ଟିକ ଉପକରଣକୁ ସମାପ୍ତ କରିବା ପାଇଁ ସମଗ୍ର ଦେଶରେ ଗୋଟିଏ ନିୟମ ଲାଗୁ କରିବାକୁ ବିଚାର କରୁଛନ୍ତି. ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...